କୁଏତ ଓ ବାହାରିନ୍ ଉପରେ ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ

ନୂଆଦିଲ୍ଲୀ: ଶନିବାର କୁଏତ ଓ ବାହାରିନ ଉପରେ ଇରାନ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର (Ballistic Missile) ଏବଂ ଡ୍ରୋନ୍‌ ଜରିଆରେ ଭୀଷଣ ଆକ୍ରମଣ କରିଛି। ଇରାନର ଏହି ଆକ୍ରମଣକୁ ଦୃଷ୍ଟିରେ ରଖି କୁଏତ ଓ ବାହାରିନ୍‌ […]

ଆମେରିକାର ମାଲବାହୀ ଜାହାଜ ଉପରେ ଆକ୍ରମଣ

ତେହରାନ:ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ମଧ୍ୟ ଅସ୍ଥିର ରହିଛି। ଏହି ସମୟରେ, ଦୁଇ ରାଷ୍ଟ୍ର ପରସ୍ପର ବିରୁଦ୍ଧରେ ଘନଘନ ଆକ୍ରମଣ ଜାରି ରଖିଛନ୍ତି। ଏହି ପୃଷ୍ଠଭୂମି ମଧ୍ୟରେ, ଇରାକ ଉପକୂଳରେ ଏକ […]

ପାକିସ୍ତାନର କ୍ୱେଟାରେ ଟ୍ରେନରେ ଭୟଙ୍କର ବିସ୍ଫୋରଣ:୨୩ ମୃତ, ୪୭ରୁ ଅଧିକ ଆହତ

ଇସଲାମାବାଦ: ବାଲୁଚିସ୍ତାନର ରାଜଧାନୀ କ୍ୱେଟା ସହରରେ ଏକ ଚଳନ୍ତା ଯାତ୍ରୀବାହୀ ଟ୍ରେନକୁ ଲକ୍ଷ୍ୟ କରି ରେଳ ଟ୍ରାକ୍ ନିକଟରେ ଶକ୍ତିଶାଳୀ ବୋମା ବିସ୍ଫୋରଣ କରାଯାଇଛି। ଏହି ଭୟାବହ ବ୍ଲାଷ୍ଟରେ ବର୍ତ୍ତମାନ ସୁଦ୍ଧା ଅତିକମରେ ୨୩ […]

ହ୍ୱାଇଟ୍ ହାଉସ୍ ବାହାରେ ଗୁଳିକାଣ୍ଡ:ସନ୍ଦିଗ୍ଧ ଆକ୍ରମଣକାରୀ ନିହତ

ୱାସିଂଟନ:ଶନିବାର ସନ୍ଧ୍ୟାରେ ଜଣେ ସଶସ୍ତ୍ର ବନ୍ଧୁକଧାରୀ ଆମେରିକାର ରାଷ୍ଟ୍ରପତି ଭବନ ‘ହ୍ୱାଇଟ୍ ହାଉସ୍’ ବାହାରେ ଗୁଳିମାଡ଼ କରିବା ପରେ ସେଠରେ ପ୍ରବଳ ଆତଙ୍କ ସୃଷ୍ଟି ହୋଇଥିଲା । ଗୁଳିକାଣ୍ଡ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ […]

ଇରାନ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ଚୀନ୍ ଗସ୍ତ: ବେଜିଂରେ ସି ଜିନପିଙ୍ଗଙ୍କ ସହ ବୈଠକ

ନୂଆଦିଲ୍ଲୀ: ବିଶ୍ୱ ରାଜନୀତିରେ ଏକ ବଡ଼ ଧରଣର କୂଟନୈତିକ ହଲଚଲ ଦେଖିବାକୁ ମିଳିଛି। ଇରାନ ସହିତ ଜାରି ରହିଥିବା ଯୁଦ୍ଧ ଏବଂ ଆନ୍ତର୍ଜାତୀୟ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ମାସରେ […]

ସାଉଦି ଆରବରେ ଇରାନର ଆକ୍ରମଣ: ୩ଜଣ ଭାରତୀୟ ଆହତ

ନୂଆଦିଲ୍ଲୀ: ଆରବ ଏମିରେଟ୍ସରେ ତିନି ଜଣ ଭାରତୀୟ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣ ଖବରକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବୈଦେଶିକ ମନ୍ତ୍ରଣାଳୟ । ସୂଚନା ଅନୁଯାୟୀ ଇରାନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ବ୍ୟବହାର […]

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ଏବଂ ନ୍ୟୁଜିଲାଣ୍ଡ ବାଣିଜ୍ୟ ମନ୍ତ୍ରୀ ଟୋଡ ମ୍ୟାକ୍ଲେଙ୍କ ଉପସ୍ଥିତିରେ ମୁକ୍ତ ବାଣିଜ୍ୟ ରାଜିନାମା ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ବାଣିଜ୍ୟିକ […]

ୱାଶିଂଟନରେ ଟ୍ରମ୍ପଙ୍କ କାର୍ଯ୍ୟକ୍ରମରେ ଗୁଳିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କାର୍ଯ୍ୟକ୍ରମରେ ଆଖିବୁଜା ଗୁଳିମାଡ଼ ହୋଇଛି । ୱାଶିଂଟନ ଡିସିରେ ଆୟୋଜିତ ‘ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଡିନର’ ଚାଲିଥିବା ସମୟରେ ଏହି ଅଘଟଣ ଘଟିଛି । ତେବେ […]

ଇସଲାମାବାଦରେ ଯୁଦ୍ଧବିରତି ନେଇ ଆଲୋଚନା କଲେ ଇରାନ ଓ ଆମେରିକା

ଇସଲାମାବାଦ: ଶନିବାର ବିଳମ୍ବିତ ରାତିରେ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଏବଂ ଉତ୍ତେଜନା ହ୍ରାସ ପାଇଁ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଛି। ଇରାନ ସରକାର ଟ୍ୱିଟରରେ ପୋଷ୍ଟ କରିଛନ୍ତି ଯେ ପାକିସ୍ତାନ […]

୨ ସପ୍ତାହର ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ

ୱାସିଂଟନ: ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ଉଭୟ ଆମେରିକା ଓ ଇରାନ୍ । ସୋସିଆଲ ମିଡିଆ ‘ଏକ୍ସ’ରେ ଏନେଇ ପୋଷ୍ଟ କରିଛନ୍ତି ଡୋନାଲଡ ଟ୍ରମ୍ପ । ୨ ସପ୍ତାହ ପାଇଁ ଇରାନକୁ ସମୟ ଦେବାକୁ […]