ରନ୍ଧନ ତେଲର ବ୍ୟବହାର କମାଇବାକୁ କଲେଜ କ୍ୟାଣ୍ଟିନ୍‌ ଓ ହଷ୍ଟେଲଗୁଡ଼ିକୁ ଚିଠି କଲା ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ୱର:ଆଉ କଲେଜ କ୍ୟାଣ୍ଟିନ୍‌ରେ ବିକ୍ରି ହେବନାହିଁ ତେଲିଆ ଖାଦ୍ୟ । ପ୍ରଧାନମନ୍ତ୍ରୀଙ୍କ ରନ୍ଧନ ତେଲ ବ୍ୟବହାର କମାଇବା ନେଇ ଆହ୍ୱାନକୁ ଅନୁସରଣ କରି ଉଚ୍ଚ ଶିକ୍ଷା ବିଭାଗ ଏହି ପରାମର୍ଶ ଦେଇଛି ।ଏନେଇ ରାଜ୍ୟର […]

୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ମାମଲାରେ SCB ମେଡିକାଲ କଲେଜ ଓ ହସ୍‌ପିଟାଲର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗିରଫ କଲା ପୋଲିସ

କଟକ:SCB ମେଡିକାଲ କଲେଜ ଓ ହସ୍‌ପିଟାଲରେ ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ମାମଲାରେ ଡାଟା ଏଣ୍ଟ୍ରି ଅପରେଟର ଦୀନେଶ ରାଉତଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୁଲିସ।ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ […]

ଆଧାର ଲିଙ୍କ୍ ନହେଲେ ମିଳିବନି DBT ଟଙ୍କା

ଭୁବନେଶ୍ୱର : ଏଣିକି ଆଧାର ସିଡ୍ ବ୍ୟାଙ୍କ ଆକାଉଣ୍ଟକୁ ଯିବ DBT ଟଙ୍କା, ସବୁ ବିଭାଗକୁ ଅର୍ଥ ବିଭାଗର ନିର୍ଦ୍ଦେଶ । ସରକାରୀ ଯୋଜନାରେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ବା DBT ବ୍ୟବସ୍ଥାକୁ ଆହୁରି […]

୧.୦୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି

ଭୁବନେଶ୍ୱର: ରକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ସୁଭଦ୍ରା ଯୋଜନାର ୫ମ କିସ୍ତି ଟଙ୍କା ଜାରି କରିଛନ୍ତି। ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ଯୋଗ୍ୟ ମହିଳା ହିତାଧିକାରୀଙ୍କ […]

ମୃତ ମହିଳାଙ୍କ ଶରୀରରୁ ସୁନା କାନଫୁଲ ଚୋରି କରିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କଲା ପୋଲିସ

କାଠମାଣ୍ଡୁ: ନେପାଳର ପ୍ରଳୟଙ୍କାରୀ ବନ୍ୟା ପରେ ନାରାୟଣୀ ନଦୀରେ ପ୍ରବଳ ସ୍ରୋତରେ ଭାସିଆସିଥିବା ଜଣେ ମୃତ ମହିଳାଙ୍କ ଶରୀରରୁ ସୁନା କାନଫୁଲ ଚୋରି କରିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଛି।ନେପାଳ ପୁଲିସ୍ […]

ବଦନାମ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଜୁଏଲ ଓରାମ

ରାଉରକେଲା :ରାଉରକେଲାରେ ବିରୋଧୀଙ୍କୁ ଖୋଲା ଚ୍ୟାଲେଞ୍ଜ୍‌ ଦେଇଛନ୍ତି ଜୁଏଲ ଓରାମ। ସେ କହିଛନ୍ତି ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ମୋ ପ୍ରତିଷ୍ଠା ବାବଦରେ ଯଦି କେହି ହାତ ଉଠାଇବ, ସେ ହାତକୁ କାଟିଦେବି। […]

ଆଇପିଏସ ଅଫିସର ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

ଭୁବନେଶ୍ୱର: ୨୦୧୩ ବ୍ୟାଚର ଆଇପିଏସ ଅଫିସର ଜଗମୋହନ ମୀନାଙ୍କ ଇସ୍ତଫାପତ୍ରକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ତାଙ୍କ ଇସ୍ତଫା ଗ୍ରହଣ କରିବା ପରେ ରାଜ୍ୟ ସରକାର ଏହି ସମ୍ପର୍କିତ ନଥିକୁ ପରବର୍ତ୍ତୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ […]

ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତିକୁ ଓଡିଶା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର

ଭୁବନେଶ୍ୱର:ରାଜ୍ୟରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି କୁ ନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି lସୂଚନା ଅନୁଯାୟୀ ଆବେଦନକାରୀ ନିଜ ପିଟିସନରେ ଦର୍ଶାଇଛନ୍ତି ଯେ, ଭାରତୀୟ ସମ୍ବିଧାନରେ ଉପମୁଖ୍ୟମନ୍ତ୍ରୀ ପଦବୀ […]

ରାୟଗଡ଼ାରେ ବଲାଙ୍ଗୀର ପୁଲିସର ବଡ଼ ରେଡ୍, ୫ କିଲୋରୁ ଅଧିକ ସୁନା-ରୁପା ଜବତ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ସିଙ୍ଗାରି ପଞ୍ଚାୟତ ଖରଯୋଡ଼ା ଗାଁରେ ବଲାଙ୍ଗୀର ପୁଲିସର ବଡ଼ ଧରଣର ରେଡ୍ ହୋଇଛି। ଚଢ଼ାଉ କରି ବିପୁଳ ପରିମାଣର ସୁନା ଓ ରୁପା ସାମଗ୍ରୀ ଜବତ କରିଥିବା […]

ନେପାଳରେ ଫସିଥିବା ଓଡ଼ିଆଙ୍କୁ ସହାୟତା ପାଇଁ ପଦକ୍ଷେପ

ନୂଆଦିଲ୍ଲୀ: ନେପାଳର ପ୍ରଳୟଙ୍କରୀ ବନ୍ୟାରେ ୩୦୦ ଜଣ ଭାରତୀୟ ନାଗରିକଙ୍କ ସମେତ ୧୩୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏହା ମଧ୍ୟରେ କିଛି ଓଡ଼ିଆ ଥିବାର ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । […]