ଭୁବନେଶ୍ୱର: ରାସ୍ତାରେ ସଡକ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ଦେବଦୁତ ସାଜିଛନ୍ତି ମାନ୍ୟବର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜି ଗୁର୍ଜିଭଟା ଛକ ଦେଇ ଭୁବନେଶ୍ୱର ଫେରୁଥିବା ସମୟରେ ରାସ୍ତାରେ ଜଣେ ବ୍ୟକ୍ତି […]
Month: May 2026
ହୋର୍ମୁଜରେ କାର୍ଗୋ ଜାହାଜରେ ନିଆଁ ଲାଗି ବୁଡ଼ିଯିବାରୁ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ: ଆଜି ହୋର୍ମୁଜ ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଏକ କାଠ କାର୍ଗୋ ଜାହାଜରେ ନିଆଁ ଲାଗିବା ପରେ ତାହା ସମୁଦ୍ରରେ ଓଲଟି ପଡ଼ିଥିଲା। ସରକାରୀ ସୂତ୍ର ଅନୁଯାୟୀ, ଦୁର୍ଘଟଣା ପରେ ସେହି […]
ନୂତନ ସିଡିଏସ୍ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏନଏସ ରାଜା ସୁବ୍ରମଣି
ନୂଆଦିଲ୍ଲୀ: ଭାରତ ସରକାର ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ. ରାଜା ସୁବ୍ରମଣିଙ୍କୁ ଦେଶର ପରବର୍ତ୍ତୀ ପ୍ରତିରକ୍ଷା କର୍ମଚାରୀ ମୁଖ୍ୟ ବା ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (CDS) ଭାବରେ ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନର […]
ପଶ୍ଚିମବଙ୍ଗରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଶୁଭେନ୍ଦୁ ଅଧିକାରୀ
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଶୁଭେନ୍ଦୁ ଅଧିକାରୀ । ବିଶ୍ୱ କବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀରେ ବିଜେପି ବଙ୍ଗଳାରେ ଏକ ନୂତନ ସରକାର ଗଠନ କରିଛି । […]
ୟୁନିସେଫ୍ ଓ ପୋଲିସ ବିଭାଗର ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମରେ କିଶୋର-କିଶୋରୀଙ୍କ ଯୋଗଦାନ
ଭୁବନେଶ୍ୱର: ପୋଲିସ ବିଭାଗ ପକ୍ଷରୁ ଏକ ଅନନ୍ୟ ପ୍ରୟାସ ‘ଜୁଭେଣ୍ଟିକା’ ନାମକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କିଶୋର-କିଶୋରୀମାନଙ୍କୁ ସଚେତନ କରିବା ସହ ଅପରାଧ ଓ ସାଇବର ଠକେଇରୁ ଦୂରେଇ ରଖିବା ଏହାର ଲକ୍ଷ୍ୟରେ […]
‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍; ତତ୍ପରତା ଦେଖାଇଲା ପୂର୍ତ୍ତ ବିଭାଗ
ଭୁବନେଶ୍ୱର: ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପରତା ଦେଖାଇଲା ପୂର୍ତ୍ତ ବିଭାଗ । ପୁରୁଣା ଏୟାରପୋର୍ଟ ରୋଡ୍ ରେ ଥିବା ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍। ସରକାରୀ ରାସ୍ତା ଉପରେ […]
ରଥଯାତ୍ରା ଯାତ୍ରା ପାଇଁ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ
ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୬ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରବାର ପୁରୀ ଟାଉନ ହଲ୍ଠାରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ (RDC) ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। […]
ବାଲିପାଟଣାରେ ପୁଣି ମାଡ଼ମାରି ଯୁବକଙ୍କୁ ହତ୍ୟା ଅଭିଯୋଗ
ବାଲିପାଟଣା: ବାଲିପାଟଣା ଥାନା ବେଙ୍ଗବତୀ ଗ୍ରାମ ନିକଟ ଅଠାନ୍ତର ଛକରେ ଶୁକ୍ରବାର ଅପରାହ୍ନରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ। ସାମାନ୍ୟ ବଚସାରୁ ଲୁହାରଡ଼ରେ ସାଙ୍ଗଙ୍କୁ ପିଟି ହତ୍ୟା କରିଛନ୍ତି ଅଭିଯୁକ୍ତ। ମୃତ ଯୁବକ ହେଲେ […]
ଶୁଭେନ୍ଦୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୁଭେଚ୍ଛା
କୋଲକାତା: ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବା ପରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ । ମୁଖ୍ୟମନ୍ତ୍ରୀ ମାଝୀ ନବ ନର୍ବାଚିତ ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଶୁଭେଚ୍ଛା […]
ସୌମ୍ୟରଞ୍ଜନ ହତ୍ୟାର ନ୍ୟାୟ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ
ଭୁବନେଶ୍ୱର: ସୌମ୍ୟରଞ୍ଜନ ହତ୍ୟାର ନ୍ୟାୟ ଦାବି ନେଇ ରାସ୍ତା ରୋକ୍ କରିଛନ୍ତି ଗ୍ରାମବାସୀ। ଗାଁରେ ସୌମ୍ୟଙ୍କ ମୃତଦେହ ପହଞ୍ଚିବା ପରେ ଗ୍ରାମବାସୀ ମାନେ ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ କଟକ ଗ୍ରାମାଞ୍ଚଳ ପୋଲିସର ବହୁ ବରିଷ୍ଠ […]
