ଭୁବନେଶ୍ଵର: ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ସଦସ୍ୟମାନେ ନାରାବାଜି କରିଥିଲେ। ଯାହାକୁ ନେଇ ବାଚସ୍ପତି ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ପରେ ଗୃହକାର୍ଯ୍ୟ […]
Month: March 2026
ବଦଳିଲେ SCB ର ଡିନ୍ ଓ ଅଧ୍ୟକ୍ଷା
କଟକ:ବଦଳିଲେ SCB ମେଡିକାଲ କଲେଜ ଡିନ ଓ ମେଡିକାଲ୍ ଅଧୀକ୍ଷକ। ପ୍ରତିଭା ପଣ୍ଡା ଏସସିବିର ଡିନ୍ ଏବଂ ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରତିଭା ପଣ୍ଡା ବର୍ତ୍ତମାନ ବାରିପଦା ପିଆରଏମ ମେଡିକାଲ୍ କଲେଜ୍ ଡିନ, […]
ନିଲମ୍ବିତ ୬ ବିଧାୟକଙ୍କ ସଭ୍ୟପଦ ରଦ୍ଧ ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବ ବିଜେଡି
ଭୁବନେଶ୍ବର: ନିଲମ୍ବିତ ୬ ବିଧାୟକଙ୍କ ସଭ୍ୟପଦ ରଦ୍ଧ ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବ ବିଜେଡି। ପ୍ରଥମେ ସଭ୍ୟପଦ ରଦ୍ଧ ପାଇଁ ବାଚସ୍ପତିଙ୍କ ଅବଗତ କରିବ ବିଜେଡ଼ି। ଆସନ୍ତା ୨ ଦିନ ମଧ୍ୟରେ ଏ ନେଇ […]
ହର୍ମୁଜ୍ ପ୍ରଣାଳୀ ଅବରୋଧ ସମାପ୍ତ କରିବାକୁ ଇରାନ କୁ ୪୮ ଘଣ୍ଟାର ଅଲଟିମେଟମ୍ ଦେଲେ ଟ୍ରମ୍ପ
ୱାସିଂଟନ :ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ‘ଟ୍ରୁଥ୍’ରେ କହିଛନ୍ତି ଯେ ଯଦି ଇରାନ ଆସନ୍ତା ଦୁଇ ଦିନ ମଧ୍ୟରେ କୌଣସି ସର୍ତ୍ତ କିମ୍ବା ଧମକ ବିନା ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥକୁ ସମ୍ପୂର୍ଣ୍ଣ […]
ଦେବୀରଞ୍ଜନଙ୍କ ନିଲମ୍ବନକୁ ବିରୋଧ କରି; ପାଣ୍ଡିଆନଙ୍କ କୁଶ ପୁତ୍ତଳିକା ଦାହ କଲେ ସମର୍ଥକ
ଭୁବନେଶ୍ୱର: ବିଜେଡିରୁ ଛଅ ବିଧାୟକଙ୍କ ନିଲମ୍ବନ ପରେ, ବିଧାୟକଙ୍କ ସମର୍ଥକମାନେ ତୀବ୍ର ବିରୋଧ କରିଛନ୍ତି । ବାଲେଶ୍ୱର ଜିଲ୍ଲାଠୁ ନେଇ କଟକ ପର୍ଯ୍ୟନ୍ତ ଭିକେ ପାଣ୍ଡିଆନଙ୍କ ବିରୋଧରେ ବିଜେଡି କର୍ମୀ ନାରାବାଜି ଦେଇଛନ୍ତି । […]
ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ନବରାତ୍ରି
ନୂଆଦିଲ୍ଲୀ: ଚୈତ୍ର ନବରାତ୍ରି ଆରମ୍ଭ ହୋଇଥିବାବେଳେ ମାତା ବୈଷ୍ଣୋଦେବୀ ମନ୍ଦିରରେ ବିଶ୍ୱାସର ଜନସମୁଦ୍ର ଦେଖିବାକୁ ମିଳିଥିଲା। ଶନିବାର ଏବଂ ରବିବାର ଛୁଟିଦିନ ଥିବାରୁ ସନ୍ଧ୍ୟା ସୁଦ୍ଧା ୪୧,୦୦୦ ଭକ୍ତ ପଞ୍ଜୀକରଣ କରି ମନ୍ଦିରକୁ ଯାଇଥିଲେ। […]
ମୋବାଇଲ୍ ବ୍ୟବହାରରେ ଓଡିଶାର ସ୍ଥାନ ଷଷ୍ଠ
ଭୁବନେଶ୍ୱର: ବର୍ତ୍ତମାନ କୁନି ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ହାତରେ ମୋବାଇଲ ରହୁଛି । ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି ଯେ ଚଳିତବର୍ଷ ଜାନୁଆରି ମାସରେ […]
BJD ଛାଡ଼ିଲେ ଆଉ ୨ ନେତା
ଭୁବନେଶ୍ୱର: ସୁବାସିନୀ ଜେନାଙ୍କୁ ସସପେଣ୍ଡ ପରେ ଦଳ ଛାଡ଼ିଲେ ତୃଣମୂଳ ନେତା। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା, ଛାତ୍ର ସଭାପତି ସୁଶାନ୍ତ ବେହେରା ଦେଇଛନ୍ତି ଇସ୍ତଫା। ଉଭୟ ସଭାପତି ପଦ ସହ ବିଜେଡିର […]
ବିଜେଡିରୁ ୬ ବିଧାୟକ ନିଲମ୍ବିତ
ଭୁବନେଶ୍ୱର: ଶନିବାର ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ୬ ଜଣ ବିଜେଡ଼ି ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ବିଧାୟକ ଚକ୍ରମଣି କହଁର, ନବକିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁଭାଷିନୀ ଜେନା, ରମାକାନ୍ତ ଭୋଇ ଓ […]
୨୪ ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନସିପ ଉଦଯାପିତ:୫ ଟି ସ୍ବର୍ଣ୍ଣ ସହିତ ୧୭ଟି ପଦକ ପାଇଲା ଓଡିଶା
ଭୁବନେଶ୍ୱର: ଶନିବାର ଦିନ ୨୪ ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନସିପ କଳିଙ୍ଗ ଷ୍ଟାଡିଅମ ଠାରେ ଉଦଯାପିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମସ୍ତ ବିଜେତା ଆଥଲେଟ ମାନଙ୍କୁ ପୁରସ୍କୃତ କରିବା ସହିତ […]
