ଦାରିଙ୍ଗବାଡ଼ି: ଚିପ୍ସ ପ୍ୟାକେଟରେ ଥିବା ଖେଳନା ଗିଳି ଚାଲିଗଲା ୪ ବର୍ଷ ଶିଶୁର ଜୀବନ। ବ୍ରାହ୍ମଣୀଗାଁ ଥାନା ମୁସୁମାହାପଡ଼ାରେ ଅଭାବନୀୟ ଘଟଣା । ମୃତ ଶିଶୁ ହେଲେ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା […]
Author: Sanket News
ମୋଷ୍ଟୱାଣ୍ଟେଡ ଅନମୋଲ ବିଷ୍ଣୋଇକୁ ଆମେରିକା ପକ୍ଷରୁ ଭାରତକୁ ହସ୍ତାନ୍ତର
ନୂଆଦିଲ୍ଲୀ : ଭାରତକୁ ମିଳିଛି ଏକ ବଡ଼ ସଫଳତା। ଏକାଧିକ ହାଇପ୍ରୋଫାଇଲ ମାମଲାର ମୋଷ୍ଟୱାଣ୍ଟେଡ ଅନମୋଲ ବିଷ୍ଣୋଇକୁ ଆମେରିକା ପକ୍ଷରୁ ଭାରତକୁ ହସ୍ତାନ୍ତର କରାଯାଇଛି। ଅନମୋଲ ହେଉଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ। […]
ଅଲ୍-ଫଲାହ ୟୁନିଭର୍ସିଟିରେ ଇଡିର ରେଡ୍:ପ୍ରତିଷ୍ଠାତା ଗିରଫ
ନୂଆଦିଲ୍ଲୀ: ନଭେମ୍ବର ୧୦ରେ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ନିକଟରେ ହୋଇଥିବା ବିସ୍ଫୋରଣର ତଦନ୍ତ ଯେତିକି ଆଗକୁ ବଢ଼ୁଛି ସେତିକି ନୂଆ କଥା ସାମ୍ନାକୁ ଆସୁଛି । ବିସ୍ପୋରଣ ଯୋଜନା ପ୍ରାୟ ୩ ବର୍ଷ […]
ରାଜ୍ୟରୁ ବିଦା ହେବେ ବାଂଲାଦେଶୀ; ଆଇନ ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାହାର କରିବା ପାଇଁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସେମାନଙ୍କ ବିରୁଦ୍ଧରେ […]
ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ: ଧାରଣାରେ ବସିଲେ ବସ୍ତିବାସିନ୍ଦା
ଭୁବନେଶ୍ୱର: ଆଜି ଭୋରୁ ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବରେ ସାଲିଆ ସାହିରେ ଉଚ୍ଛେଦ ଆରମ୍ଭ ହୋଇଛି । ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ […]
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୬ ମାଓବାଦୀ ନିହତ
ମାଲକାନଗିରି: ମାଲକାନଗିରି ସୀମାରେ ପୁଣି ସୁରକ୍ଷାକର୍ମୀଙ୍କ ବଡ଼ଧରଣର ଏନକାଉଣ୍ଟର । ସୁକୁମା ଜିଲ୍ଲା ଏରାବୋର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ୬ଜଣ ମାଓବାଦୀ ନିହତ ହୋଇଛନ୍ତି […]
ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ
ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ୩୪ ବର୍ଷ ବୟସରେ ପରଲୋକ । ଭୁବନେଶ୍ୱର ଏମ୍ସରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି । କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା […]
ବାରବାଟୀ ମ୍ୟାଚ ପାଇଁ ଡିସେମ୍ବର ୫ରେ ହବ ଟିକେଟ୍ ବିକ୍ରି
କଟକ : ବାରବାଟୀରେ ଟି-୨୦ମ୍ୟାଚ ପାଇଁ ଡିସେମ୍ବର ୫ରେ ଟିକେଟ୍ ବିକ୍ରି ଆରମ୍ଭ ହେବ। ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଷ୍ଟାଡିୟମର ୬ଟି କାଉଣ୍ଟରରେ ବିକ୍ରି ହେବ ଟିକେଟ୍। ଡିସେମ୍ବର […]
ଶେଖ ହସିନାଙ୍କୁ ଦଣ୍ଡ ଘୋଷଣା ପରେ ଢାକାରେ ହିଂସାକାଣ୍ଡ
ଢାକା : ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫାଶୀଦଣ୍ଡ ଶୁଣା ଯାଇଛି। ଏହାପରେ ଢାକାରେ ହିଂସାକାଣ୍ଡ ତେଜିଛି। ଏହାକୁ ନେଇ ୟୁନୁସ ସରକାର ଆକ୍ସନରେ ଏବଂ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି […]
ଘରୋଇ ବସ ମାଲିକଙ୍କ ଧର୍ମଘଟ ଚେତାବନୀ
ଭୁବନେଶ୍ୱର: ମୋଟର ଯାନ ଯାଞ୍ଚ୍ ପାଇଁ ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦରେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ଡିସେମ୍ବର ୧ରୁ ରାଜ୍ୟବ୍ୟାପୀ ଧର୍ମଘଟ ଧମକ ଦେଇଛି। ୧୪ ହଜାର ଘରୋଇ […]
