ଭୁବନେଶ୍ୱର: ଧଉଳି ଲିଙ୍ଗିପୁର ଟ୍ରାଫିକ୍ ଛକରେ ଏକ ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କୁ ଏକ ହାଇୱା ଧକ୍କା ଦେବା ପରେ ତାଙ୍କ ଡାହାଣ ଗୋଡ଼ ଉପରେ ଚଢ଼ିଯାଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣାରେ ମହିଳା ଜଣକ […]
Month: August 2026
ବ୍ଲୁ ଲେକ୍ରେ ଅଘଟଣ: ୨୪ ଘଣ୍ଟା ପରେ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
ନୀଳଗିରି: ନୀଳଗିରି ଥାନା ଅନ୍ତର୍ଗତ ମିତ୍ରପୁର ନିକଟସ୍ଥ ବ୍ଲୁ ଲେକ୍ରେ ଘଟିଥିବା ଘଟଣାର ଦୀର୍ଘ ୨୪ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଗଭୀର ପାଣିରୁ ନିଖୋଜ ଦୁଇ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। […]
ହତ୍ୟା ପରେ ମୋବାଇଲ୍ ଟ୍ରାକିଂରୁ ମିଳିଲା ଫେରାର ହେବାର ସୁରାକ
ତାମିଲନାଡୁ: ତାମିଲନାଡୁ ଏକ୍ସପ୍ରେସ୍ରୁ ଏକ ସୁଟକେସ୍ ଭିତରେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିବା ଘଟଣାରେ ବଡ଼ ସୁରାକ ମିଳିଛି। ଏହି ହତ୍ୟାକାଣ୍ଡରେ ଓଡ଼ିଶାର ଜଣେ ସନ୍ଦିଗ୍ଧ ଦମ୍ପତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ସୂଚନା […]
ଗଣେଶଙ୍କ ପ୍ରତିମୂର୍ତ୍ତି ପଡିଯିବାରୁ ୨ ମୃତ, ୫ ଆହତ
ମୁମ୍ବାଇ: ଶନିବାର ରାତିରେ ଗଣେଷଙ୍କ ମୂର୍ତ୍ତି ଆଣିବା ବେଳେ ଭୂଲେଶ୍ୱର ଚା ରାଜାଙ୍କ ପ୍ରତିମା ପଡି ଯାଇଥିଲା । ଯାହା ଫଳରେ ଏହି ଅଘଟଣ ଘଟିଛି l ସୂଚନା ଅନୁସାରେ, ଶନିବାର ରାତି ୧୦ଟାରେ […]
ପାରାଦୀପରୁ ବାହାରିଥିବା ଜାହାଜ ବଙ୍ଗୋପ ସାଗର ରେ ନିଖୋଜ
ପାରାଦୀପ: ପାରାଦୀପ ଉପକୂଳରୁ ପ୍ରାୟ ୨୪୦ ନଟିକାଲ୍ ମାଇଲ୍ ଦୂର ବଙ୍ଗୋପସାଗରରେ ୨୪ ଜଣ ନାବିକଙ୍କୁ ନେଇ ଯାଉଥିବା ‘MV Ocean Winner’ ନାମକ ପାନାମା-ଫ୍ଲାଗଡ୍ ମାଲବାହୀ ଜାହାଜ ସମୁଦ୍ର ମଧ୍ୟରେ ବୁଡ଼ିଯାଇଛି। ଶୁକ୍ରବାର […]
ଆଗାମୀ ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ
ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ । ଶୁକ୍ରବାର ମିଆଁମାର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି […]
ବାରିପଦା ଟାଉନ୍ ଥାନା SI ପ୍ରଭାତ ନାୟକ ଅଟକ
ବାରିପଦା: ପୋଲିସ ବାବୁ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ଅଭିଯୋଗ ହୋଇଛି। ବାରିପଦା ଟାଉନଥାନା କାର୍ଯ୍ୟରତ ସବ-ଇନସପେକ୍ଟର ପ୍ରଭାତ ନାୟକଙ୍କ ନାମରେ ଆସିଛି ଅଭିଯୋଗ। […]
ପୂର୍ବତନ ବିଚାରପତିଙ୍କୁ ଗୁରୁପ୍ରୀତ କୌରଙ୍କ ଲିଗାଲ ନୋଟିସ୍
ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନଙ୍କ ପତ୍ନୀ ଗୁରୁପ୍ରୀତ କୌର ଏକ ଦୁଷ୍କର୍ମ ମାମଲା ରଫାଦଫା କରିବାକୁ ୫ କୋଟି ଟଙ୍କା ଲାଞ୍ଚ ଦାବି କରିଥିବାର କଂଗ୍ରେସ ନେତା ସୁଖପାଲ ଖୈରାଙ୍କ ଭିଣୋଇ […]
ମହାନଦୀରୁ ଦୁଇ ନାବାଳିକାଙ୍କୁ ସୁରକ୍ଷିତ ଉଦ୍ଧାର
ଭୁବନେଶ୍ୱର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ଚଢେଇପଙ୍କ ବ୍ରିଜ୍ ଉପରୁ ମହାନଦୀକୁ ଦୁଇ ଜଣ ନାବାଳିକା ଡେଇଁପଡ଼ିଥିବା ଖବର ସାମ୍ନାକୁ ଆସିଛି। ତେବେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀର ତତ୍କାଳ ପଦକ୍ଷେପ ଯୋଗୁଁ […]
BCI ଚେୟାରମ୍ୟାନ୍ ମନନ ମିଶ୍ରଙ୍କ ବିରୋଧରେ ଗୁରୁତର ଅଭିଯୋଗ
ନୂଆଦିଲ୍ଲୀ: ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ସଂସ୍ଥାର କୋ-ଚେୟାରମ୍ୟାନ୍ ତଥା ବରିଷ୍ଠ ଆଇନଜୀବୀ ୱାଇ.ଆର୍. ସଦାଶିବ ରେଡ୍ଡୀ, ଚେୟାରମ୍ୟାନ୍ ମନନ ମିଶ୍ରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିବା ସହ ତାଙ୍କୁ ଇସ୍ତଫା ଦେବାକୁ ଦାବି […]
