ସରିଲା ବ୍ରିକ୍ସ ସମ୍ମିଳନୀ:ଭାରତକୁ ମିଳିଲା ବଡ଼ କୂଟନୈତିକ ସଫଳତା

ନୂଆଦିଲ୍ଲୀ: ସଫଳତାର ସହିତ ଉଦଯାପନ ହେଲା ବ୍ରିକ୍ସ ସମ୍ମିଳନୀ l ବ୍ରିକ୍ସ ମଂଚରେ ଏକାଠି ହେଲେ ବିଶ୍ବ ନେତା l ବ୍ରିକ୍ସ ସମ୍ମିଳନୀର ନେତୃତ୍ବ ନେଇ ଗ୍ଲୋବାଲ ସାଉଥ୍ ବା ବିକାଶଶୀଳ ଦେଶଗୁଡ଼ିକର ପ୍ରକୃତ […]

ଅଷ୍ଟମ ଥର ଏସିଆ କପ୍ ଟାଇଟଲ ଜିତିଲା ଭାରତ

ନୂଆଦିଲ୍ଲୀ: ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ୍ ଫାଇନାଲ ମ୍ୟାଚରେ ଭାରତୀୟ ଅଧିନାୟକ ହରମନପ୍ରୀତ କୌର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ l ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୮୩ ରନ […]

ବ୍ରିକ୍ସ ନୂଆଦିଲ୍ଲୀ ଘୋଷଣାପତ୍ରକୁ ସବୁ ସଦସ୍ୟଙ୍କ ସମର୍ଥନ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆଜି ଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ରାଷ୍ଟ୍ରଗୁଡ଼ିକୁ ସମ୍ବୋଧନ ସହ ସ୍ୱାଗତ କରିଛନ୍ତି […]

ୟୁଏଇ ଗସ୍ତର ପ୍ରଥମ ଦିନରେ ବିଶ୍ୱସ୍ତରୀୟ ନିବେଶ ଭାଗିଦାରୀକୁ ସୁଦୃଢ କଲା ଓଡ଼ିଶା:ଆଇଏଚସି ଏବଂ ଅଦାନୀ ଗ୍ରୁପ୍‌ ସହିତ ୧୪ଟି ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ ସ୍ୱାକ୍ଷର

ଆବୁଧାବି/ଭୁବନେଶ୍ବର:ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶା ବିଦେଶୀ ନିବେଶ ଭାଗିଦାରୀକୁ ଆଗେଇ ନେଇଛି । ଏଥିରେ ଏକ ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ, ୧୪ଟି ନୂଆ ପ୍ରକଳ୍ପ […]

SCOବୈଠକରେ ହାତ ମିଳାଇଲେ ମୋଦି ଓ ଜିନ୍ ପିଙ୍ଗ :ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦୀ

ନୂଆଦିଲ୍ଲୀ: କିର୍ଗିଜସ୍ଥାନର ବିଶକେକରେ ଅନୁଷ୍ଠିତ ୨୬ତମ ଏସସିଓ (ସାଂଘାଇ ସହଯୋଗ ସଂଗଠନ ) ସମ୍ମିଳନୀର ଏକ ଅଧିବେଶନକୁ ଆଜି ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ସମାବେଶରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ […]

ମୃତ ମହିଳାଙ୍କ ଶରୀରରୁ ସୁନା କାନଫୁଲ ଚୋରି କରିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କଲା ପୋଲିସ

କାଠମାଣ୍ଡୁ: ନେପାଳର ପ୍ରଳୟଙ୍କାରୀ ବନ୍ୟା ପରେ ନାରାୟଣୀ ନଦୀରେ ପ୍ରବଳ ସ୍ରୋତରେ ଭାସିଆସିଥିବା ଜଣେ ମୃତ ମହିଳାଙ୍କ ଶରୀରରୁ ସୁନା କାନଫୁଲ ଚୋରି କରିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଛି।ନେପାଳ ପୁଲିସ୍ […]

ନେପାଳରେ ଫସିଥିବା ଓଡ଼ିଆଙ୍କୁ ସହାୟତା ପାଇଁ ପଦକ୍ଷେପ

ନୂଆଦିଲ୍ଲୀ: ନେପାଳର ପ୍ରଳୟଙ୍କରୀ ବନ୍ୟାରେ ୩୦୦ ଜଣ ଭାରତୀୟ ନାଗରିକଙ୍କ ସମେତ ୧୩୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏହା ମଧ୍ୟରେ କିଛି ଓଡ଼ିଆ ଥିବାର ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । […]

ବଦଳିଲା ଟ୍ରମ୍ପଙ୍କ ନିଷ୍ପତ୍ତି; ଖସିଲା ଅଶୋଧିତ ତୈଳ ଦର

ୱାଶିଂଟନ୍: ଇରାନ୍‌ ଉପରେ ବଡ଼ଧରଣର ସାମରିକ ଆକ୍ରମଣ ଯୋଜନାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓହରିଯିବା ପରେ ଆନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ପାଇଛି। ଆନ୍ତର୍ଜାତୀୟ ବେଞ୍ଚମାର୍କ ବ୍ରେଣ୍ଟ ଅଶୋଧିତ ତୈଳ ଦର […]

ପିଓକେ ରେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା: ୨୦ଜଣଙ୍କ ମୃତ୍ୟୁ ସୂଚନା

ନୂଆଦିଲ୍ଲୀ: ଗତକାଲି ପିଓକେ ରେ ପ୍ରଦର୍ଶନକାରୀଙ୍କ ଏକ ଦଳ ମୋଟରସାଇକେଲରେ ମୁଜାଫରାବାଦ ଅଭିମୁଖେ ଶୋଭାଯାତ୍ରା କରିବାକୁ ଯାତ୍ରା କରୁଥିଲେ l ପ୍ରତିବାଦକାରୀମାନେ ମିରପୁର ବଜାର ନିକଟରେ ପହଞ୍ଚିବା ମାତ୍ରେ ପାକିସ୍ତାନୀ ରେଞ୍ଜର୍ସମାନେ ଗୁଳିଚାଳନା ଆରମ୍ଭ […]

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି । […]