ନକଲି ବିଇଡି ପ୍ରମାଣପତ୍ର ଦେଇ ଶିକ୍ଷକ ପାଇଲେ ଚାକିରି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଗୋଳାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ସେଠୀ ନକଲି ବିଇଡି ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି କରିଥିଲେ । ନକଲି ବିଇଡି ପ୍ରମାଣପତ୍ର […]

ପୁରୀ -ଭୁବନେଶ୍ୱର ଜାତୀୟ ରାଜପଥ କୁ ଅବରୋଧ କଲେ ଆଇନଜୀବୀ

ପୁରି:ଆଇନଜୀବୀମାନେ ମାଳତୀପାଟପୁର ଛକ ନିକଟରେ ସକାଳ ୯ଟାରୁ ଦିନ ୩ଟା ଯାଏ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ପୁରୀ କୋର୍ଟ କମ୍ଲେସ ସ୍ଥାନାନ୍ତରଣକୁ ବିରୋଧ କରି ଆଇନଜୀବୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।ଫଳରେ […]

ଉପକାରଗାର ଜେଲର୍ ଏବଂ ଅଧିକ୍ଷଣ ସନ୍ତୋଷିନୀ ଦାଶଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ଡିଜି

ଭୁବନେଶ୍ୱର:ଉପକାରଗାର ଜେଲର୍ ଏବଂ ଅଧିକ୍ଷଣ ସନ୍ତୋଷିନୀ ଦାଶଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ବଦଳି ପରେ କାର୍ଯ୍ୟରେ ଯୋଗ ନ ଦେବାରୁ ତାଙ୍କୁ ଜେଲ୍ ଡିଜି ନିଲମ୍ବିତ କରିଛନ୍ତି । ସନ୍ତୋଷିନୀ ଦାଶ ଚୌଦ୍ୱାର […]

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପରିଚୟ ପତ୍ର ବାଧ୍ୟତାମୂଳକ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏବେ ପରିଚୟ ପତ୍ର ବାଧ୍ୟତାମୂଳକ। ନିୟମ ଉଲ୍ଲଂଘନ କଲେ ହେବ ପୋଲିସ କାର୍ଯ୍ୟାନୁଷ୍ଠାନ। ବିଶ୍ୱବିଦ୍ୟାଳୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଉତ୍କଳ […]

ଥାଇଲାଣ୍ଡରେ ଫସିରହିବା ୬ ଓଡ଼ିଆ ଶ୍ରମିକ ଉଦ୍ଧାର ପାଇଁ ବୈଦଶିକ ମନ୍ତ୍ରାଳୟକୁ ଚିଠି

ଭୁବନେଶ୍ୱର: ଥାଇଲାଣ୍ଡରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବୈଦଶିକ ମନ୍ତ୍ରାଳୟକୁ ଚିଠି ଲେଖି ଅବଗତ କରାଯାଇଛି । […]

ବାଲ୍ୟ ବିବାହ ମୁକ୍ତ ହେଲା ଦେବଗଡ଼ ଜିଲ୍ଲା

ଭୁବନେଶ୍ୱର: ପୂର୍ବରୁ ରାଜ୍ୟରେ ଗଞ୍ଜାମ ଓ ଗଜପତି ବାଲ୍ୟ ବିବାହ ମୁକ୍ତ ଘୋଷିତ ହୋଇଥିବାବେଳେ ଏବେ ଦେବଗଡ଼ ତୃତୀୟ ଜିଲ୍ଲା ଭାବେ ଏ ମାନ୍ୟତା ପାଇବାକୁ ଯାଉଛି । ୨୦୩୦ ସୁଦ୍ଧା ଓଡ଼ିଶା ହେବ […]

ପଳାଶୁଣୀରେ ହେବ ୬ ଲେନ୍ ରାସ୍ତା, ଦୂର ହେବ ସମସ୍ୟା

ଭୁବନେଶ୍ୱର: ପଳାଶୁଣୀରୁ ହଂସପାଳ ମଧ୍ୟରେ ବଢୁଥିବା ଟ୍ରାଫିକ୍ କୁ କମାଇବାକୁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସଡକ କର୍ତ୍ତୃପକ୍ଷ । ଦୀର୍ଘ ଦିନ ଧରି ସକାଳେ ଏବଂ ସନ୍ଧ୍ୟା ସମୟରେ ଭୟାବହ ଟ୍ରାଫିକ୍ ଜାମ୍ […]

ଆସିଲା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ; ଉନ୍ନତି ପଥରେ ଓଡିଶା

ଭୁବନେଶ୍ୱର: ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ଜାତୀୟ ସ୍ତରଠୁ ବୃଦ୍ଧି ପାଇଛି ରାଜ୍ୟର ମୁଣ୍ଡ ପିଛା ଆୟ । ୨୦୨୫-୨୬ ରେ ରାଜ୍ୟର ମୁଣ୍ଡପିଛା ଆୟରେ ୯.୨% ଅଭିବୃଦ୍ଧି ହୋଇଛି । ଜାତୀୟ ଅଭିବୃଦ୍ଧି […]

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ: ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ଲକ୍ଷ୍ୟ ହାସଲ ନେଇ ଆଲୋଚନା

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭ ଲକ୍ଷ୍ୟ ରଖି ପ୍ରସ୍ତୁତି ହୋଇଥିବା ୨ ବର୍ଷିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା […]