ଭୁବନେଶ୍ବର: ପୁରୀ କୋର୍ଟ ପରିସରକୁ ପୁଣି ଥରେ ବୋମା ଧମକ ଆସିବା ଫଳରେ ସୋମବାର ଶ୍ରୀକ୍ଷେତ୍ରରେ ଚାଞ୍ଚଲ୍ୟ ଖେଳିଯାଇଛି। ଏକ ଅଜଣା ଇ-ମେଲ୍ ଆଇଡିରୁ କୋର୍ଟକୁ ଉଡ଼ାଇ ଦେବା ପାଇଁ ଆସିଥିବା ଏହି ବାର୍ତ୍ତା […]
Month: March 2026
ଦୁଇ ବର୍ଷରେ ସାଇବର ଠକେଇରେ ଲୁଟି ନେଇଛନ୍ତି ୭୧୧ କୋଟି
ଭୁବନେଶ୍ୱର: ଅନଲାଇନରେ କାରବାର କରୁଥିବା ଲୋକମାନଙ୍କୁ ସାବଧାନ। ମାତିଛନ୍ତି ସାଇବର ଲୁଟେରା । ଆଖି ପିଛୁଳାକେ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ସାଇବର ଠକ । ବିଧାନସଭାରୁ ଆସିଛି ଡରାଇଭଳି ତଥ୍ୟ । […]
ସଚିବାଳୟରେ ବଡ଼ବାବୁଙ୍କ ପଦବୀ ସହ ଖାଲି ପଡ଼ିଛି ଅନେକ ପଦବୀ
ଭୁବନେଶ୍ୱର: ଓଡ଼ିଶା ଲୋକସେବା ଭବନରେ ବଡ଼ ବାବୁଙ୍କ ପଦବୀ ଖାଲି ପଡିଛି। ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି। ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସଚିବାଳୟର ବିଭିନ୍ନ […]
ବିଧାନସଭାରେ ନୂଆ ସବ୍-ଟ୍ରେଜରୀକୁ ନେଇ ପ୍ରଶ୍ନ,ଉତ୍ତର ରଖିଲେ ଆଇନ ମନ୍ତ୍ରୀ
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଗୃହରେ ସ୍ଵାଭାବିକ ଭାବେ ପ୍ରଶ୍ନକାଳ ଜାରି ରହିଛି। ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି। ପ୍ରଶ୍ନକାଳ ମଧ୍ୟରେ ସବ୍-ଟ୍ରେଜରୀକୁ […]
ଇରାନର ସର୍ବୋଚ୍ଚ ନେତା ହେଲେ ମୋଜତାବା ଖାମେନି
ତେହେରାନ: ଆୟାତୋଲ୍ଲା ଅଲି ଖାମେନିଙ୍କ ପୁଅ ମୋଜତାବା ଖାମେନିଙ୍କୁ ଦେଶର ନୂତନ ସର୍ବୋଚ୍ଚ ନେତା ନିଯୁକ୍ତ କରାଯାଇଛି। ଇରାନର ବିଶେଷଜ୍ଞ ସଭା ତାଙ୍କ ପିତାଙ୍କ ମୃତ୍ୟୁର କିଛି ଦିନ ପରେ ଏହି ନିଷ୍ପତ୍ତି ନେଇଛି। […]
ନବୋଦୟ ବିଦ୍ୟାଳୟର ୩ ଜଣ କର୍ମଚାରୀ ନିଲମ୍ବିତ
କୋରାପୁଟ: କୋଲାବ ଜଳଭଣ୍ଡାରରେ ୩ ଜଣ ଛାତ୍ର ବୁଡ଼ିଯାଇ ମୃତ୍ୟୁ ହେବା ଘଟଣାରେ କର୍ତ୍ତୃପକ୍ଷ ନବୋଦୟ ବିଦ୍ୟାଳୟର ୩ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି। ସେମାନେ ହେଲେ ପଦାର୍ଥ ବିଜ୍ଞାନ ଶିକ୍ଷକ ଚମନ୍ କୁମାର, କ୍ରୀଡ଼ା […]
ଟି୨୦ କ୍ରିକେଟ ବିଶ୍ୱକପ ଚାମ୍ପିୟାନ ହେଲା ଭାରତ
ନୂଆଦିଲ୍ଲୀ: ଅହମ୍ମଦାବାଦ ର ନରେନ୍ଦ୍ର ମୋଦି ଷ୍ଟାଡିଅମ ରେ ରବିବାର ଅନୁଷ୍ଠିତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ଟି୨୦ କ୍ରିକେଟ ବିଶ୍ୱକପ ଚାମ୍ପିୟାନ ହୋଇଛି ଭାରତ l ସଞ୍ଜୁ ସାମସନ, ଅଭିଷେକ ଶର୍ମା […]
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେଯୋଗ୍ୟ ମହିଳା ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି।
ପୁରୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି। ପୁରୀ ତାଳବଣିଆ ଠାରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ […]
ଓଡିଶାକୁ ଦୁର୍ନୀତି ମୁକ୍ତ କରିବାକୁ ମନ୍ତ୍ରୀଙ୍କ ଚେତାବନୀ
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଦୁର୍ନୀତି ବୃଦ୍ଧି ପାଉଛି। ବିଶେଷ କରି ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଅଧିକ ପରିଲକ୍ଷିତ ହେଉଛି। ତେଣୁ ସବୁବେଳେ ସରକାରୀ କାର୍ଯ୍ୟରେ କୌଣସି ପ୍ରକାର ଦୁର୍ନୀତି ନକରିବାକୁ ନିର୍ଦ୍ଦେଶ ଦିଆଯାଉଛି। […]
ଇରାନର ତୈଳ ଭଣ୍ଡାର ଉପରେ ଆମେରିକା ଓ ଇସ୍ରାଏଲର ବୋମା ମାଡ
ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ ଆଉ ଏକ ବଡ ହମଲା କରିଛି । ମିଳିଥିବା ରିପୋର୍ଟ ଅନୁସାରେ, ଇସ୍ରାଏଲ ଏଥର ତେହରାନର ତେଲ ଭଣ୍ଡାରକୁ ଟାର୍ଗେଟ୍ କରିଛି । ଏହା ଦ୍ୱାରା ଇରାନର ଘରୋଇ […]
