ନୂଆଦିଲ୍ଲୀ: ଭାରତ ସରକାର AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଏବେ ଯେକୌଣସି ଆପତ୍ତିଜନକ ବିଷୟବସ୍ତୁକୁ ମାତ୍ର […]
Category: ଦେଶ
ଆତ୍ମସମର୍ପଣ କଲେ ୫୧ ଜଣ ମାଓବାଦୀ
ଛତିଶଗଡ:ବିଜାପୁର ଏବଂ ସୁକୁମା ଜିଲ୍ଲାରେ ଅସ୍ତ୍ରଶସ୍ତ୍ର ସହିତ ପୁଲିସ ଏବଂ ସି.ଆର୍.ପି.ଏଫ୍. ବରିଷ୍ଠ ଅଧିକାରୀଙ୍କ ନିକଟରେ ମୋଟ ୫୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀଙ୍କ ଉପରେ ୧ କୋଟି ୬୧ ଲକ୍ଷ […]
ଷଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍ ଚାମ୍ପିୟନ ହେଲା ଭାରତ
ନୂଆଦିଲ୍ଲୀ: ରେକର୍ଡ ଷଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍ରେ ଚାମ୍ପିୟନ ହେଲା ଭାରତ। ଇଂଲଣ୍ଡକୁ ୧୦୦ ରନ୍ରେ ପରାସ୍ତ କରି ଭାରତ ପୁଣି ହାତେଇଛି ଏହି ଟାଇଟଲ। ହରାରେ ଖେଳା […]
ଆମ୍ ଆଦ୍ମୀ ପାର୍ଟି (AAP)ର ନେତାଙ୍କୁ ଗୁଳି କରି ହତ୍ୟା
ପଞ୍ଜାବ:ଜଳନ୍ଧରରେ ଶୁକ୍ରବାର ଆମ୍ ଆଦ୍ମୀ ପାର୍ଟି (AAP)ର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଙ୍କ ନାଁ ଲକି ଓବେରାୟ।ଜଳନ୍ଧରର ଜନଗହଳିପୂର୍ଣ୍ଣ ମଡେଲ ଟାଉନ ଅଞ୍ଚଳରେ ଥିବା ଏକ ଗୁରୁଦ୍ୱାର ବାହାରେ ଘଟିଛି […]
‘ପରୀକ୍ଷା ପେ ଚର୍ଚ୍ଚା’ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବଶ୍ରେଷ୍ଠ ମାର୍ଗଦର୍ଶକ: କେନ୍ଦ୍ର ଶିକ୍ଷାମନ୍ତ୍ରୀ
ନୂଆଦିଲ୍ଲୀ: ‘ପରୀକ୍ଷା ପେ ଚର୍ଚ୍ଚା’ ଦେଶର କୋଟି କୋଟି ବିଦ୍ୟାର୍ଥୀଙ୍କୁ ନୂଆ ରାସ୍ତା ଦେଖାଉଛି । ପ୍ରଧାନମନ୍ତ୍ରୀଙ୍କ ଛୋଟ ଛୋଟ ଟିପ୍ସ ଏବଂ ସରଳ ଉଦାହରଣ ଛାତ୍ରଛାତ୍ରୀଙ୍କ ମନରୁ ପରୀକ୍ଷା ଭୟ ଦୂର କରି […]
ଓ୍ଵିମେନ ପ୍ରିମିୟର ଲିଗ୍:ଦ୍ଵିତୀୟ ଥର ଚାମ୍ପିଅନ ହେଲା ଆରସିବି
ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ଓ୍ଵିକେଟରେ ହରାଇ ଦ୍ଵିତୀୟ ଥର ଟାଇଟଲ୍ ଜିତିଛି ଆରସିବି। ଅନ୍ୟପଟେ ଲଗାତାର ଚତୁର୍ଥ ଥର ଫାଇନାଲରେ ପହଞ୍ଚି ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସର ଚାମ୍ପିଅନ ହେବାର ସ୍ଵପ୍ନ ଧୂଳିସାତ ହୋଇଛି। […]
ମଣିପୁରକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ:ମଣିପୁରରେ ସରିଲା ରାଷ୍ଟ୍ରପତି ଶାସନ । ଏକ ବର୍ଷ ପରେ ହଟିଛି ରାଷ୍ଟ୍ରପତି ଶାସନ । ବୁଧବାର ସଂନ୍ଧ୍ୟାରେ ମଣିପୁରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ୟୁମନାମ ଖେମଚାନ୍ଦ । ଅଜୟ ଭଲ୍ଲା […]
ଜୁଲାଇ ୨୦୨୬ ସୁଦ୍ଧା ଉତ୍ତରାଖଣ୍ଡରୁ ମଦ୍ରାସା ବୋର୍ଡ ହେବ ଉଚ୍ଛେଦ
ନୂଆଦିଲ୍ଲୀ: ଜୁଲାଇ ୨୦୨୬ ସୁଦ୍ଧା ମଦ୍ରାସା ବୋର୍ଡକୁ ଉଚ୍ଛେଦ କରିବାକୁ ଯାଉଛନ୍ତି ଉତ୍ତରାଖଣ୍ଡ ସରକାର। ନୂତନ ବ୍ୟବସ୍ଥା ଅନୁଯାୟୀ, ଉତ୍ତରାଖଣ୍ଡ ରାଜ୍ୟ ସଂଖ୍ୟାଲଘୁ ଶିକ୍ଷା ପ୍ରାଧିକରଣ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ସଂଖ୍ୟାଲଘୁ ବ୍ୟାପାର […]
ଏନଡିଏ ସଂସଦୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଡିଏ ସାଂସଦୀୟ ଦଳ ବୈଠକକୁ ସମ୍ବୋଧିତ କରିଛନ୍ତି । ଆଲୋଚନା ପରେ ସରକାର ଧୈର୍ଯ୍ୟ ରଖିଲେ ଏବଂ ସେହି ଧୈର୍ଯ୍ୟର ପରିଣାମ ସ୍ୱରୁପ ଆଜିର ଏହି ଐତିହାସିକ […]
ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା
ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ଶୁଳ୍କ ହ୍ରାସ କରିଛି। ୨୫% ରୁ ୧୮% କୁ ଆମେରିକା ଶୁଳ୍କ ହ୍ରାସ କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବା ପରେ ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଏକ […]
