ପର୍ଯ୍ୟଟନ ହବ୍‌ ଭାବେ ଗଢ଼ିଉଠିବ ଥୁଆମୂଳ ରାମପୁର: ପ୍ରଭାତୀ ପରିଡ଼ା

ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ପ୍ରାକୃତିକ ସୌନ୍ଦର୍ଯ୍ୟକରଣ ପାଇଁ ମାନ୍ୟବର ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବୁଧବାର ଭବାନୀପାଟଣା ସର୍କିଟ୍‌ ହାଉସଠାରେ […]

ସରକାରୀ ଔଷଧ ଗୋଦାମ ବାହାରେ ପଡ଼ିଛି କୁଢ଼ କୁଢ଼ ଔଷଧ

ମୋହନା: ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିସିନ ଷ୍ଟୋର ପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ ପଡ଼ିଥିବା ଦେଖିବାକୁ ମିଳିଛି । ବହୁବର୍ଷ ପୂର୍ବରୁ ଏହି ଗୋଷ୍ଠୀ […]

ପୋଖରୀକୁ ଖସି ପଡ଼ିଲା ବରଯାତ୍ରୀ କାର୍‌, ୫ ମୃତ

ଢେଙ୍କାନାଳ: ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ସଦର ଥାନା ଛାଟିଆ ଗ୍ରାମରେ ଏକ ବରଯାତ୍ରୀ କାର୍ ଭାରସାମ୍ୟ ହରାଇ ପୋଖରୀରେ ବୁଡ଼ି ଯାଇଥିଲା । ଗାଡ଼ିରେ ୭ ଜଣ ଯୁବକ ରହିଥିବା ବେଳେ ୨ […]

ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ବଢ଼ିଲା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରିଛନ୍ତି । ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁଆରୀ ୧ରୁ ମିଳିବ। କର୍ମଚାରୀମାନେ ଏହି […]

CMOରୁ ଫାଇଲ୍ ଗାଏବ ମାମଲା: ଭୁବନେଶ୍ୱର ଜୋନ୍‌-୧ ଏସିପି କାର୍ଯ୍ୟାଳୟରେ ହାଜର ହେବା ପାଇଁ ପାଣ୍ଡିଆନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ଫାଇଲ ଗାଏବ ହେବା ଘଟଣାରେ ଭିକେ ପାଣ୍ଡିଆନଙ୍କୁ ନୋଟିସ୍ ଜାରି କରି ହାଜର ପାଇଁ ନିର୍ଦ୍ଦେଶ ଦେଇଛି କମିଶନରେଟ ପୁଲିସ। ସୂଚନା ଅନୁସାରେ, ଭୁବନେଶ୍ୱରର […]

ସଫଳ ହେଲା ମାଲକାନଗିରିର ବିମାନ ଟ୍ରାଏଲ ରନ୍

ମାଲକାନଗିରି: ମାଲକାନଗିରି ବିମାନବନ୍ଦରରେ ଆଜି ସଫଳତାର ସହ ଟ୍ରାଏଲ ରନ୍ ସମ୍ପନ୍ନ ହୋଇଛି। ଟ୍ରାଏଲ ରନ୍ ସମୟରେ IndiaOne Airର ଏକ ୯ ଆସନ ବିଶିଷ୍ଟ ବିମାନ ସୁରକ୍ଷିତ ଭାବେ ମାଲକାନଗିରି ବିମାନବନ୍ଦରରେ ଅବତରଣ […]

ରେଳ ଯାତ୍ରୀଙ୍କୁ ସୁରକ୍ଷା ଦେବ ଏଆଇ ‘ଅର୍ଜୁନ’

ଭୁବନେଶ୍ୱର: ପୂର୍ବତଟ ରେଳ ପଥରେ ସାମିଲ ହୋଇଛି ଏଆଇ ରୋବଟ୍ ‘ଅର୍ଜୁନ’। ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ, ବରିଷ୍ଠ ରେଳ ଅଧିକାରୀ ଏବଂ ରେଳ ସୁରକ୍ଷା ବଳ (RPF) ଅଧିକାରୀଙ୍କ ଉପସ୍ଥିତିରେ AI ଚାଳିତ […]

ଲାଞ୍ଚ ନେଇ ଧରାପଡ଼ିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସୀତାକାନ୍ତ ରଣା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସୀତାକାନ୍ତ ରଣା SHG ମହିଳାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି […]

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନିଟ୍‌ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି, ଦିଲ୍ଲୀରେ ଘଟୁଥିବା ଗମ୍ଭୀର ପରିସ୍ଥିତିକୁ ନେଇ ମୁଁ ବିଜେଡି […]

ଓଡ଼ିଶାରେ ୪,୫୭୩ କୋଟି ଟଙ୍କାର ନିବେଶକୁ ଅନୁମୋଦନ, ୨୨୮୭୩ ନିଯୁକ୍ତି ସୁଯୋଗ ସୃଷ୍ଟି

ଭୁବନେଶ୍ୱର: ସମୃଦ୍ଧ ଓଡ଼ିଶା ୨୦୩୬ର ଦୃଷ୍ଟିକୋଣ ହାସଲ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୮ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ […]