ଆଇପିଏସ୍‍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର:ଓଡ଼ିଶା ପୁଲିସର ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସ୍ତରରେ ବଡ଼ଧରଣର ଅଦଳବଦଳ। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ଏହି ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏ ନେଇ ଗୃହ ବିଭାଗ ବିଭାଗ […]

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ : ପୂର୍ବ ସରକାରଙ୍କୁ କଲେ ସମାଲୋଚନା

ଅନୁଗୋଳ: ତାଳଚେର ଗୁରୁଜାଙ୍ଗଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ ଆୟୋଜିତ ହୋଇଛି । ଲକ୍ଷ୍ମଣାନନ୍ଦଙ୍କ ଜନ୍ମମାଟିରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଥିଲେ l ତାଙ୍କ ଅଭିଭାଷଣରେ […]

ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍‌ଫରେନ୍ସିଂ ବୈଠକ

କଟକ:ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ […]

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ୮୮ ବର୍ଷ ବୟସରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି ନିଜର ସୁମଧୁର କଣ୍ଠ ଓ ଅନନ୍ୟ ଗାୟନ ଶୈଳୀରେ […]

MMDR ବିଲ୍‌ କୁ ନେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି ବିରୋଧୀ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:MMDR ସଂଶୋଧନ ବିଲ୍, ୨୦୨୬କୁ ନେଇ ହେଉଥିବା ଅପପ୍ରଚାର ପାଇଁ ବିଜେଡି କଡା ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ପିଏମ ମୋଦିଙ୍କ ସ୍ୱଚ୍ଛ ନୀତି ଯୋଗୁଁ ଓଡ଼ିଶାର ଖଣି ରାଜସ୍ୱ […]

ସରକାରୀ ସେବାରେ ବିଳମ୍ବ ହେଲେ ଆପେଆପେ ହେବ ଅପିଲ୍:ଲାଗୁହେଲା ଅଟୋ-ଅପିଲ୍ ସିଷ୍ଟମ୍‌’

ଭୁବନେଶ୍ୱର:ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ (ଓଆରଟିପିଏସଏ) ଅଧୀନରେ ଥିବା ସମସ୍ତ ସୂଚିତ ସରକାରୀ ସେବା ଯୋଗାଣ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ନିମନ୍ତେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ […]

ଗାଁରେ ମିଳିବ ସହରୀ ସୁବିଧା

ଭୁବନେଶ୍ୱର: ଗାଁରେ ମିଳିବ ସହରୀ ସୁବିଧା ସୁଯୋଗ । ଏଥିପାଇଁ ସରକାର ପ୍ରତି ପଞ୍ଚାୟତଙ୍କୁ ଦେଢ଼ରୁ ତିନି କୋଟି ଟଙ୍କା ଦେବାକୁ ଯୋଜନା କରିଛନ୍ତି । ଏ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଥିବା […]

ଆଶାକର୍ମୀଙ୍କ ଠାରୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ ବ୍ଲକ୍ ପ୍ରୋଗ୍ରାମ ପରିଚାଳକ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଲକ୍ ପ୍ରୋଗ୍ରାମ ପରିଚାଳକ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।ଅଭିଯୋଗକାରିଣୀ ଆଶାକର୍ମୀଙ୍କର ମାଟ୍ରିକ ସାର୍ଟିଫିକେଟ୍ ଏବଂ ଆଧାରକାର୍ଡରେ ଦୁଇଟି ଭିନ୍ନ ଭିନ୍ନ ଜନ୍ମ […]

ଅନଲାଇନ୍ ଅଟୋ ଷ୍ଟାଣ୍ଡ ଉପରେ ବୁଲିଲା ବୁଲଡୋଜର୍ :କ୍ଷତିପୂରଣ ଭରିବେ ଅଟୋ ଚାଳକ

ଭୁବନେଶ୍ୱର:ମାଷ୍ଟରକ୍ୟାଣ୍ଟିନରେ ଅନଲାଇନ୍ ଟ୍ୟାକ୍ସି ଚାଳକଙ୍କ ହିଂସାତ୍ମକ ଆନ୍ଦୋଳନ ଘଟଣାରେ କମିଶନରେଟ୍ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାଷ୍ଟରକ୍ୟାଣ୍ଟିନସ୍ଥିତ ବେଆଇନ ଅନଲାଇନ୍ ଅଟୋ ଷ୍ଟାଣ୍ଡ କୁ ପୋଲିସ ଭାଙ୍ଗି ଦେଇଛି। ବୁଲଡୋଜର ଜରିଆରେ ସମ୍ପୂର୍ଣ୍ଣ […]

ଆନ୍ଦୋଳନ ବେଳେ ସରକାରୀ ସମ୍ପତ୍ତି ନଷ୍ଟ କରିଥିବାରୁ ୪୦୦ରୁ ଅଧିକ ଅଟୋ ପରମିଟ୍ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଅନଲାଇନ ଅଟୋ ସଂଘର ରାସ୍ତାରୋକ ଏବଂ ବସ୍ ଭଙ୍ଗାରୁଜା ମାମଲାରେ ପରିବହନ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବେଆଇନ ଭାବେ ରାସ୍ତା ଅବରୋଧ ଓ ସରକାରୀ ସମ୍ପତ୍ତି ନଷ୍ଟ କରିବାରେ ବ୍ୟବହୃତ […]