ବେଆଇନ୍ ବେଟିଂ ଆପ୍ ମାମଲାରେ ଇଡିର ବଡ଼ ଆକ୍ସନ

ନୂଆଦିଲ୍ଲୀ : ବେଆଇନ ବେଟିଂ ଆପ ମାମଲାରେ ଇଡି ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ଅଢ଼େଇ କୋଟି, ଉଥାପ୍ପାଙ୍କ ୮.୨୬ ଲକ୍ଷର ସମ୍ପତ୍ତି, ବଲିଉଡ ସେଲିବେଟ୍ରି ଉର୍ବଶୀ ରୌତେଲାଙ୍କ ୨ କୋଟି ଏବଂ ସୋନୁ ସୁଦ୍‌ଙ୍କ କୋଟିଏ ଟଙ୍କାର ସମ୍ପତ୍ତି ଜବତ କରିଛି l ଏହା ପୂର୍ବରୁ ଇଡି ଶିଖର ଧାୱନଙ୍କର ୪.୫୫ କୋଟି ଏବଂ ସୁରେଶ ରାଇନାଙ୍କର ୬.୬୪ କୋଟି ମୂଲ୍ୟର ସମ୍ପତ୍ତି ଜବତ କରିଥିଲା। ଏପର୍ଯ୍ୟନ୍ତ, 1x ବେଟିଂ ମାମଲାରେ ଇଡି ୧୯.୦୭ କୋଟି ମୂଲ୍ୟର ସମ୍ପତ୍ତି ଜବତ କରିଛି l

Leave a Reply

Your email address will not be published. Required fields are marked *