ପାରିବାରିକ ଗଣ୍ଡଗୋଳରୁ ବୋମାମାଡ଼, ବଡ଼ ଭାଇ ମୃତ

ଭୁବନେଶ୍ୱର: ପାରିବାରିକ ଗଣ୍ଡଗୋଳରୁ ଭୟଙ୍କର ରୂପ ନେଲା ବିବାଦ। ଭାଇ ଉପରକୁ ଭାଇ ବୋମା ଫିଙ୍ଗିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ୱର ଉପକଣ୍ଠ ମହୁଲ ଗାଁରେ […]

ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନା ଅଞ୍ଚଳରେ ଆଜି ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ଶଙ୍ଖ ନଦୀରେ ଗାଧୋଉଥିବା ସମୟରେ ବୁଡ଼ିଯାଇ ୩ ଜଣ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, […]

ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନ ଖାରଜ କଲା SSRB

ଭୁବନେଶ୍ୱର: ବହୁଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଜେଲରୁ ମୁକୁଳିବା ସମ୍ଭାବନା କ୍ଷୀଣ ହୋଇପଡ଼ିଛି। ଷ୍ଟେଟ୍ ସେଣ୍ଟନ୍ସ ରିଭ୍ୟୁ ବୋର୍ଡ (SSRB) ଦ୍ୱାରା ତାଙ୍କର ଆଗୁଆ ମୁକ୍ତି ପାଇଁ ହୋଇଥିବା […]

ସରକାରୀ ଖର୍ଚ୍ଚର ହିସାବ ଦେଉନାହାନ୍ତି ବିଭାଗ

ଭୁବନେଶ୍ୱର: ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ବିଭାଗ ପକ୍ଷରୁ ମୋଟ ୨୫,୯୩୮.୧୫ କୋଟି ଟଙ୍କାର ୨୬,୩୮୫ଟି […]

ଭୁବନେଶ୍ୱରରୁ ଚୋରା ମୋବାଇଲ୍‌ ରାକେଟ୍‌ର ପରଦାଫାଶ

ଭୁବନେଶ୍ୱର: ପରୀକ୍ଷା କେନ୍ଦ୍ର ବାହାରେ ଅଭିଭାବକର ଚେହେରା ଦେଖାଇ ସ୍କୁଟି ଓ ମୋବାଇଲ୍ ଚୋରି କରୁଥିବା ଏକ ଚାଲାକ୍‌ ଗ୍ୟାଙ୍ଗର ପରଦାଫାଶ କରିଛି ଇନଫୋସିଟି ଥାନା ପୋଲିସ। ଏହି ଘଟଣାରେ ପୋଲିସ ୩ ଜଣ […]

ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା:ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ହେଉଛି ନୂଆଁଖାଇ।ଚାଷ, ମାଟି ଓ ମଣିଷ ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ପ୍ରତୀକ ହେଉଛି ଏହି ପର୍ବ। ଏହି ପବିତ୍ର ଦିନରେ ଚାଷୀ ନିଜ ପରିଶ୍ରମର ପ୍ରଥମ […]

ମୁଖ୍ୟମନ୍ତ୍ରୀଙ୍କ କ୍ଵାଟର ମରାମତିରେ ଖର୍ଚ୍ଚ ହୋଇଛି ୩.୩୧କୋଟି ଟଙ୍କା, ହେଲିକପ୍ଟର, ଏୟାରକ୍ରାଫ୍ଟ ବ୍ୟବହାର କରିଛନ୍ତି ୧୧୯ଥର: RTI ତଥ୍ୟ

ଭୁବନେଶ୍ୱର: ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନ ମରାମତି ଓ ନବୀକରଣ ବାବଦରେ ମୋଟ ୩କୋଟି ୩୧ଲକ୍ଷ ୯ହଜାର ୭୨୭ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। […]

OMFED କ୍ଷୀର ପରେ ବଜାରକୁ ଆସିବ OMFED ଆଇସକ୍ରିମ୍ ଓ ପାଣି

ଭୁବନେଶ୍ୱର: ଖୁବଶୀଘ୍ର ବଜାରକୁ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି ବି ଆସିବ l କେବଳ ଡେୟାରି ବ୍ରାଣ୍ଡ ଓମ୍‌ଫେଡ ଏବେ କ୍ଷୀର ଓ ଦୁଗ୍ଧଜାତ ପଦାର୍ଥରେ ସୀମିତ ରହିବ ନାହିଁ। ବୋର୍ଡ ଅନୁମୋଦନ ପରେ […]

ଗଣେଶ ପୂଜା ପାଇଁ କଟକଣା ଜାରି କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ଗଣେଶ ପୂଜା ପାଇଁ ଚଳିତବର୍ଷ ଭୁବନେଶ୍ୱରରେ କଟକଣା ଜାରି କରିଛି କମିଶନରେଟ ପୋଲିସ। ଗଣେଶ ପୂଜାରେ ବାଜିବନି ଡିଜେ। ଭସାଣୀ ବେଳେ ଫୁଟିବନି ବାଣ । ରାତି ୧୦ଟା ଭିତରେ ସରିବ ମେଲୋଡି […]

ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଇରଫାନ ଆହତ

ଭୁବନେଶ୍ବର: ସମ୍ବଲପୁର ସଦର ଥାନା ଅନ୍ତର୍ଗତ କେନାଲ ରୋଡ୍, ସୁଡୁଙ୍ଗା ଜଙ୍ଗଲ ନିକଟରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇରଫାନ ଗୁରୁତର ଆହତ ହୋଇଛି। ଆଜି ଭୋର ପ୍ରାୟ ୫.୪୫ ମିନିଟ୍‌ରେ ଏହି […]