ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଡିଜିଟାଲ୍ ଜନଗଣନାର ସ୍ୱ-ଗଣନା ପ୍ରକ୍ରିୟାରେ ଅଂଶଗ୍ରହଣ କରିଛନ୍ତି, ଯାହା ରାଜ୍ୟରେ ଆଧୁନିକ ଜନଗଣନା ପ୍ରଥା ଗ୍ରହଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ନବୀନ ନିଜ ବାସଭବନରେ […]
Month: April 2026
ଅଚ୍ୟୁତ ସାମନ୍ତଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ନିନ୍ଦା କଲେ ମନ୍ତ୍ରୀ
ଭୁବନେଶ୍ୱର: ଅଚ୍ୟୁତ ସାମନ୍ତଙ୍କ ପୂର୍ବ ଜନ୍ମର କର୍ମଫଳ ପାଇଁ ଭିନ୍ନକ୍ଷମ ଶିଶୁ ଭାବେ ଜନ୍ମ ମନ୍ତବ୍ୟକୁ ନିନ୍ଦା କଲେ ମନ୍ତ୍ରୀ । ମୁଁ ଏହି କଥାକୁ ଗ୍ରହଣ କରି ପାରୁନି । ପ୍ରେରିତ କରି […]
ଏକାମ୍ର କ୍ଷେତ୍ରରେ ‘ଐତିହ୍ୟ ମାରାଥନ’ ଅନୁଷ୍ଠିତ
ଭୁବନେଶ୍ୱର: ‘ଓଡ଼ିଆ ପକ୍ଷ’ ଅବସରରେ ୫ମ ଦିନରେ ଆଜି ରାଜଧାନୀର ଐତିହାସିକ ଏକାମ୍ର କ୍ଷେତ୍ରରେ ‘ଐତିହ୍ୟ ଗଣଦୌଡ଼’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୫ଟା ୩୦ରେ ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ମୁକ୍ତେଶ୍ୱର […]
ମେଟ୍ରୋ ପ୍ରକଳ୍ପକୁ ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ବୟାନ
ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦିନରେ ନିଶ୍ଚିତ ଭାବରେ ମେଟ୍ରୋ ହେବ। ବର୍ତ୍ତମାନ ସ୍ଥିତିରେ ମେଟ୍ରୋ କରି ନିଜର ନିର୍ବାଚନ ଚାଲ ଖେଳିବା ଏବଂ ମେଟ୍ରୋ କରି ପ୍ରତିବର୍ଷ ଦୁଇ ହଜାର କୋଟି କ୍ଷତି କରିବାର […]
କ୍ୟାବିନେଟ ବୈଠକରେ ୧୬ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
ଭୁବନେଶ୍ୱର: ଶନିବାର କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୩ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବୈଠକ ପରେ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ଶାସନ […]
ଘରୋଇ ସ୍କୁଲରେ NCERT ବହି ପଢ଼ାଯିବା ବାଧ୍ୟତାମୂଳକ ହେବ:ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏଣିକି ଘରୋଇ ସ୍କୁଲରେ NCERT ବହି ପଢ଼ାଯିବା ବାଧ୍ୟତାମୂଳକ ହେବ । ଘରୋଇ ସ୍କୁଲ ଗୁଡ଼ିକରେ ନିଜସ୍ୱ ପ୍ରକାଶନୀ ବହି ବିକ୍ରି କରି ଅଭିଭାବକଙ୍କୁ ଶୋଷଣ କରିବା […]
ପ୍ରତିରକ୍ଷା ବଜେଟ୍ ବଢେଇବା ପାଇଁ ଦାବି କଲେ ଟ୍ରମ୍ପ
ୱାସିଂଟନ:ମଧ୍ୟପ୍ରାଚ୍ୟରେ ଇରାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ଏହାର ସାମରିକ ଶକ୍ତିକୁ ଆହୁରି ମଜଭୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୭ ବର୍ଷ ପାଇଁ ପ୍ରାୟ ୧.୫ […]
OMCର ଉତ୍ପାଦନରେ ୧୨% ବୃଦ୍ଧି ସହ ୨୫ ହଜାର କୋଟି ପାର କଲା ଆୟ
ଭୁବନେଶ୍ୱର: ଓଡ଼ିଶାର ଖଣିଜ କ୍ଷେତ୍ରରେ ନୂଆ ଇତିହାସ ରଚିଛି (ଓଏମସି)। ଆର୍ଥିକ ବର୍ଷ ୨୦୨୫-୨୬ରେ ସଂସ୍ଥା ୪୪.୮୨ ମିଲିୟନ୍ ଟନ୍ ଖଣିଜ ଉତ୍ପାଦନ କରି ସର୍ବାଧିକ ରେକର୍ଡ ସ୍ଥାପନ କରିଛି, ଯାହା ଓଡ଼ିଶାର ଔଦ୍ୟୋଗିକ […]
ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ର ବୈଠକ,ହୋଇପାରେ ୧୨ଟି ଏଜେଣ୍ଡା ଉପରେ ଆଲୋଚନା
ଭୁବନେଶ୍ୱର: ଆଜି ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ବସିବ। ଏହି ବୈଠକକୁ ନେଇ ପ୍ରଶାସନିକ ମହଲ ସହ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଆଗ୍ରହ […]
ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣକୁ ମିଳିଲା ଗ୍ରୀନ୍ ସିଗ୍ନାଲ୍
ପୁରୀ: ପୁରୀ ବିମାନବନ୍ଦରକୁ ସର୍ତ୍ତ ସହ ଅନୁମତି। ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜଙ୍ଗଲ ମଞ୍ଜୁରୀ ପ୍ରଦାନ କଲା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ। ଓଡ଼ିଶାର ପୁରୀରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ […]
