କଟକ: ପଲିଥିନ୍ ମୁକ୍ତ ହେବ କଟକର ଐତିହାସିକ ବାଲିଯାତ୍ରା। ପରିବେଶ ସୁରକ୍ଷା ସହ ଏହି ମହୋତ୍ସବକୁ ଅନ୍ତର୍ଜାତୀୟ ସ୍ତରରେ ଆକର୍ଷଣୀୟ କରିବାକୁ ଚାଲିଛି ବଡ଼ ପ୍ରସ୍ତୁତି। ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ […]
Author: Mysanket News
ସଂସଦରେ SIR ସହିତ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ମୋଦି ସରକାର:ଅମିତ ଶାହ
ଛତିଶଗଡ଼: ରାୟପୁର ଅଟଳ ନଗରସ୍ଥିତ କାୟାବାନ୍ଧାରେ ‘ବିକଶିତ ଭାରତ ସଂକଳ୍ପ ପାର୍କ ପୀପଲ ୱାନ୍’ର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଅମିତ ଶାହ କହିଛନ୍ତି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମେତ ପ୍ରତ୍ୟେକ […]
ରିଲାଏନ୍ସ ଗ୍ରୁପ୍ ଉପରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ:୫୧୦ କୋଟିର ସମ୍ପତ୍ତି ଜବତ
ନୂଆଦିଲ୍ଲୀ: ବ୍ୟାଙ୍କ ଠକେଇ ଓ ଅର୍ଥ ହେରଫେର ମାମଲାର ତଦନ୍ତ ମଧ୍ୟରେ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ ର ପ୍ରାୟ ୫୧୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଅସ୍ଥାୟୀ ଭାବେ ଜବତ କରିଛି ଇଡି। […]
ବଲିଉଡ ଅଭିନେତା ତୁଷାର କପୁରଙ୍କୁ ୫କୋଟି ଦାବି କରି ଧମକ୍
ମୁମ୍ବାଇ: ସୁପରଷ୍ଟାର ଜିତେନ୍ଦ୍ରଙ୍କ ସୁପୁତ୍ର ତୁଷାର କପୁରଙ୍କୁ ମିଳିଛି ଧମକ୍ପୂର୍ଣ୍ଣ ଅଡିଓ । ଗ୍ୟାଙ୍ଗଷ୍ଟର ହରି ବକ୍ସର ନାମରେ ତୁଷାର କପୁରଙ୍କୁ ୫କୋଟି ଟଙ୍କା ଦାବି କରି ଧମକ୍ ଦିଆଯାଇଥିବା ନିକଟସ୍ଥ ଥାନାରେ ଜଣାଇଛନ୍ତି […]
ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ବୟାନ; କୋଟିଆ ପାଇଁ ସବୁ ଦଳ ଏକାଠି
ଭୁବନେଶ୍ୱର: କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ବିବାଦ ଚାଲିଥିବାବେଳେ ଏବେ ଏହାର ସୁରକ୍ଷା ପାଇଁ ଏକାଠି ହେବେ ସବୁ ଦଳର ନେତା। ନିର୍ବାଚନ ଦିନ କୋଟିଆରେ ଉପସ୍ଥିତ ରହି ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ବିରୋଧ […]
ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଲାଗୁ ହେଲା ଗ୍ରାପ୍-୨ କଟକଣା
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା କମାଇବା ପାଇଁ କମିସନ ଫର ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍) ପକ୍ଷରୁ ଦିଲ୍ଲୀ ଓ ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ ୨ କଟକଣା ଲାଗୁ […]
PMAY ଯୋଜନାରେ ଅନିୟମିତତା ଅଭିଯୋଗ, ନିଲମ୍ବିତ ହେଲେ ADEO
ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ହିତାଧିକାରୀଙ୍କୁ ଘର ନିର୍ମାଣର ପରବର୍ତ୍ତୀ କିସ୍ତି ଟଙ୍କା ଦେବା ପାଇଁ ପୁରୁଣା ଘରର ଫଟୋକୁ ଏଡିଟ୍ କରି ଅପଲୋଡ୍ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଖଟଖଟିଆ ଗ୍ରାମ ପଞ୍ଚାୟତର […]
ଉତ୍କଳ ବିଶ୍ୱବିଦ୍ୟାଳୟରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ଆତଙ୍କ: ସ୍ଥଗିତ ରହିଲା ମିଡ୍ ସେମିଷ୍ଟର
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର ପରିସରରେ ଥିବା ଦୁଇଟି ମହିଳା ହଷ୍ଟେଲରେ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା କାରଣରୁ ମିଡ୍ ସେମିଷ୍ଟର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ବିଶ୍ୱବିଦ୍ୟାଳୟର ୬ ଓ ୭ […]
ବାରିପଦାରେ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୩ ଗିରଫ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ଥାନା ପୋଲିସ ଲକ୍ଷ୍ମୀପୋଷିସ୍ଥିତ କେବି ବିଦ୍ୟାଳୟ ନିକଟ ସୁବର୍ଣ୍ଣରେଖା କେନାଲ ରାସ୍ତାରେ ବେଆଇନ ଗଞ୍ଜେଇ ଚାଲାଣ କାର ଉପରେ ଚଢ଼ାଉ କରି ୩ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ […]
ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କଲା ବାତ୍ୟା ‘ମୁରାସୁ:ଓଡ଼ିଶା ଉପରେ ପଡି଼ବନି ବିଶେଷ ପ୍ରଭାବ
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି ଭୀଷଣ ସାମୁଦ୍ରିକ ଝଡ଼ ‘ମୁରାସୁ’ । ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ନେଲ୍ଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଓଙ୍ଗୋଲ ନିକଟରେ ସ୍ଥଳଭାଗ ଛୁଇଁଛି ବାତ୍ୟା । […]
