ନାବାଳିକାକୁ ଦୁଷ୍କର୍ମ କରି ଘର ମାଲିକ ଗିରଫ, ରାଜଧାନୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥମୁ ନାହିଁ ଦୁଷ୍କର୍ମ । ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ବାପା […]

ରାଜଧାନୀର ସତ୍ୟବିହାର ସ୍ଥିତ ନୋ ଲିମିଟ୍ ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟବିହାର ସ୍ଥିତ ନୋ ଲିମିଟ୍ ବାର୍‌ରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ହୋଟେଲ୍ ପାରାଡାଇଜ୍ ରେ ଅଗ୍ନିକାଣ୍ଡ ଘଟିବା ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ […]

ଜବରଦଖଲକାରୀଙ୍କୁ ଜମି ଫେରାଇବା ପାଇଁ ରାଜସ୍ବ ମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ଜମି ଜବରଦଖଲ ସମସ୍ୟା । ଏହା ଉପରେ ରୋକ ଲଗାଇବା ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟର ସମସ୍ତ ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ଏକ […]

ନବରଙ୍ଗପୁର ଜିଲ୍ଲା ର ୩୫ ଜଣଙ୍କୁ ମିଳିଲା ସିଏଏ ଆଧାରରେ ନାଗରିକତା

ଭୁବନେଶ୍ୱର: ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ମାଧ୍ୟମରେ ନାଗରିକତା ସଂଶୋଧନ ଆଇନ ୨୦୧୯ ଅଧୀନରେ ଯୋଗ୍ୟ ଆବେଦନକାରୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୪ ମାର୍ଚ୍ଚ ୧୧ ରେ ବିଜ୍ଞାପିତ […]

ଔଷଧ ଦୋକାନରୁ ମିଳିଲା ମଦ

ଭଦ୍ରକ: ଭଦ୍ରକ ସହରରେ ଏକ ଔଷଧ ଦୋକାନରୁ ମଦ ଜବତ କରାଯାଇଛି । ଔଷଧ ବଦଳରେ ଚାଲିଥିଲା ମଦ ବେପାର ।ସୂଚନା ମୁତାବକ, ଆଜି ଭଦ୍ରକ ସହରରେ ବାଇପାସ୍ ରୋଡରେ ଥିବା ଶ୍ରୀଗଣେଶ ନାମକ […]

ରାସ୍ତା କଡ଼ରୁ ମିଳିଲା ପୁଳା ପୁଳା ସରକାରୀ ଔଷଧ

ବାଲେଶ୍ୱର: ବାଲେଶ୍ଵର ରେମୁଣା ବ୍ଲକ ଶ୍ରୀଜଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି ଦୂରରେ ତୁଣ୍ଡରା ରାସ୍ତାକଡ଼ରୁ ମିଳିଥିଲା ପୁଳା ପୁଳା ସରକାରୀ ମେଡିସିନ୍ । ରାସ୍ତାପାଖ ଅଳିଆ ଗଦାରେ ଅବଧି ସରିନଥିବା ଔଷଧ ପଡିଥିବା […]

ଅନୁଗୁଳ ସହରରେ ଗୁଳିକାଣ୍ଡ , ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ସହରର ଶିକ୍ଷକପଡା ନିକଟ ଇକୋ ପାର୍କ ସାମ୍ନାରେ ଗୁଳିମାଡ ହୋଇଛି। ଏହି ଗୁଳିକାଣ୍ଡ ବିଳମ୍ବିତ ରାତିରେ ଘଟିଛି। ଗୁଳିମାଡରେ ଜଣେ ଗୁରୁତର ହୋଇଛନ୍ତି। ଫାୟାରିଂରେ ଆହତ ବ୍ୟକ୍ତିଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ […]

୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ୨୦୨୫ ଉଦଘାଟିତ

ଭୁବନେଶ୍ୱର: ବୁଧୁବାର ଦିନ ଇଡ଼କୋ ପ୍ରଦର୍ଶନୀ ପଡିଆ ଠାରେ ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ୨୦୨୫ ଉଦଘାଟିତ ହୋଇଯାଇଛି.। ଉଦ୍ଘାଟନୀ ସମାରୋହରେ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ […]

ବିଡିଏ ଦ୍ୱାରା ପରିଚାଳିତ ସବୁ ପାର୍କ ଶନିବାର, ରବିବାର ଦିନସାରା ଖୋଲା ରହିବ

ଭୁବନେଶ୍ୱର: ପ୍ରାତଃଭ୍ରମଣକାରୀ, ଫିଟନେସ୍ ପ୍ରେମୀ ଏବଂ ପରିଦର୍ଶକଙ୍କ ବାରମ୍ବାର ଅନୁରୋଧକୁ ଦୃଷ୍ଟିରେ ରଖି, ବିଡିଏ ନିଷ୍ପତ୍ତି ନେଇଛି ଯେ, ସପ୍ତାହାନ୍ତରେ (ଶନିବାର ଓ ରବିବାର) ସବୁ ପାର୍କ ଦିନସାରା ଖୋଲା ରହିବ। ଏହି ନୂଆ […]

ଭକ୍ତ ଦାସଙ୍କୁ ଚ୍ୟାଲେଞ୍ଜ କଲେ ମୋକିମ୍‌, ଲେଖିଲେ ସୋନିଆଙ୍କୁ ଚିଠି

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ନେତୃତ୍ଵକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ମହମ୍ମଦ ମୋକିମ୍ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ଵ ଉପରେ ପ୍ରଶ୍ନ ଉଠାଇ ମୋକିମ୍ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଚିଠି […]