ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଇତିହାସରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ଚେନ୍ନାଇ ସୁପର କିଙ୍ଗସ୍ (CSK)। ଶୁକ୍ରବାର ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚରେ ୨୦୯ ରନର ବିଶାଳ ସ୍କୋର କରିବା […]
Month: April 2026
‘ଇଣ୍ଡିଆ ସ୍କିଲ୍ସ’ରେ ଟିମ୍ ଓଡ଼ିଶା ହାତେଇଲା ୧୫ ସ୍ଵର୍ଣ୍ଣ ସହ ୫୭ ପଦକ
ଭୁବନେଶ୍ୱର: ଜାତୀୟସ୍ତରୀୟ ପ୍ରତିଯୋଗିତା ‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନ କରିଛି । ‘ଟିମ୍ ଓଡ଼ିଶା’ ଏହି ପ୍ରତିଯୋଗିତାରେ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ଟି ପଦକ ହାସଲ କରି ଚାମ୍ପିୟନ ହୋଇଛି। […]
ଝାରସୁଗୁଡା ବିମାନ ବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା
ଝାରସୁଗୁଡା: ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏୟାର କାର୍ଗୋ ସେବା ଆରମ୍ଭ ଦିଗରେ ଆଲୋଚନା ହୋଇଛି । ପ୍ରାଥମିକ ପର୍ୟ୍ୟାୟରେ କ୍ଷୁଦ୍ର ଏୟାର କାର୍ଗୋ ପରେ […]
ରେଳୱେ ବୋର୍ଡର ନିଷ୍ପତ୍ତି କୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା: ସ୍ପଷ୍ଟୀକରଣ ଦେଲା ରେଳ ମନ୍ତ୍ରାଳୟ
ଭୁବନେଶ୍ବର: ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ । ରେଳୱେ ବୋର୍ଡର ଏହି ନିଷ୍ପତ୍ତି ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ପ୍ରେସମିଟରେ ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କରିଛି […]
କଶ୍ମୀର ପର୍ଯ୍ୟଟନକୁ ପ୍ରଭାବିତ କଲା ଯୁଦ୍ଧ: ବିମାନ ଚଳାଚଳ ହ୍ରାସ
ଶ୍ରୀନଗର: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ପ୍ରତିକୂଳ ପ୍ରଭାବିତ କରୁଛି। ଉପତ୍ୟକାର ଅର୍ଥନୀତିର ମେରୁଦଣ୍ଡ ଭାବରେ ବିବେଚିତ ପର୍ଯ୍ୟଟନ ଶିଳ୍ପ ଋତୁ ଆରମ୍ଭରେ ଗୁରୁତର ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ପ୍ରଥମେ […]
୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ
ଭୁବନେଶ୍ୱର:ଏଣିକି ଟେଟ୍ରା ପ୍ୟାକରେ ମଦ ମିଳିବ । ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର । ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ନୂଆ ଗାଇଡଲାଇନ ଅନୁସାରେ, ପୁରୀ […]
ଆଳୁ ଦର ୧୨ ଟଙ୍କାରୁ ଅଧିକ ହେଲେ ହେବ କାର୍ଯ୍ୟାନୁଷ୍ଠାନ: ଯୋଗାଣ ବିଭାଗ
ଭୁବନେଶ୍ୱର: ଖୁଚୁରା ବ୍ୟବସାୟୀମାନେ ଆଳୁ କିଲୋ ୧୨ ଟଙ୍କାରୁ ଅଧିକରେ ବିକ୍ରି କଲେ ଯିବେ ଜେଲ୍। ରାଜଧାନୀର ବିଭିନ୍ନ ମାର୍କେଟରେ ଚଢାଉ କରାଯିବା ସହ ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର […]
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ରହିବା ବାଧ୍ୟତାମୂଳକ
ଭୁବନେଶ୍ୱର: ଓଡିଶା ସରକାର ସମସ୍ତ ସରକାରୀ କୋଠା ପ୍ରକଳ୍ପ ପାଇଁ ଅନୁପାଳନକୁ ବାଧ୍ୟତାମୂଳକ କରି କଠୋର ନିୟମ ଲାଗୁ କରିଛନ୍ତି। ଯେଉଁଥିରେ ନୂତନ ଅଗ୍ନି ନିରାପତ୍ତା ନିର୍ଦ୍ଦେଶାବଳୀ ପ୍ରଚଳନ କରିଛନ୍ତି। ଏହି ପଦକ୍ଷେପର ଲକ୍ଷ୍ୟ […]
୮ଜଣ ନକଲି ସିଆଇଡି ଅଧିକାରୀ ଗିରଫ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଅନୁଷ୍ଠାନରେ ବେଆଇନ କାର୍ଯ୍ୟ ଏବଂ ଋଣ ପରିଶୋଧ ହୋଇନଥିବା କହି ଲୁଟୁଥିଲେ ଟଙ୍କା । ଭୁବନେଶ୍ୱର କମିଶନରେଟ୍ ପୋଲିସ ୮ ଜଣ ନକଲି ସିଆଇଡି ଅଧିକାରୀଙ୍କର ପର୍ଦ୍ଦାଫାସ୍ କରିଛି […]
ଔଷଧ ଆମଦାନୀ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗେଇଲେ ଡୋନାଲ୍ଡ ଟ୍ରମ୍ପ
ୱାସିଂଟନ: ଡୋନାଲ୍ଡ ଟ୍ରମ୍ପ ଆମେରିକାକୁ ଆମଦାନି ହେଉଥିବା ବ୍ରାଣ୍ଡେଡ୍ ଔଷଧ ଉପରେ ୧୦୦% ଶୁଳ୍କ ଲାଗୁ କରିଛନ୍ତି । ନୂତନ ନିର୍ଦ୍ଦେଶ ଅନୁଯାୟୀ ଭାରତ ସମେତ ଦେଶଗୁଡ଼ିକରୁ ପେଟେଣ୍ଟ ଔଷଧ ଆମଦାନି ଉପରେ ୧୦୦% […]
