ସମୁଦ୍ର ପଥରେ ଆସିପାରୁନି ତେଲ; ଓଡ଼ିଶାରେ ଲାଗୁ ହେଲା କଟକଣା

ଭୁବନେଶ୍ୱର: ଯୁଦ୍ଧ ଜାରି ରହିଥିବା ସମୟ ଭିତରେ ତୈଳ ସଙ୍କଟ ଦେଖାଦେଇଛି । ହର୍ମୁଜ୍ ପଥ ଦେଇ ତେଲ ଆସି ପାରୁନଥିବାରୁ ଭାରତରେ ଏହାର ପ୍ରଭାବ ପରିଲିକ୍ଷିତ ହେଉଛି । ଯାହାକୁ ନେଇ ଓଡିଶା […]

ନଳବଣ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

ଭୁବନେଶ୍ବର: ପୁରୀ ଜିଲ୍ଲା ଦୟା ଓ ଭାର୍ଗବୀ ନଦୀର ଚିଲିକା ସଙ୍ଗମ ସ୍ଥଳରେ ଥିବା ନଳବଣରେ ଦୀର୍ଘ ୬ ଦିନ ଧରି ଲାଗିଥିବା ଭୟାବହ ଅଗ୍ନିକାଣ୍ଡ ଶେଷରେ ଆୟତ୍ତ ହୋଇଛି। କଣାସ ଓ ଟାଙ୍ଗୀ […]

ସଖୀ ସେଣ୍ଟରରେ ଝୁଲି ପଡ଼ିଲେ ନାବାଳିକା

ଭୁବନେଶ୍ବର: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ‘ସଖୀ’ ସେଣ୍ଟରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକା ସେଠାରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ବାଥରୁମ୍‌ ଭିତରେ ବେକରେ ଓଢ଼ଣୀ ଲଗାଇ […]

ପେଟିଏମ ପେମେଣ୍ଟ ବ୍ୟାଙ୍କ ର ବ୍ୟାଙ୍କିଂ ଲାଇସେନ୍ସ ବାତିଲ କଲା RBI

ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟ ବ୍ୟାଙ୍କ ର ବ୍ୟାଙ୍କିଂ ଲାଇସେନ୍ସ ବାତିଲ କରିଦେଇଛି RBI । ଆରବିଆଇ କହିଛି, ଏବେ ଏହି ବ୍ୟାଙ୍କ କୌଣସି ପ୍ରକାରର ବ୍ୟାଙ୍କିଂ ସେବା ଦେଇପାରିବ ନାହିଁ lଆବିଆଇର ସୂଚନା ଅନୁସାରେ, […]

CUET ଜାରି କଲା ପିଜି ଏଣ୍ଟ୍ରାନ୍ସ ରେଜଲ୍ଟ

ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) CUET PG ୨୦୨୬ର ଫଳାଫଳ ପ୍ରକାଶ କରିଛି। ଫଳାଫଳ ସହିତ, NTA ପ୍ରାର୍ଥୀମାନଙ୍କର ବ୍ୟକ୍ତିଗତ ସ୍କୋର ମଧ୍ୟ ପ୍ରକାଶ କରିଛି। CUET PG ୨୦୨୬ ଫଳାଫଳ NTA […]

ବରଗଡରେ ମେ ୧୧ ତାରିଖରେ ଆରମ୍ଭ ହେବ ରବି ଋତୁ ଧାନ କିଣା

ବରଗଡ: ବରଗଡ ଜିଲ୍ଲାରେ ଆସନ୍ତା ମେ ୧୧ ତାରିଖରୁ ଧାନ ମଣ୍ଡି ଖୋଲିବ। ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଡିଏଲପିସି ବୈଠକ ବସିଥିଲା। ଏଥିରେ ଚାଷୀ ପ୍ରତିନିଧି, ସ୍ଥାନୀୟ ବିଧାୟକ, ବିଜେଡ଼ି ବିଧାୟିକା ବର୍ଷା ସିଂ […]

ଜେଏସଡବ୍ଲୁ ଏବଂ ଜେଏଫଇ ମଧ୍ୟରେ ଯୌଥ ଉଦ୍ୟମର ଶୁଭାରମ୍ଭ

ସମ୍ବଲପୁର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲା ରେଙ୍ଗାଲୀଠାରେ ଇସ୍ପାତ ନିର୍ମାତା ଜେଏସଡବ୍ଲୁ ଏବଂ ଜାପାନର ପ୍ରସିଦ୍ଧ ଜେଏଫଇ ଷ୍ଟିଲ୍ କର୍ପୋରେସନ ମଧ୍ୟରେ […]

ବ୍ରହ୍ମପୁର ଜେଲକୁ ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀ ସ୍ଥାନାନ୍ତର

ଭୁବନେଶ୍ବର: ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀ ଚୌଦ୍ୱାର ଜେଲରୁ ଫେରାର ହୋଇ ପରବର୍ତ୍ତୀ ସମୟରେ ଧରାପଡ଼ିଥିବାରୁ ତାକୁ ବ୍ରହ୍ମପୁର ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ଅତି କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାକୁ […]

ଆପ୍ ଛାଡ଼ି ଭାଜପାରେ ମିଶିଲେ ରାଘବ ଚଢାଙ୍କ ସମେତ ୭ ସାଂସଦ

ନୂଆଦିଲ୍ଲୀ: ଦେଶର ରାଜନୈତିକ ମହଲରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆମ୍ ଆଦମୀ ପାର୍ଟି (ଏଏପି)ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା ଦଳରୁ ଇସ୍ତଫା ଦେବା ସହ […]

ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ଏପ୍ରିଲ ୨୭ରୁ ସ୍କୁଲ ଛୁଟି

ଭୁବନେଶ୍ବର: ପ୍ରଚଣ୍ଡଖରାରେ ଜଳୁଛି ସାରା ରାଜ୍ୟ । ଏନେଇ ସରକାର ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ଆସନ୍ତା ଏପ୍ରିଲ ୨୭ ତାରିଖରୁ ସମସ୍ତ ସ୍କୁଲ ବନ୍ଦ ରହିବ। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ […]