ଇରାନର ୫ ତୈଳବାହୀ ଜାହାଜକୁ ଟାର୍ଗେଟ୍ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକୀୟ ସେନା ଓମାନ ଉପସାଗର ଓ ଇରାନର ଖର୍ଗ ଦ୍ବୀପ ନିକଟରେ ଇରାନର ୫ଟି ଅଶୋଧିତ ତୈଳ ବୋଝେଇ ଜାହାଜ ଉପରେ ମଙ୍ଗଳବାର ଆକ୍ରମଣ କରିଛି । ଆମେରିକା କହିଛି ଯେ ଇରାନ […]

ଟ୍ରମ୍ପଙ୍କ ‘The Moon is ours’ ପୋଷ୍ଟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଚର୍ଚ୍ଚାରେ । ଟ୍ରମ୍ପ ତାଙ୍କ Truth Social ଆକାଉଣ୍ଟରେ ଚନ୍ଦ୍ରର ଏକ ଛବି ସହ ଆମେରିକାର ପତାକା ଥିବା ଚିତ୍ର […]

୨୦ ବର୍ଷ ପରେ AFC U20 ଏସୀୟ କପ୍‌କୁ ଫେରିଲା ଭାରତ

ନୂଆଦିଲ୍ଲୀ: ୨୦ବର୍ଷ ପରେ ପୁଣିଥରେ ଭାରତ AFC U20 ଏସୀୟ କପ୍‌କୁ ଫେରିଛି। ରବିବାର ତାସକେଣ୍ଟର ‘ଡୋଷ୍ଟଲିକ୍ ଷ୍ଟାଡିୟମ୍’ ଠାରେ ଅନୁଷ୍ଠିତ ଗ୍ରୁପ୍-ବି ର ନିର୍ଣ୍ଣାୟକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ବାଂଲାଦେଶକୁ ୩-୦ ଗୋଲ୍‌ରେ […]

ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା; ୫ ଏମସିଡି ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ: ସତ୍ୟ ନିକେତନ ଆବାସିକ କୋଠା ଭୁଶୁଡ଼ିବା ମାମଲାରେ ଦିଲ୍ଲୀ ମହାନଗର ନିଗମର ପାଞ୍ଚ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏମସିଡି ଦକ୍ଷିଣ ଜୋନର ଉପାୟୁକ୍ତ ରାକେଶ କୁମାର, ଅଧିକ୍ଷକ ଯନ୍ତ୍ରୀ […]

ଦିଲ୍ଲୀର ସତ୍ୟ ନିକେତନରେ ୪ ମହଲା କୋଠା ଭୁଶୁଡ଼ିଲା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଦକ୍ଷିଣ-ପଶ୍ଚିମ ଅଞ୍ଚଳ ଅନ୍ତର୍ଗତ ସତ୍ୟ ନିକେତନରେ ଆଜି ଅପରାହ୍ନ ପ୍ରାୟ ୧ଟା ୩୦ରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଧ୍ୱସ୍ତ କୋଠାରେ ବହୁ ଲୋକ ଫସି ରହିଥିବା […]

ମହାନନ୍ଦ ଏକ୍ସପ୍ରେସ ଲାଇନଚ୍ୟୁତ, ଟଳିଲା ବଡ଼ ଟ୍ରେନ୍ ଦୁର୍ଘଟଣା

ନୂଆଦିଲ୍ଲୀ: ଆଜି ଭୋର ସମୟରେ ବିହାରର ଆରା ରେଳ ଷ୍ଟେସନ ନିକଟରେ ମହାନନ୍ଦା ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବାରୁ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଅଳ୍ପକେ ଟଳିଛି। ପୂର୍ବ କେନ୍ଦ୍ରୀୟ ରେଳବାଇର ଦାନାପୁର ଡିଭିଜନ ଅନ୍ତର୍ଗତ […]

ମିସ୍ ୱାର୍ଲ୍ଡ- ୨୦୨୬ ମୁକୁଟ ବିଜୟିନୀ ହେଲେ ଜୋହେରୀ ମୋଲା

ନୂଆଦିଲ୍ଲୀ: ଭିଏତନାମ୍‌ରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ ରିପବ୍ଲିକର ସୁନ୍ଦରୀ ଜୋହେରୀ ମୋଲା ଚଳିତ ବର୍ଷର ‘ମିସ୍ ୱାର୍ଲ୍ଡ ୨୦୨୬’ ମୁକୁଟ ନିଜ ନାମରେ କରିଛନ୍ତି […]

ମହିଳା ଏସିଆ କପ୍‌ ଟି୨୦ ରେ ପାକିସ୍ତାନ କୁ ହରାଇଲା ଭାରତ

ନୂଆଦିଲ୍ଲୀ: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୮.୧ ଓଭରରେ ୫୫ ରନରେ ଅଲଆଉଟ୍‌ ହୋଇଯାଇଥିଲା। […]

ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ, ଦିନିକିଆ ରିମାଣ୍ଡରେ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଦିଲ୍ଲୀ ପୋଲିସ ଗିରଫ କରି ଦିନିକିଆ ରିମାଣ୍ଡରେ ନେଇଛି। ଅନୁସୂଚିତ ଜନଜାତି ଓ ପୋକସୋ ଭଳି ସାଂଘାତିକ ଦଫାରେ ପୋଲିସ ତାଙ୍କୁ ଗିରଫ କରିଛି। କକ୍ରୋଚ ଜନତା ପାର୍ଟିର ଜନ୍ତରମନ୍ତର […]

ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ସର୍ବାଧିକ ରନ କରି ରେକର୍ଡ କଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା କ୍ରିକେଟ ରେ ଇତିହାସ ରଚିଛନ୍ତି ଭାରତର ସ୍ମୃତି ମନ୍ଧାନା। ସେ ମିତାଲି ରାଜଙ୍କୁ ପଛରେ ପକାଇ ମହିଳା ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ହାସଲକାରୀ ଖେଳାଳି ହୋଇଯାଇଛନ୍ତି। ପୂର୍ବରୁ ଅନ୍ତର୍ଜାତୀୟ […]