ଅଯୋଧ୍ୟା: ଆଜି ଉତ୍ତରପ୍ରଦେଶର ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିରର ଶୀର୍ଷରେ ଧର୍ମର ପତାକା ଉତ୍ତୋଳନ କରିଛନ୍ତି। ଏହା ସହିତ ଆଜି ଐତିହାସିକ ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ଏହି […]
Author: Sanket News
ବ୍ରାଉନ ସୁଗାର ସହ ବନ୍ଧୁକ ଜବତ, ୩ ଗିରଫ
ଅନୁଗୁଳ: ଅନୁଗୁଳ ଟାଉନ ପୋଲିସକୁ ବଡ଼ ସଫଳତା ମିଳିଛି। ଆଜି ସକାଳୁ ମଦ୍ୟପାନ ବେଳେ ରେଡ୍ କରିଥିଲା ପୋଲିସ। ଏହି ରେଡ ବେଳେ ବ୍ରାଉନ ସୁଗାର ଧରାପଡିଛି । ଏହା ସହ ବନ୍ଧୁକ ମଧ୍ୟ […]
ବିଜେଡି ଛାଡିଲେ ଦେବାଶିଷ ସାମନ୍ତରାୟ ବିଜେଡିକୁ ଝଟକା
ଭୁବନେଶ୍ୱର: ସିନିୟର ସିଟିଜେନ୍ ସେଲର ସଭାପତି ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରକୁ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ଏହି ଇସ୍ତଫା […]
ରାଜଧାନୀ ର ପ୍ରମୁଖ ରାସ୍ତା ଗୁଡିକରେ ପାର୍କିଂ ଉପରେ ଲାଗିଲା କଟକଣା
ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ରାସ୍ତାରେ ଗଡ଼ିଉଠିଥିବା ବ୍ୟବସାୟ କେଦ୍ର , ଶିକ୍ଷାନୁଷ୍ଠାନ, ହସ୍ପିଟାଲ ସମ୍ମୁଖ ରେ ଥିବା ରାସ୍ତାରେ ଲୋକମାନେ ବେଆଇନ ଭାବରେ ଗାଡ଼ି ଗୁଡ଼ିକ ପାର୍କିଂ କରୁଛନ୍ତି । ଏହାଦ୍ଵାରା ସହରରେ ପ୍ରତ୍ୟେକ […]
କେନ୍ଦ୍ର ସରକାର ଏବଂ ଇସିଆଇକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର ଏବଂ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କୁ ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ବେନାମୀ ଚାନ୍ଦା ବିରୋଧରେ ଦାଏର ପିଟିଶନ ଉପରେ ନୋଟିସ ଜାରି କରି ଜବାବ ମାଗିଛନ୍ତି। ରାଜନୈତିକ […]
ଧର୍ମେନ୍ଦ୍ରଙ୍କ ବିୟୋଗରେ ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ …
ମୁମ୍ବାଇ: ଧର୍ମେନ୍ଦ୍ରଙ୍କ ବିୟୋଗରେ ସାରା ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ଅଭିନେତା ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ଧର୍ମେନ୍ଦ୍ର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କିଛି ଦିନ ପୂର୍ବରୁ […]
ପୋଲିସ ହାତରେ ଧରା ପଡିଲା ନକଲି ପୋଲିସ …
ବ୍ରହ୍ମପୁର: ବ୍ରହ୍ମପୁର ନିକଟ ନାରାୟଣପୁର ଗ୍ରାମର କେଦାରନାଥ ସ୍ବାଇଁ ଓରଫ ମନୋଜ(୩୭) ଯିଏ କି ପୋଲିସ ପୋଷାକ ପିନ୍ଧି ରାସ୍ତାରେ ଗାଡ଼ିମୋଟର ଅଟକାଇ ଟଙ୍କା ଆଦାୟ କରୁଥିବା ଜଣେ ନକଲି ପୋଲିସ କନଷ୍ଟେବଳକୁ ସଦର […]
ନୌସେନାରେ ସାମିଲ ହେବ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ନିର୍ମିତ ‘ମାହେ’
ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା ପ୍ରସ୍ତୁତିରେ ୮୦ ପ୍ରତିଶତ ସ୍ୱଦେଶୀ ସାମଗ୍ରୀରେ ନିର୍ମିତ ଏକ ବୁଡ଼ାଜାହାଜ-ପ୍ରତିରକ୍ଷା ଯୁଦ୍ଧଜାହାଜ ‘ମାହେ’ ଆଜି ନୌସେନାରେ ସାମିଲ ହେବ। ଏହା ନୌସେନାରେ ସାମିଲ ହେବାକୁ ଥିବା ‘ମାହେ’ ଶ୍ରେଣୀର ପ୍ରଥମ […]
ରାଜଧାନୀ ରାଜରାସ୍ତାରେ ଅଙ୍ଗନବାଡ଼ି ଦିଦିଙ୍କ ବିକ୍ଷୋଭ
ଭୁବନେଶ୍ୱର: ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାକର୍ସ ଆସୋସିଏସନ୍ ବିଧାନସଭା ଘେରାଉ ଡାକରା ଦେଇଛି । ଦରମା ବୃଦ୍ଧି, ମୋବାଇଲ ଦେବା ଭଳି ବିଭିନ୍ନ ଦାବି ନେଇ ବିଧାନସଭା ଘେରାଉ କରିବାକୁ ଶୋଭାଯାତ୍ରା ଆରମ୍ଭ […]
ଓଡ଼ିଶାର SEBC ତାଲିକାରେ ଥିବା ୧୪ଟି ଜାତିକୁ OBC କରାଯାଉ:ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଓଡ଼ିଶାର ୧୪ଟି ସମ୍ପ୍ରଦାୟ ଯେଉଁଥିରେ ପ୍ରମୁଖ ଖଣ୍ଡାୟତ ଜାତି ଅନ୍ତର୍ଭୁକ୍ତ ରହିଅଛି ସେମାନଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଜାତୀୟ ପଛୁଆ ବର୍ଗ କମିଶନ (NCBC) ଅଧ୍ୟକ୍ଷ […]
