ନୂଆଦିଲ୍ଲୀ: ନୂତନ ଶିକ୍ଷାବର୍ଷରେ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଶିକ୍ଷାଦାନ ପଦ୍ଧତିକୁ ଅଧିକ ସରଳ ଓ ଆଧୁନିକ କରିବା ପାଇଁ ବଡ଼ ପଦକ୍ଷେପ ନେଇଛି NCERT । ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସଂଶୋଧିତ […]
Category: ଦେଶ
ଏସିଆନ ଗେମ୍ସରେ ଭାରତୀୟ ମହିଳା କ୍ରିକେଟ ଟିମ ପୁଣି ଚାମ୍ପିୟନ,ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ନୂଆଦିଲ୍ଲୀ: ଜାପାନରେ ଚାଲିଥିବା ଏସିଆନ ଗେମ୍ସରେ ଆଜି ଭାରତୀୟ ମହିଳା କ୍ରିକେଟ ଟିମ୍ ଦେଶ ପାଇଁ ଜିତିଛି ସ୍ୱର୍ଣ୍ଣ ପଦକ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୧୬ ରନ କରିଥିଲା। […]
ଏସିଆନ୍ ଗେମ୍ସ ୨୦୨୬ରେ ଭାରତର ସୁଚିକା ତରିୟାଲ୍ ଙ୍କୁ ମିଳିଲା ପ୍ରଥମ ବ୍ରୋଞ୍ଜ
ନୂଆଦିଲ୍ଲୀ: ୨୦୨୬ ଏସିଆନ୍ ଗେମ୍ସରେ ଭାରତର ସୁଚିକା ତରିୟାଲ୍ ମିକ୍ସଡ୍ ମାର୍ଶଲ୍ ଆର୍ଟସ (ଏମଏମଏ) ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ […]
ଆଇଆଇଟି ବମ୍ବେ ଛାତ୍ର ଜୀବନ ହାରିବା ଘଟଣାରେ ପ୍ରଫେସର ନିଲମ୍ବିତ
ମୁମ୍ବାଇ: ବମ୍ବେ ଆଇଆଇଟି କ୍ୟାମ୍ପସରେ ଜଣେ ଛାତ୍ର ନିଜ ଜୀବନ ହାରିବା ମାମଲାରେ ପୋଲିସ ଜଣେ ପ୍ରଫେସରଙ୍କୁ ଅଭିଯୁକ୍ତ ଦର୍ଶାଇଛି । ମୁମ୍ବାଇ ସିଟି ପୋଲିସ ଏହି ଘଟଣାର ତଦନ୍ତ ଭାର କ୍ରାଇମ ବ୍ରାଞ୍ଚକୁ […]
କେନ୍ଦ୍ରମନ୍ତ୍ରୀ ଏସ୍ ଜୟଶଙ୍କର, ପୂର୍ବତନ ସେନା ମୁଖ୍ୟଙ୍କ ସମେତ ଅନେକ ଭିଭିଆଇପିଙ୍କୁ ଏସ୍ଆଇଆର ନୋଟିସ୍
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚାଲିଥିବା ସ୍ପେଶାଲ ଇଂନ୍ଟେନସିଭ୍ ରିଭିଜନ(ଏସଆଇଆର) ଅଧୀନରେ ଅନେକ ଭିଭିଆଇପିଙ୍କୁ ଏସ୍ଆଇଆର ନୋଟିସ ମିଳିଛି l ଏସଆଇଆର ନୋଟିସ ପାଇଥିବା ପ୍ରମୁଖ ବ୍ୟକ୍ତିଙ୍କ ତାଲିକାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଏସ୍ ଜୟଶଙ୍କର ଓ […]
ରେଲିଂ ଭାଙ୍ଗି ପୋଲ ତଳକୁ ଖସିପଡିଲା BMW, ୩ ମୃତ
ମୁମ୍ବାଇ: ମୁମ୍ବାଇ କୋଷ୍ଟାଲ ରୋଡରେ ଭୟାବହ ଦୁର୍ଘଟଣା ଘଟିଛି । ବ୍ରିଜରୁ ଖସିଲା ଦ୍ରୁତଗାମୀ BMW । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସମ୍ପୂର୍ଣ୍ଣ ଘଟଣା […]
ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ ଏସିଆନ ଗେମ୍ସରେ ଶତକ ହାସଲ କଲେ ଭାରତର ଶେଫାଳୀ ବର୍ମା
ନୂଆଦିଲ୍ଲୀ:ଏସିଆନ ଗେମ୍ସ ୨୦୨୬ରେ ଇତିହାସ ସୃଷ୍ଟିକଲେ ଭାରତୀୟ ମହିଳା କ୍ରିକେଟ ଟିମର ଓପନର ଶେଫାଳୀ ବର୍ମା। ସେ ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ ଏସିଆନ ଗେମ୍ସରେ ହାସଲ କରିଛନ୍ତି ଶତକ।ଆଜି ବାଂଲାଦେଶ ବିପକ୍ଷ […]
DUSU ନିର୍ବାଚନ ଫଳାଫଳ ଘୋଷଣା : ୪ଟି ପଦବୀରୁ ୩ଟିରେ ବିଜୟୀ ହେଲା ABVP
ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏହି ନିର୍ବାଚନରେ ସଫଳତା ସହ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ନିଜର ଦବ୍ଦବା ବଜାୟ ରଖିଛି। ଚାରୋଟି ପଦବୀ […]
ବାଂଲାଦେଶୀ ନାଗରିକ ନକଲି ଭାରତୀୟ ପରିଚୟପତ୍ର ଦେଖାଇ ନିଯୁକ୍ତି
ବାଂଲାଦେଶ: ଜଣେ ବାଂଲାଦେଶୀ ନାଗରିକ ଭାରତକୁ ଲୁଚି ପଳାଇ ଆସି ଏଠାରେ ନକଲି ଭାରତୀୟ ପରିଚୟପତ୍ର ହାସଲ କରିଥିଲା। ଏହି ନକଲି ପରିଚୟପତ୍ର ଦେଖାଇ ସେ କେରଳରେ ଥିବା ଅତ୍ୟନ୍ତ ସମ୍ବେଦନଶୀଳ ଇଜହିମାଲା ନୌସେନା […]
ମଧ୍ୟପ୍ରଦେଶରେ ନାଳର ପ୍ରଖର ସ୍ରୋତରେ କାର୍ ଭାସିଯିବାରୁ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ, ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାର୍ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିଲା । ଫଳରେ ପ୍ରାୟ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କ […]
