ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୱାଶିଂଟନ୍ ଡିସିରେ ଘଟିଥିବା ଘଟଣାରେ ଡୋନାଲ୍ଡ ଟ୍ରମ୍ପ, ତାଙ୍କ ପତ୍ନୀ ଏବଂ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ […]

ରାଜଧାନୀରେ ବେଧଡ଼କ ଚାଲିଛି ବେଆଇନ ରେଭ୍ ପାର୍ଟି

ଭୁବନେଶ୍ୱର: ବେଆଇନ ରେଭ୍ ପାର୍ଟିର ଆସର ବୃଦ୍ଧି ପାଉଛି ସ୍ମାର୍ଟସିଟି ଭୁବନେଶ୍ୱର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ । ପ୍ରଶାସନର ବିନା ଅନୁମତିରେ ରାତି ଅଧିଆ ନାଚଗୀତ ସାଙ୍ଗକୁ ବେଧଡ଼କ ଭାବେ ଚାଲିଛି ନିଶା […]

ରାଜଗାଙ୍ଗପୁର ଟାୟାର କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରେ ଥିବା ଏକ ଟାୟାର କାରଖାନାରେ ଆଜି ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରାଜଗାଙ୍ଗପୁର ପଦା ଜାମପାଲିସ୍ଥିତ ‘ଆଟିଟିୟୁଡ଼ ଏକଜିମ ପ୍ରାଇଭେଟ୍ ଲିମିଟେଡ୍’  ନାମକ ଏକ ଟାୟାରରୁ ତେଲ […]

ୱାଶିଂଟନରେ ଟ୍ରମ୍ପଙ୍କ କାର୍ଯ୍ୟକ୍ରମରେ ଗୁଳିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କାର୍ଯ୍ୟକ୍ରମରେ ଆଖିବୁଜା ଗୁଳିମାଡ଼ ହୋଇଛି । ୱାଶିଂଟନ ଡିସିରେ ଆୟୋଜିତ ‘ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଡିନର’ ଚାଲିଥିବା ସମୟରେ ଏହି ଅଘଟଣ ଘଟିଛି । ତେବେ […]

ତୁରନ୍ତ ମହାନଦୀ ବିବାଦରେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ସସ୍ମିତ ପାତ୍ର

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଚରଣ ମାଝୀଙ୍କୁ ନିବେଦନ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି ଯେ, ମହାନଦୀ […]

୨୧୯ ନୂତନ ପ୍ରାଣିଚିକିତ୍ସାଳୟ ଓ ଲ୍ୟାବ ପାଇଁ ୧୭୭ କୋଟିର MoU ସ୍ୱାକ୍ଷରିତ

ଭୁବନେଶ୍ୱର: ବିଶ୍ୱ ପ୍ରାଣିଚିକିତ୍ସା ଦିବସ ଅବସରରେ ଶନିବାର ରାଜ୍ୟ କନଭେନସନ ସେଣ୍ଟର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରାଣିସମ୍ପଦ, ପ୍ରାଣିସ୍ୱାସ୍ଥ୍ୟ ଓ ମତ୍ସ୍ୟପାଳନ କ୍ଷେତ୍ରର […]

ଭଦ୍ରକ ରେ ଇସ୍ତଫା ଦେଲେ ବିଜେଡିର ପୂର୍ବତନ ସାଂସଦ, ପୂର୍ବତନ ବିଧାୟକଙ୍କ ସହିତ ଶତାଧିକ ଛାମୁଆ କର୍ମକର୍ତ୍ତା

ଭଦ୍ରକ:ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ପୂର୍ବତନ ବିଧାୟକଙ୍କ ସହିତ ଶତାଧିକ ଛାମୁଆ କର୍ମକର୍ତ୍ତା lଭଦ୍ରକ ଲୋକସଭା କ୍ଷେତ୍ରର ବିଜେଡି ନେତା ଓ କର୍ମୀମାନଙ୍କ ସମୂହ ଇସ୍ତଫା କାର୍ଯ୍ୟକ୍ରମରେ ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା […]

ଜମି କିଣାବିକା ଦଲିଲ ରଦ୍ଦ ମାମଲା ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ : ଜମି କିଣାବିକା ଓ ରେଜିଷ୍ଟ୍ରେସନ ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଥରେ କୌଣସି ଜମିର ଦଲିଲ ପଞ୍ଜିକୃତ ହୋଇଯିବା ପରେ ସେହି ଦଲିଲକୁ ସବ୍-ରେଜିଷ୍ଟ୍ରାର୍ କିମ୍ବା […]

ଏନଜିଟି ନୋଟିସ ପଠାଇଲା ବାରବାଟୀ ଷ୍ଟାଡିୟମକୁ

କଟକ: ଭୂତଳ ଜଳ ଅପବ୍ୟବହାର ଅଭିଯୋଗରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ ସହିତ ଦେଶର ୬ଟି କ୍ରିକେଟ ଷ୍ଟାଡିୟମଙ୍କୁ ଏନଜିଟି ନୋଟିସ କରିଛନ୍ତି।ବିନା ଏନଓସିରେ ପିଚ୍ ରକ୍ଷଣାବେକ୍ଷଣ ପାଇଁ ଭୂତଳ ଜଳର ଅପବ୍ୟବହାର ହେଉଥିବା […]

ଆନ୍ଧ୍ର ବିଏଡ୍ ସାର୍ଟିଫିକେଟ୍‌ ଦେବାକୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର: ଟଙ୍କା ଦିଅ ବିଏଡ୍ ସାର୍ଟିଫିକେଟ୍ ନିଅ। ଆଶାୟୀଙ୍କ ଠାରୁ ନେଉଥିଲେ ଲକ୍ଷାଧିକ ଟଙ୍କା। ଥରେ ନେଇଗଲା ପରେ ଆଉ ଧରାଛୁଆଁ ଦେଉନଥିଲେ। ୩୦୦ରୁ ଅଧିକ ଆଶାୟୀ ଠକେଇର ଶିକାର। କେନ୍ଦୁଝର ସମେତ ପଶ୍ଚିମ […]