ଆନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କଲେ କ୍ରିଷ୍ଟିଆନୋ ରୋନାଲଡୋ

ନୂଆଦିଲ୍ଲୀ: ପର୍ତ୍ତୁଗାଲର କିମ୍ବଦନ୍ତୀ ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାଲଡୋ ଆନ୍ତର୍ଜାତୀୟ ଫୁଟବଲରୁ ନିଜର ଅବସର ଘୋଷଣା କରିଛନ୍ତି। ଏହା ସହିତ ପର୍ତ୍ତୁଗାଲ ଜାତୀୟ ଦଳ ପାଇଁ ତାଙ୍କର ୨୦ ବର୍ଷର ଦୀର୍ଘ ଓ ସ୍ୱର୍ଣ୍ଣିମ […]

ଏସିଆନ୍ ଗେମ୍ସ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସିଆନ୍ ଗେମ୍ସ ୨୦୨୬ର ପଦକ ବିଜେତା ଭାରତୀୟ ଖେଳାଳିମାନଙ୍କୁ ଭେଟିଛନ୍ତି। ଏହି ସ୍ୱତନ୍ତ୍ର ଅବସରରେ ଭାରତୀୟ ହକି ଦଳ ପ୍ରଧାନମନ୍ତ୍ରୀଙ୍କୁ ‘ହକି ଷ୍ଟିକ୍’ […]

ଭାରତୀୟ ମହିଳା ଦଳର ନେତୃତ୍ୱରୁ ହରମନପ୍ରୀତଙ୍କ ବିଦାୟ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ସଫଳ ତଥା ଅଭିଜ୍ଞ ଅଧିନାୟିକା ହରମନପ୍ରୀତ କୌର ସବୁ ଫର୍ମାଟ୍‌ର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ୩୭ ବର୍ଷୀୟା ଏହି ଆଇସିସି ବିଶ୍ୱକପ ବିଜୟୀ […]

ଏସିଆନ ଗେମ୍ସରେ ପଞ୍ଚମଥର ସ୍ୱର୍ଣ୍ଣ ପଦକ ଜିତିଲା ଭାରତୀୟ ପୁରୁଷ ହକି ଟିମ୍:ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନୂଆଦିଲ୍ଲୀ: ଜାପାନର ଗିଫୁ ପ୍ରିଫେକଚରାଲ ଗ୍ରୀନ ଷ୍ଟାଡିୟମରେ ଖେଳା ଯାଇଥିବା ଏସୀୟ କ୍ରୀଡ଼ା ୨୦୨୬ ହକି ଫାଇନାଲ୍ ମ୍ୟାଚରେ ଭାରତ ମାଲେସିଆକୁ ୫-୧ ଗୋଲରେ ହରାଇ ସ୍ଵର୍ଣ୍ଣ ପଦକ ଜିତିଛି। ଏସୀୟ କ୍ରୀଡ଼ାରେ ଏହା […]

୨୦୨୬ ଏସୀୟ କ୍ରୀଡ଼ା କ୍ରିକେଟ ଫାଇନାଲରେ ପାକିସ୍ତାନକୁ ହରାଇ ଟିମ୍ ଇଣ୍ଡିଆ ଚାମ୍ପିଅନ

ନୂଆଦିଲ୍ଲୀ: ଏସୀୟ କ୍ରୀଡା କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ଭାରତ ପାକିସ୍ତାନକୁ ୧୯ ରନରେ ହରାଇ ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଛି | ସୂଚନା ଥାଉ ଯେ, ଭାରତ […]

ଏସିଆନ୍ସ ଗେମ୍ସରେ ସ୍ୱର୍ଣ୍ଣ ବିଜେତା ଭାରତୀୟ ମହିଳା ହକି ଟିମ୍ ପାଇଁ ପୁରସ୍କାର ଘୋଷଣା କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ଦୀର୍ଘ ୪୪ ବର୍ଷ ଅପେକ୍ଷାର ପରେ ଭାରତୀୟ ମହିଳା ହକି ଦଳ ଏସିଆନ୍ସ ଗେମ୍ସରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛି । ଏହି ସଫଳତା ପାଇଁ ସାରା ଦେଶରୁ ଶୁଭେଚ୍ଛାର […]

ଏସୀୟ କ୍ରୀଡ଼ାରେ ମହିଳା ଟ୍ରାପ୍ ଶୁଟିଂରେ ଭାରତର ନୀରୁ ଧଣ୍ଡା ଜିତିଲେ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଭାରତୀୟ ଶୁଟର ନୀରୁ ଧଣ୍ଡା ରଚିଛନ୍ତି ନୂଆ ଇତିହାସ। ମହିଳା ଟ୍ରାପ୍ ଶୁଟିଂ ବ୍ୟକ୍ତିଗତ ଇଭେଣ୍ଟରେ ନୀରୁ ଦମଦାର ପ୍ରଦର୍ଶନ କରି ଭାରତ ପାଇଁ ପଞ୍ଚମ ସ୍ୱର୍ଣ୍ଣ ପଦକ ହାସଲ […]

ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ କରି ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

ନୂଆଦିଲ୍ଲୀ: ସଚିନ୍ ତେନ୍ଦୁଲକରଙ୍କର ଆଉ ଏକ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି । ଥିରୁଅନନ୍ତପୁରମ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆ (ODI) ମ୍ୟାଚ୍‌ରେ ଶତକୀୟ ପାଳି ଖେଳି ସେ ୧୫,୦୦୦ ରନ୍ ପୂରଣ […]

କଳିଙ୍ଗ ଷ୍ଟାଡିଅମରେ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ୍ ୨୦୨୬; ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିଅମଠାରେ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅବସରରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ଓ ଟାଟା ଷ୍ଟିଲ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ […]

ଏସିଆନ ଗେମ୍ସରେ ଭାରତୀୟ ମହିଳା କ୍ରିକେଟ ଟିମ ପୁଣି ଚାମ୍ପିୟନ,ଭାରତକୁ ପ୍ରଥମ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଜାପାନରେ ଚାଲିଥିବା ଏସିଆନ ଗେମ୍ସରେ ଆଜି ଭାରତୀୟ ମହିଳା କ୍ରିକେଟ ଟିମ୍‌ ଦେଶ ପାଇଁ ଜିତିଛି ସ୍ୱର୍ଣ୍ଣ ପଦକ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୧୬ ରନ କରିଥିଲା। […]