ଭାରତ ପାଇଁ ‘ହୋର୍ମୁଜ ବାଟ ’ ଖୋଲିଲା ଇରାନ

ନୂଆଦିଲ୍ଲୀ:ହୋର୍ମୁଜ ଷ୍ଟ୍ରେଟ୍‌ରେ ଫସି ରହିଥିବା ଭାରତର ଦୁଇଟି ଏଲ୍‌ପିଜି ଟ୍ୟାଙ୍କରକୁ ସୁରକ୍ଷିତ ଭାବେ ବାହାରିବାକୁ ଅନୁମତି ଦେଇଛି ଇରାନ। ଏହି ଘଟଣାର କିଛି ଘଣ୍ଟା ପୂର୍ବରୁ ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫତହାଲି […]

ଭାରତରୁ ଗଲେ ଇରାନର ଯୁଦ୍ଧଜାହାଜ IRIS ଲାଭାନାର କ୍ରୁ ସଦସ୍ୟ

କୋଚି: ଇରାନୀ ନୌସେନା ଜାହାଜ ଆଇରିସ୍ ଲାଭାନର ପ୍ରାୟ ୧୦୦ ଜଣ କ୍ରୁ ସଦସ୍ୟ କୋଚି ବିମାନବନ୍ଦର ଦେଇ ଭାରତ ଛାଡିଛନ୍ତି। ଦକ୍ଷିଣ ନୌସେନା କମାଣ୍ଡ ପକ୍ଷରୁ କୌଣସି ଆନୁଷ୍ଠାନିକ ନିଶ୍ଚିତକରଣ କରାଯାଇ ନାହିଁ। […]

ବିଜେପି କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ନେଇ ବିଜେପି ଚଳଚଞ୍ଚଳ। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ। ବିଜେପିର ବରିଷ୍ଠ ନେତା ଓ […]

କ୍ଷୀର ଉତ୍ପାଦନ ଏବଂ ବିକ୍ରି ପାଇଁ ଏଣିକି ଲାଇସେନ୍ସ ଅନିବାର୍ଯ୍ୟ:FSSAI

ନୂଆଦିଲ୍ଲୀ: କ୍ଷୀର ଉତ୍ପାଦନ ଏବଂ ବିକ୍ରି ପାଇଁ ଏଣିକି ଲାଇସେନ୍ସ ଅନିବାର୍ଯ୍ୟ ହେବ।ଦୁଗ୍ଧ ତଥା ଡାଏରି ଉତ୍ପାଦନରେ ବଢ଼ିଚାଲିଥିବା ଅପମିଶ୍ରଣକୁ ରୋକିବାକୁ ଫୁଡ୍ ସେଫ୍ଟି ଅଥରିଟି ଅଫ୍ ଇଣ୍ଡିଆ ତଥା (FSSAI) ପକ୍ଷରୁ ଏହି […]

ରବୀନ୍ଦ୍ର ଜେନାଙ୍କ ବିଜେପି ରେ ଯୋଗଦାନ ପରେ ଇସ୍ତଫା ଦେଲେ ଜୀବନ ପ୍ରଦୀପ

ଭୁବନେଶ୍ୱର: ପୂର୍ବତନ ବିଜେଡ଼ି ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ସାମିଲ ହେବା ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଶୁକ୍ରବାର ନିଜ ର ଅସନ୍ତୋଷ ପ୍ରକାଶ କରି ବିଜେପିରୁ ଇସ୍ତଫା ଦେଇଛନ୍ତି […]

ନବୀନ ନିବାସରେ ୩ ଦିନ ଚାଲିବ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର:ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକିଲେ ନବୀନ ପଟ୍ଟନାୟକ । ୩ ଦିନ ଧରି ଚାଲିବ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର । ନବୀନ ନିବାସରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୬ ତାରିଖରେ ଅନୁଷ୍ଠିତ […]

ମାସିକ ଧର୍ମ ଛୁଟି ଆଇନ ହେଲେ ମହିଳାଙ୍କ ନିଯୁକ୍ତି କମିପାରେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ମାସିକ ଧର୍ମ ଛୁଟି ଆଇନ ଆଣିବାକୁ ଆସିଥିବା ଯାଚିକାର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟା ବାଗଚୀଙ୍କ ଖଣ୍ଡପୀଠ ଏହି ଯାଚିକାର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ […]

ମହିଳାମାନେ ନିଯୁକ୍ତ ହେବେ ଅଗ୍ନିଶମ ସେବା କ୍ଷେତ୍ରରେ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଲୋକସେବା ଭବନରେ ଆୟୋଜିତ ଅଗ୍ନିଶମ ଓ ଜରୁରୀକାଳୀନ ସେବା, ହୋମଗାର୍ଡ ଏବଂ ନାଗରିକ ସୁରକ୍ଷା କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ […]

LPG ବିକଳ୍ପ ଭାବେ ରାଜ୍ୟକୁ ଦିଆଯିବ ୪୦ହଜାର ଲିଟର କିରୋସିନ୍

ନୂଆଦିଲ୍ଲୀ: ଦେଶରେ ଏବେ ଏଲ୍‌ପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି। କାରଣ ଲୋକେ ଏଲପିଜିର ଅଭାବ ଦେଖାଯିବାର ଆଶଙ୍କାରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ସିଲିଣ୍ଡର ବୁକିଂ କରୁଛନ୍ତି। ଅନେକ ସ୍ଥାନରେ ରୋଷେଇ କରିବା ପାଇଁ […]

ଦୁବାଇ ଉପରେ ପୁଣି ଆକ୍ରମଣ, ବୁର୍ଜ ଖଲିଫା ନିକଟ କୋଠା ଧୂଆଁମୟ

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ଆଜି ୧୪ତମ ଦିନରେ ପ୍ରବେଶ କରିଥିବାବେଳେ ଆଜି ପୁଣି ଦୁବାଇରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ନିକଟବର୍ତ୍ତୀ କୋଠାଗୁଡ଼ିକୁ ଥରାଇ ଦେଇଥିଲା। […]