ଭୁବନେଶ୍ୱର: ଓଡିଶାକୁ ଆଉ ନାହିଁ ମାଓ ବିପଦ। ନକ୍ସଲମୁକ୍ତ ଭାରତ ଅଭିଯାନ ଡେଡଲାଇନର ଶେଷ ଦିନରେ ଆଣ୍ଟିନକ୍ସଲ ଅପରେସନରେ ଡିଜି ଦେଇଛନ୍ତି ବଡ଼ ସୂଚନା। ସେ କହିଛନ୍ତି, “ଏହି ମିଶନ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା, […]
Month: March 2026
ଥାନାକୁ ଯାଇ ପୋଲିସ ବିରୁଦ୍ଧରେ ଏତଲା ଦେଲେ ନର୍ଲା ବିଧାୟିକ
ଭୁବନେଶ୍ୱର: ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ନର୍ଲା ବିଧାୟିକାଙ୍କ ସରକାରୀ ବାସଭବନରେ କେସିଙ୍ଗା ପୋଲିସ ପଶିବାକୁ ନେଇ ରାଜନୀତି ତୀବ୍ର ହୋଇଛି। କେସିଙ୍ଗା ପୋଲିସ ବିରୁଦ୍ଧରେ ଥାନାର ଦ୍ୱାରସ୍ଥ […]
ସେପ୍ଟିକ ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା କେଶାଇବାହାଲ ଠାରେ ଘଟିଛି ଏହି ଅଭାବନୀୟ ଘଟଣା। ନବନିର୍ମିତ ସେପ୍ଟିକ ଟାଙ୍କିରେ ସେଣ୍ଟ୍ରିଂ ଖୋଲିବା ପାଇଁ ପଶିଥିଲେ ୪ ଜଣ ଶ୍ରମିକ। ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ […]
ଶୀତଳା ମାତା ମନ୍ଦିରରେ ଦଳାଚକଟାରେ ୮ ମୃତ
ପାଟନା : ଆଜି ବିହାରର ନାଳନ୍ଦା ଜିଲ୍ଲାର ଶୀତଳା ମାତା ମନ୍ଦିରରେ ଦଳାଚକଟା ହୋଇ ବଡ ଅଘଟଣ ଘଟିଯାଇଛି। ଏଯାଏଁ ପ୍ରାୟ ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ମଧ୍ୟ […]
ବର୍ଲିନ ରେ ଉତ୍କଳ ଦିବସ ପାଳନ କଲେ ଓଡ଼ିଆ
ଜର୍ମାନ: ଜର୍ମାନୀର ରାଜଧାନୀ ବର୍ଲିନ ର ପ୍ରବାସୀ ଓଡ଼ିଆର୍ନଙ୍କ ଦ୍ୱାରା ଉତ୍କଳ ଦ଼ିବସ ଆଡମ୍ବର, ଉତ୍ସାହ ଓ ଗୌରବର ସହ଼ିତ ପାଳନ କରାଯାଇଥିଲା । ଏହ଼ି ଅବସରରେ ବର୍ଲିନ ଏବଂ ଜର୍ମାନୀର ବ଼ିଭ଼ିନ୍ନ ସ୍ଥାନରୁ […]
କଟକ ହାଇକୋର୍ଟ ନିକଟରେ ଭୟାଭୟ ଅଗ୍ନିକାଣ୍ଡ, ଜଳିଗଲା ଗାଡ଼ି
କଟକ: ଆଜି ହାଇକୋର୍ଟ ସମ୍ମୁଖରେ ଘଟିଥିବା ଭୟାଭୟ ଅଗ୍ନିକାଣ୍ଡ କୌଣସି ଦୁର୍ଘଟଣା ନୁହେଁ, ବରଂ ଏହା ଯୋଜନାବଦ୍ଧ ଆକ୍ରୋଶର ପରିଣାମ। ଜଣେ ମହିଳା ନିଜର ଅସନ୍ତୋଷ ପ୍ରକାଶ କରିବାକୁ ଯାଇ ପେଟ୍ରୋଲ ଢାଳି ନିଆଁ […]
ପଶ୍ଚିମ ଏସିଆ ପରିସ୍ଥିତି ପରିପ୍ରେକ୍ଷୀରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର:ପଶ୍ଚିମ ଏସିଆ ଯୁଦ୍ଧ ସଂକଟ ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସମ୍ପର୍କରେ ଜିଲ୍ଳାପାଳମାନଙ୍କ ସହିତ ଆଭାସୀ ମାଧ୍ୟମରେ ଆଲୋଚନା କରି ଜିଲ୍ଲାସ୍ତରୀୟ […]
ଦୁଇଟି ପର୍ଯ୍ୟାୟରେ ହେବ ପଶ୍ଚିମବଙ୍ଗ ନିର୍ବାଚନ:ECI
ନୂଆଦିଲ୍ଲୀ: ସୋମବାର ପଶ୍ଚିମବଙ୍ଗରେ ୨୩ ଓ ୨୯ ଏପ୍ରିଲରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ ପାଇଁ ଅଧିସୂଚନା ଜାରି କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଅଧିସୂଚନାରେ କୁହାଯାଇଛି ଯେ ଉଭୟ ଦିନ […]
ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସ୍ର
ନୟାଗଡ଼: ବିଲ୍ ପାସ୍ କରେଇବା ନାଁରେ ନେଉଥିଲେ ଲାଞ୍ଚ । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଟ୍ରେଜେରୀ ଅଫିସ୍ର କିରାଣୀ ସରୋଜ କୁମାର ସାହୁ, ପେନସନ ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା […]
ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି ୭ ଲକ୍ଷରୁ ଅଧିକ ମତଦାତା
ଭୁବନେଶ୍ୱର: ଭୋଟର ଜାଲିଆତିରେ ବଡ଼ ଖୁଲାସା କରିଛନ୍ତି ନିର୍ବାଚନ ଅଧିକାରୀ । ରାଜ୍ୟରେ ଭୋଟର ତାଲିକା ସଂଶୋଧନରେ ବାଦ୍ ପଡ଼ିଲେ ୭ ଲକ୍ଷ ୬୮ ହଜାର ୫୨୧ ଜଣ ଭୋଟର ବୋଲି ଗୃହରେ ଉତ୍ତର […]
