ନୂଆଦିଲ୍ଲୀ: ଆମେରିକାର ଇ-କମର୍ସ ଜାଏଣ୍ଟ ଆମାଜନର ସିଇଓ ଆଣ୍ଡି ଜେସି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଭାରତରେ ୪ ବର୍ଷ ମଧ୍ୟରେ Amazon ୪୮ ବିଲିୟନ୍ ଡଲାର ନିବେଶ କରିବାକୁ ଯାଉଛି […]
Author: Mysanket News
ଭେନେଜୁଏଲାରେ ପ୍ରଳୟଙ୍କରୀ ଭୂକମ୍ପ: ସହାୟତାର ହାତ ବଢ଼ାଇଲା ଭାରତ
ନୂଆଦିଲ୍ଲୀ: ଭେନେଜୁଏଲାରେ ଗତ ୧୨୬ ବର୍ଷ ମଧ୍ୟରେ ଏହା ଦେଶର ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ବୋଲି କୁହାଯାଉଛି। ବୁଧବାର ସନ୍ଧ୍ୟାରେ ଆସିଥିବା ଦୁଇଟି ଶକ୍ତିଶାଳୀ ଝଟକା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଆମେରିକୀୟ ଭୂବିଜ୍ଞାନ […]
କଇଁଛ ଚୋରାଚାଲାଣ ବେଳେ ଧରିଲା ବନ ବିଭାଗ କର୍ମଚାରୀ
ମାଲକାନଗିରି: ଆଜି ସକାଳେ ମାଲକାନଗିରି ବନ କର୍ମଚାରୀମାନେ ପଦ୍ମଗିରି ଛକଠାରେ ଏକ ବୋଲେରୋ ଗାଡ଼ିରୁ ୩୨୯ ଗୋଟି କଇଁଛ କୁ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି । ବନ ବିଭାଗର […]
ବେଆଇନ ଡମ୍ପିଂ କରୁଥିବା ୮ ଗାଡ଼ି ଜବତ
ସୁନ୍ଦରଗଡ: ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର କଳକାରଖାନାରୁ ନିର୍ଗତ ବିଷାକ୍ତ କୋଇଲା ପାଉଁଶ ଗୁଣ୍ଡକୁ ବିଭିନ୍ନ ଟ୍ରାନ୍ସପୋର୍ଟର ସୁନ୍ଦରଗଡ଼ ଅଞ୍ଚଳର ବିଭିନ୍ନ ଚାଷ ଜମି, ନଦୀ, ନାଳ ଓ ରାସ୍ତା କଡ଼ରେ ପକାଉଥିବା ଯୋଗୁଁ […]
ବିଜେଡିରେ ଯୋଗ ଦେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା
ଭୁବନେଶ୍ୱର: ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ । ଶଙ୍ଖ ଭବନରେ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ହେଲେ ସାମିଲ । ସାଙ୍ଗଠନିକ ବୈଠକରେ ଦଳର ଶୀର୍ଷ ନେତୃତ୍ବ ଉପସ୍ଥିତ । ସୁଜାତାଙ୍କୁ […]
ପିପିଲି ଟୋଲ ଗେଟ୍ରେ ନାହିଁ ଟୋଲ ଟିକସ;ରଥଯାତ୍ରାରେ ଟୋଲ ଫ୍ରି ଯାତ୍ରା
ଭୁବନେଶ୍ୱର: ରାଜ୍ୟ ସରକାର ଓ ପରିବହନ ବିଭାଗ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଖୁସି ଖବର। ରଥଯାତ୍ରା, ଗୁଣ୍ଡିଚା ଯାତ୍ରା ଓ ସୁନାବେଶ ଦିନ ସମସ୍ତ ପ୍ରକାର ଗାଡ଼ି ପାଇଁ ଟୋଲ ଫି ଛାଡ଼ […]
ବିଜେଡି ସରକାର ସମୟରେ LED ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପରେ ବଡ଼ ଦୁର୍ନୀତି:୫୦ଟି ସ୍ଥାନରେ ଭିଜିଲାନ୍ସ ରେଡ୍
ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳରେ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ନାମରେ ବଡ଼ ଧରଣର ଦୁର୍ନୀତି ଓ ସରକାରୀ ଅର୍ଥ ହଡ଼ପ ଅଭିଯୋଗ ସାମ୍ନାକୁ ଆସିଛି। ଏହି ଅଭିଯୋଗର ତଦନ୍ତ ପାଇଁ ଓଡ଼ିଶା ଭିଜିଲାନ୍ସ ତଦନ୍ତ […]
କମିଶନ ରିପୋର୍ଟ ହଜିବା ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ
କଟକ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଷ୍ଟିସ ନାଇଡୁ କମିଶନଙ୍କ ତଦନ୍ତ ରିପୋର୍ଟ ହଜିଯିବା ଘଟଣାକୁ ନେଇ ବୁଧବାର ଦିନ ହାଇକୋର୍ଟରେ ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇଛି। ଏହା ସହିତ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ସିବିଆଇ […]
ଓଡିଶାରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ
ଭୁବନେଶ୍ୱର: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅଠାୱଲେ ଆଜି ଲୋକ ସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରରେ […]
ଦଳ ବଦଳ ପାଇଁ ୨ ଜିଲ୍ଲା ପରିଷଦ ସଭ୍ୟଙ୍କ ପଦ ରଦ୍ଦ
ଭୁବନେଶ୍ୱର: ଦଳ ବଦଳ ଅଭିଯୋଗରେ ନୀଳଗିରିର ୨ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ସଭ୍ୟପଦ ରଦ୍ଦ ହୋଇଛି। ରାଜ୍ୟ ନିର୍ବାଚନ କମିଶନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସଭ୍ୟପଦ ହରାଇଥିବା ଦୁଇ ଜଣ ହେଲେ […]
