ବରିଷ୍ଠ ନାଗରିକଙ୍କ ପାଇଁ ପ୍ରଥମ ତୀର୍ଥଯାତ୍ରୀ ଟ୍ରେନ୍‌ ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ସ୍ୱତନ୍ତ୍ର ତୀର୍ଥଯାତ୍ରୀ ଟ୍ରେନ୍ ଶୁଭାରମ୍ଭ ହୋଇଛି। ନୂତନ ଭୁବନେଶ୍ୱର ରେଳ ଷ୍ଟେସନରୁ ବାରାଣସୀ ଏବଂ ଅଯୋଧ୍ୟା ଅଭିମୁଖେ […]

ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ CBI

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ଆଜି କୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ଏହି ମାମଲାରେ FIR ରୁଜୁ କରି ଗଭୀର ଭାବେ ତଦନ୍ତ କରିବାକୁ ନିର୍ଦ୍ଦେଶ […]

ଓଡ଼ିଶା ଡିଜିପି ନିଯୁକ୍ତି ମାମଲାର ଶୁଣାଣି ସେପ୍ଟେମ୍ବର ୭କୁ ଘୁଞ୍ଚିଲା

ଭୁବନେଶ୍ୱର: ଭାରତର ସୁପ୍ରିମକୋର୍ଟ ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ମାମଲାର ଶୁଣାଣିକୁ ଆସନ୍ତା ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ପୂର୍ବରୁ ଏହି ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ […]

ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନ୍‌ରୁ ମହିଳା ଓ ୯ ମାସର ଶିଶୁ ନିଖୋଜ

ଭୁବନେଶ୍ୱର: ବେଙ୍ଗାଲୁରୁରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଟ୍ରେନ୍ ରୁ ଜଣେ ମହିଳା ଏବଂ ତାଙ୍କର ୯ ମାସର ଶିଶୁପୁତ୍ର ନିଖୋଜ ଅଛନ୍ତି। ନିଖୋଜ ମହିଳା ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ରଙ୍କେଇ ଗ୍ରାମର ପ୍ରକାଶ […]

PUCC ନିୟମ ଉଲ୍ଲଂଘନରେ ଜରିମାନା ହ୍ରାସ

ଭୁବନେଶ୍ୱର: ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ଼ ଘୋଷଣା । ପ୍ରଦୂଷଣ ଅଣ୍ଡର କଣ୍ଟ୍ରୋଲ୍ ସାର୍ଟିଫିକେଟ୍ (PUCC) ନିୟମ ଉଲ୍ଲଂଘନ ଉପରେ ଓଡ଼ିଶା ସରକାର ଜରିମାନା ହ୍ରାସ କରିଛନ୍ତି। ୧୦ […]

ଜେଲରୁ ବାହାରିଲେ ବିକ୍ରମ ପଣ୍ଡା:ଶୋଭାଯାତ୍ରାରେ ପାଛୋଟି ନେଲେ ବିଜେଡି କର୍ମୀ

ବ୍ରହ୍ମପୁର: ଓଡ଼ିଶା ଉଚ୍ଚ ନ୍ୟାୟାଳୟରୁ ମିଳିଥିବା ଜାମିନ ବଳରେ ଜେଲରୁ ବାହାରିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡିର ସଭାପତି ବିକ୍ରମ କୁମାର ପଣ୍ଡା । ବିକ୍ରମଙ୍କୁ ପାଛୋଟି ନେବା ପାଇଁ […]

ସରକାରୀ ଯୋଜନାର ତଦାରଖ ପାଇଁ ଜିଲ୍ଲା ଗସ୍ତରେ ଯିବେ ସଚିବ: ୩୦ ଜିଲ୍ଲା ପାଇଁ ୩୦ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଓ କେନ୍ଦ୍ର ପ୍ରାୟୋଜିତ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ଏବଂ ତୃଣମୂଳ ସ୍ତରରେ ଏହାର ବାସ୍ତବ ସ୍ଥିତି ଯାଞ୍ଚ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ […]

କଲେଜ ଛାତ୍ରୀଙ୍କ ସୁରକ୍ଷା ଓ ସଶକ୍ତୀକରଣ ପାଇଁ ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ‘ଶକ୍ତି ଅପା’

ଭୁବନେଶ୍ୱର: କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରୀମାନଙ୍କୁ ସୁରକ୍ଷିତ ପରିବେଶ ଯୋଗାଇବା ସହ ସେମାନଙ୍କୁ ଆତ୍ମବିଶ୍ୱାସୀ ଓ ସଶକ୍ତ କରିବା ଲାଗି ରାଜ୍ୟ ସରକାର ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି। କଲେଜ ପରିସରରେ […]

କଟକର ବେହାଲ ସଡ଼କକୁ ନେଇ ହାଇକୋର୍ଟ କ୍ଷୁବ୍ଧ

କଟକ: କଟକ ସହରର ବେହାଲ ରାସ୍ତାକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ । “ରାସ୍ତା କେବଳ ପିଚୁ ଓ ପଥର ନୁହେଁ, ଏହା ସମ୍ବିଧାନର ଅନୁଚ୍ଛେଦ ୧୯(୧)(d) ଓ ୨୧ ଅନୁଯାୟୀ ନାଗରିକଙ୍କ […]

ମମତା ବାନାର୍ଜୀଙ୍କ ଝିଆରୀଙ୍କ ରହସ୍ୟମୟ ମୃତ୍ୟୁ

କୋଲକାତା: ବୀରଭୂମିର ରାମପୁରହାଟର କୁସୁମ୍ବା ଗାଁରେ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଛି । ମୃତକଙ୍କ ନାମ ବ୍ରିଷ୍ଟି ମୁଖାର୍ଜୀ । ସେ ମମତା ବାନାର୍ଜୀଙ୍କ ସମ୍ପର୍କୀୟ ଭାଇ ନିହାରରଞ୍ଜନ ମୁଖାର୍ଜୀଙ୍କ ଝିଅ […]