ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଅବସର ଗ୍ରହଣ କରିବା ପରେ କେନ୍ଦ୍ର ସରକାର ଧୀରଜ ସେଠଙ୍କୁ ଭାରତୀୟ […]
Month: June 2026
ଚମ୍ପୁଆ ବ୍ଲକର ପୂର୍ବତନ କ୍ଲର୍କ ଗଣେଶ୍ୱର ଗିରି ଦୁର୍ନୀତି ମାମଲାରେ ଦୋଷୀ, ୨ ବର୍ଷ ସଶ୍ରମ କାରାଦଣ୍ଡ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପୂର୍ବତନ ଡେଭେଲପମେଣ୍ଟ କ୍ଲର୍କ-କମ୍-ଷ୍ଟୋର ଇନ୍ଚାର୍ଜ ଗଣେଶ୍ୱର ଗିରିଙ୍କୁ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ। ଆଜି କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଗଣେଶ୍ୱର […]
ନାବାଳିକା ଦୁଷ୍କର୍ମ ମାମଲା: ଆସାରାମଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ରୋକ
ନୂଆଦିଲ୍ଲୀ: ନାବାଳିକା ଦୁଷ୍କର୍ମ ମାମଲାରେ ଜେଲ୍ ଦଣ୍ଡ ଭୋଗୁଥିବା ଆସାରାମଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ମାମଲାର ଶୁଣାଣି କରି ଅଦାଲତ କହିଛନ୍ତି ଯେ, ଏହି ପର୍ଯ୍ୟାୟରେ ଆଶାରାମଙ୍କୁ ମୁକ୍ତ କରାଯାଇପାରିବ […]
ଚାଷୀଙ୍କୁ ଆଶ୍ୱସ୍ତି, ରବି ଧାନ କିଣା ଅବଧି ଜୁଲାଇ ୩ ପର୍ଯ୍ୟନ୍ତ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାରେ ଏବେ ବି ଚାଷୀଙ୍କ ଧାନ ପଡ଼ି ରହିଥିବାରୁ ସରକାର ଏକ ନିଷ୍ପତ୍ତି ନେଇଛନ୍ତି। ଯୋଗାଣ ବିଭାଗ ରାଜ୍ୟରେ ରବି ଧାନ କିଣା ଅବଧିକୁ ଆସନ୍ତା ଜୁଲାଇ ୩ ତାରିଖ […]
ଆଧାର ସହ ବ୍ୟାଙ୍କ ଖାତା ଲିଙ୍କ୍ ନହେଲେ ବନ୍ଦ ହୋଇପାରେ ପେନସନ୍; ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଆଧାର ସହ ବ୍ୟାଙ୍କ ଖାତା ଲିଙ୍କ୍ ନଥିଲେ ଅଟକିଯାଇପାରେ ସାମାଜିକ ସୁରକ୍ଷା ପେନସନ୍ । ଏନେଇ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ ପାଇଁ ଜିଲ୍ଲାପାଳଙ୍କୁ ହୋଇଛି ନିର୍ଦ୍ଦେଶ। ବର୍ତ୍ତମାନ ରାଜ୍ୟରେ ୩ […]
ଏମକେସିଜିରେ ଇଞ୍ଜେକ୍ସନ ହେରଫେର ମାମଲା: ଅଧିକାରୀଙ୍କ ଉପରେ ଆକ୍ସନ୍
ବ୍ରହ୍ମପୁର: ଦାମୀ ଇଞ୍ଜେକ୍ସନ ହେରଫେର ଘଟଣାରେ ଏମକେସିଜି ମେଡିକାଲ ଷ୍ଟୋରରେ କାର୍ଯ୍ୟାନୁଷ୍ଠାନ । ମେଡିକାଲ ଷ୍ଟୋର ପରିଚାଳନା ଦାୟିତ୍ୱରୁ ଷ୍ଟୋର ମେଡିକାଲ ଅଫିସର (SMO) କୁ ହଟାଯାଇଛି । ସମ୍ପୃକ୍ତ ଫାର୍ମାସି ଅଫିସରଙ୍କୁ ମଧ୍ୟ […]
ଆଫଗାନିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନର ବିମାନ ଆକ୍ରମଣକୁ ନିନ୍ଦା କଲା ଭାରତ
ନୂଆଦିଲ୍ଲୀ: ଆଫଗାନିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନର ଏୟାର ଷ୍ଟ୍ରାଇକରେ ଅନେକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଏହି ଘଟଣାପରେ ଭାରତ ପକ୍ଷରୁ ପାକିସ୍ତାନକୁ କଡା ନିନ୍ଦା କରାଯାଇଛି l ଭାରତ ପ୍ରାଣ ହରାଇଥିବା ଲୋକଙ୍କ […]
ଜୁଲାଇ ୪ତାରିଖରେ ପଶ୍ଚିମ ଓଡିଶାକୁ ଆସିବେ ଅମିତ୍ ଶାହ
ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଆସନ୍ତା ଜୁଲାଇ ୪ତାରିଖରେ ଦୁଇଦିନିଆ ପଶ୍ଚିମଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ବରଗଡ଼ ବିଜେପି ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। । ସୂଚନା […]
ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ୩୦ଜିଲ୍ଲାରେ ୨୫୪ ପରୀକ୍ଷା କେନ୍ଦ୍ର
କଟକ: ଚଳିତବର୍ଷ ଜୁଲାଇ ୨ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଏହା ଜୁଲାଇ ୧୦ ତାରିଖରେ ଶେଷ ହେବ । ଚଳିତବର୍ଷ ୨୪ ହଜାର ୪୭୦ ଜଣ ପରୀକ୍ଷାର୍ଥୀ […]
ଝରାଫୁଲ ହତ୍ୟା ଘଟଣାର ଅନ୍ତ, ମୁଖ୍ୟ ଦୋଷୀ ରାକେଶଙ୍କୁ ଆଜୀବନ କାରାଦଣ୍ଡ
ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ମାମଲାରେ ଆସିଛି ରାୟ। ଦୀର୍ଘ ଦିନର ବିଚାର ପ୍ରକ୍ରିୟା ପରେ ଅଦାଲତ ଆଜି ମୁଖ୍ୟ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି । ଝରାଫୁଲଙ୍କ ପୁରୁଷ […]
