ନୂଆଦିଲ୍ଲୀ: ମେସେଜିଂ ଆପ୍ ହ୍ୱାଟ୍ସଆପ୍ରେ ଏକ ବଡ଼ ତ୍ରୁଟି ଯୋଗୁଁ ବିଶ୍ୱର ପ୍ରାୟ ସମସ୍ତ ଫୋନ୍ ଉପଭୋକ୍ତାଙ୍କ ଫୋନ୍ ନମ୍ବର ଏବଂ ଅନେକଙ୍କର ପ୍ରୋଫାଇଲ୍ ଫଟୋ ଲିକ୍ ହୋଇଯାଇଥିବା ଜଣାପଡ଼ିଛି। ଭିଏନା ବିଶ୍ୱବିଦ୍ୟାଳୟର ଗବେଷକମାନେ […]
Author: Sanket News
ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅବକାରୀ ଅଧିକ୍ଷକ-ଏଏସ୍ଆଇ
କେନ୍ଦୁଝର: ଲାଞ୍ଚ ନେବା ହେଲା କାଳ, ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଜଣେ ଲାଇସେନ୍ସ ପ୍ରାପ୍ତ ବିଦେଶୀ ଠିପି ବନ୍ଦ ମଦ ଦୋକାନୀଙ୍କ ବ୍ୟବସାୟକୁ ସୁଗମ କରିବା ପାଇଁ ଲାଞ୍ଚ ନେଉଥିବା […]
ଆତଙ୍କବାଦୀକୁ ମାରି ମୁହଁ ଫଟାଇ ଦେଲେ ଅନ୍ୟ କଏଦୀ
ସୁରଟ:ସାବରମତୀ ଜେଲରେ ବନ୍ଦୀ ଥିବା ସୟଦ ଅହମ୍ମଦ ମୋହିଉଦ୍ଦୀନ ଅବ୍ଦୁଲ କାଦର ଜିଲାନୀ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଜେଲରେ ଅନ୍ୟ ତିନି ଜଣ ଅନ୍ତେବାସୀ ତାକୁ ଆକ୍ରମଣ କରିଥିବା ସୂଚନା ମିଳିଛି […]
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୧୨ ଦେଶର ୪୦ ପ୍ରତିନିଧି
ଭୁବନେଶ୍ୱର: ଲୋକସେବା ଭବନରେ ନୂଆଦିଲ୍ଲୀ ସ୍ଥିତ ସଂସଦ ସଚିବାଳୟର ଗଣତନ୍ତ୍ର ପାଇଁ ସଂସଦୀୟ ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନ ବା ପ୍ରାଇଡ୍ ପକ୍ଷରୁ ୩୭ତମ ସଂସଦୀୟ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି […]
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସଂପ୍ରସାରଣ ହେବ: ଇସ୍ପାତ ମନ୍ତ୍ରୀ
ରାଉରକେଲା: ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସିଥିବା କେନ୍ଦ୍ର ଇସ୍ପାତ ଓ ଭାରୀ ଉଦ୍ୟୋଗ ମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀ ସୂଚନା ଦେଇଛନ୍ତି ଯେ ଆଗାମୀ ୩ରୁ ୪ ବର୍ଷରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସଂପ୍ରସାରଣ […]
ଚିପ୍ସ ପ୍ୟାକେଟରେ ଥିବା ଖେଳନା ନେଲା ଶିଶୁର ଜୀବନ…
ଦାରିଙ୍ଗବାଡ଼ି: ଚିପ୍ସ ପ୍ୟାକେଟରେ ଥିବା ଖେଳନା ଗିଳି ଚାଲିଗଲା ୪ ବର୍ଷ ଶିଶୁର ଜୀବନ। ବ୍ରାହ୍ମଣୀଗାଁ ଥାନା ମୁସୁମାହାପଡ଼ାରେ ଅଭାବନୀୟ ଘଟଣା । ମୃତ ଶିଶୁ ହେଲେ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା […]
ମୋଷ୍ଟୱାଣ୍ଟେଡ ଅନମୋଲ ବିଷ୍ଣୋଇକୁ ଆମେରିକା ପକ୍ଷରୁ ଭାରତକୁ ହସ୍ତାନ୍ତର
ନୂଆଦିଲ୍ଲୀ : ଭାରତକୁ ମିଳିଛି ଏକ ବଡ଼ ସଫଳତା। ଏକାଧିକ ହାଇପ୍ରୋଫାଇଲ ମାମଲାର ମୋଷ୍ଟୱାଣ୍ଟେଡ ଅନମୋଲ ବିଷ୍ଣୋଇକୁ ଆମେରିକା ପକ୍ଷରୁ ଭାରତକୁ ହସ୍ତାନ୍ତର କରାଯାଇଛି। ଅନମୋଲ ହେଉଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ। […]
ଅଲ୍-ଫଲାହ ୟୁନିଭର୍ସିଟିରେ ଇଡିର ରେଡ୍:ପ୍ରତିଷ୍ଠାତା ଗିରଫ
ନୂଆଦିଲ୍ଲୀ: ନଭେମ୍ବର ୧୦ରେ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ନିକଟରେ ହୋଇଥିବା ବିସ୍ଫୋରଣର ତଦନ୍ତ ଯେତିକି ଆଗକୁ ବଢ଼ୁଛି ସେତିକି ନୂଆ କଥା ସାମ୍ନାକୁ ଆସୁଛି । ବିସ୍ପୋରଣ ଯୋଜନା ପ୍ରାୟ ୩ ବର୍ଷ […]
ରାଜ୍ୟରୁ ବିଦା ହେବେ ବାଂଲାଦେଶୀ; ଆଇନ ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାହାର କରିବା ପାଇଁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସେମାନଙ୍କ ବିରୁଦ୍ଧରେ […]
ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ: ଧାରଣାରେ ବସିଲେ ବସ୍ତିବାସିନ୍ଦା
ଭୁବନେଶ୍ୱର: ଆଜି ଭୋରୁ ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବରେ ସାଲିଆ ସାହିରେ ଉଚ୍ଛେଦ ଆରମ୍ଭ ହୋଇଛି । ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ […]
