ଶୀତଳା ମାତା ମନ୍ଦିରରେ ଦଳାଚକଟାରେ ୮ ମୃତ

ପାଟନା : ଆଜି ବିହାରର ନାଳନ୍ଦା ଜିଲ୍ଲାର ଶୀତଳା ମାତା ମନ୍ଦିରରେ ଦଳାଚକଟା ହୋଇ ବଡ ଅଘଟଣ ଘଟିଯାଇଛି। ଏଯାଏଁ ପ୍ରାୟ ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ମଧ୍ୟ […]

ବର୍ଲିନ ‌ରେ ଉତ୍କଳ ଦିବସ ପାଳନ କଲେ ଓଡ଼ିଆ

ଜର୍ମାନ: ଜର୍ମାନୀର ରାଜଧାନୀ ବର୍ଲିନ ର ପ୍ରବାସୀ ଓଡ଼ିଆର୍ନଙ୍କ ଦ୍ୱାରା ଉତ୍କଳ ଦ଼ିବସ ଆଡମ୍ବର, ଉତ୍ସାହ ଓ ଗୌରବର ସହ଼ିତ ପାଳନ କରାଯାଇଥିଲା । ଏହ଼ି ଅବସରରେ ବର୍ଲିନ ‌ଏବଂ ଜର୍ମାନୀର ବ଼ିଭ଼ିନ୍ନ ସ୍ଥାନରୁ […]

କଟକ ହାଇକୋର୍ଟ ନିକଟରେ ଭୟାଭୟ ଅଗ୍ନିକାଣ୍ଡ, ଜଳିଗଲା ଗାଡ଼ି

କଟକ: ଆଜି ହାଇକୋର୍ଟ ସମ୍ମୁଖରେ ଘଟିଥିବା ଭୟାଭୟ ଅଗ୍ନିକାଣ୍ଡ କୌଣସି ଦୁର୍ଘଟଣା ନୁହେଁ, ବରଂ ଏହା ଯୋଜନାବଦ୍ଧ ଆକ୍ରୋଶର ପରିଣାମ। ଜଣେ ମହିଳା ନିଜର ଅସନ୍ତୋଷ ପ୍ରକାଶ କରିବାକୁ ଯାଇ ପେଟ୍ରୋଲ ଢାଳି ନିଆଁ […]

ପଶ୍ଚିମ ଏସିଆ ପରିସ୍ଥିତି ପରିପ୍ରେକ୍ଷୀରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର:ପଶ୍ଚିମ ଏସିଆ ଯୁଦ୍ଧ ସଂକଟ ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସମ୍ପର୍କରେ ଜିଲ୍ଳାପାଳମାନଙ୍କ ସହିତ ଆଭାସୀ ମାଧ୍ୟମରେ ଆଲୋଚନା କରି ଜିଲ୍ଲାସ୍ତରୀୟ […]

ଦୁଇଟି ପର୍ଯ୍ୟାୟରେ ହେବ ପଶ୍ଚିମବଙ୍ଗ ନିର୍ବାଚନ:ECI

ନୂଆଦିଲ୍ଲୀ: ସୋମବାର ପଶ୍ଚିମବଙ୍ଗରେ ୨୩ ଓ ୨୯ ଏପ୍ରିଲରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ ପାଇଁ ଅଧିସୂଚନା ଜାରି କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଅଧିସୂଚନାରେ କୁହାଯାଇଛି ଯେ ଉଭୟ ଦିନ […]

ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସ୍‌ର

ନୟାଗଡ଼: ବିଲ୍ ପାସ୍ କରେଇବା ନାଁରେ ନେଉଥିଲେ ଲାଞ୍ଚ । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଟ୍ରେଜେରୀ ଅଫିସ୍‌ର କିରାଣୀ ସରୋଜ କୁମାର ସାହୁ, ପେନସନ ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା […]

ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି ୭ ଲକ୍ଷରୁ ଅଧିକ ମତଦାତା

ଭୁବନେଶ୍ୱର:  ଭୋଟର ଜାଲିଆତିରେ ବଡ଼ ଖୁଲାସା କରିଛନ୍ତି ନିର୍ବାଚନ ଅଧିକାରୀ । ରାଜ୍ୟରେ ଭୋଟର ତାଲିକା ସଂଶୋଧନରେ ବାଦ୍ ପଡ଼ିଲେ ୭ ଲକ୍ଷ ୬୮ ହଜାର ୫୨୧ ଜଣ ଭୋଟର ବୋଲି ଗୃହରେ ଉତ୍ତର […]

ନବୀନ ନିବାସରେ ୧୦ରୁ ଅଧିକ କର୍ପୋରେଟର

ଭୁବନେଶ୍ୱର: ନବୀନ ନିବାସରେ କଟକର ବିଜେଡି କର୍ପୋରେଟରଙ୍କ ମେଳି। ୧୦ରୁ ଅଧିକ କର୍ପୋରେଟରଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି। ବରିଷ୍ଠ ବିଜେଡ଼ି ନେତା ପ୍ରତାପ ଜେନାଙ୍କ ନେତୃତ୍ବରେ କଟକ ଚୌଦ୍ୱାରରୁ ଆସିଛନ୍ତି ବିଜେଡ଼ି ନେତା କର୍ମୀ […]

ବିଜୁ ବାବୁଙ୍କ ପ୍ରତି ବିବାଦୀୟ ବୟାନ; ନବୀନ କହିଲେ ନିଶିକାନ୍ତଙ୍କୁ ମାନସିକ ଚିକିତ୍ସା ଆବଶ୍ୟକ

ଭୁବନେଶ୍ୱର: ଓଡ଼ିଶାର ଗର୍ବ ଓ ଗୌରବ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ ନିଶିକାନ୍ତ ଦୁବେ, ଯେଉଁଥି ପାଇଁ ରାଜନୀତି ସରଗରମ ରହିଛି । ଦୁବେ ଦେଇଥିବା ବିବାଦୀୟ ବୟନାକୁ ନେଇ ବର୍ଷିଲେ ନବୀନ […]

ଆଜି ସଂଧ୍ୟାରେ ସବୁ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଦେଶକୁ ଚିନ୍ତାରେ ପକାଇଛି । ଯାହାକୁ ମୁକାବିଲା କରିବା ପାଇଁ ରାଜ୍ୟଗୁଡିକୁ ସତର୍କ କରିଆସୁଛି କେନ୍ଦ୍ର । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା […]