ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ମୁର୍ଶିଦାବାଦରେ ଭୟଙ୍କର ଗଣ୍ଡଗୋଳ ଦେଖାଦେଇଛି। ଆଜି ୧୫୨ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଥିବା ଖବର […]
Month: April 2026
ବୁର୍ଲା ଭିସୁଟରେ ରାଗିଂ ଅଭିଯୋଗରେ ୪ ସିନିୟରଙ୍କୁ ଆର୍ଥିକ ଦଣ୍ଡ
ସମ୍ବଲପୁର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) ପରିସରରେ ରାଗିଂ ଅଭିଯୋଗ ହୋଇଛି। ଜୋତା ଏବଂ ସାର୍ଟ ପିନ୍ଧିବାକୁ ନେଇ ଦୁଇ ଜଣ ପ୍ରଥମ ବର୍ଷର ଛାତ୍ରଙ୍କୁ ୪ ଜଣ ସିନିୟର […]
ହର୍ମୁଜ ରେ ଭାରତୀୟ ଜାହାଜକୁ ଗୁଳିମାଡ଼ କରି ଜବତ କଲା ଇରାନର ରିଭୋଲ୍ୟୁସନାରୀ ଗାର୍ଡ
ନୂଆଦିଲ୍ଲୀ:ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାର କିଛି ଘଣ୍ଟା ପରେ, ଇରାନର ରିଭୋଲ୍ୟୁସନାରୀ ଗାର୍ଡ (IRGC) ବୁଧବାର ଦୁଇଟି ଜାହାଜ ଉପରେ ଆକ୍ରମଣ କରି ଜବତ କରିଛି। ଏଥିରୁ ଗୋଟିଏ ଜାହାଜ ଭାରତକୁ […]
କ୍ୟାବିନେଟ ବୈଠକରେ ୮ ପ୍ରସ୍ତାବକୁ ମଞ୍ଜୁରୀ
ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୩୯ ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ୮ ଟି […]
ନିର୍ବାଚନ ପୂର୍ବରୁ ମମତାଙ୍କୁ ସୁପ୍ରିମକୋର୍ଟ ର ଭର୍ତ୍ସନା
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତି ପି.କେ ମିଶ୍ର ଏବଂ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ପଶ୍ଚିମବଙ୍ଗର ଆଇ-ପ୍ୟାକ୍ ମାମଲାର ଶୁଣାଣି କରିଛନ୍ତି । ଖଣ୍ଡପୀଠ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ […]
ଚଢ଼ାଉ ବେଳେ ୫,୩୦୮ LPG ସିଲିଣ୍ଡର ଜବତ, ୫ ଗିରଫ
ଭୁବନେଶ୍ୱର: ଓଡ଼ିଶାରେ LPG ଗ୍ୟାସ୍ କୁ ନେଇ ଚାଲିଥିବା କଳାବଜାରୀ ଓ ଅବୈଧ ସଂଗ୍ରହ ଉପରେ ସରକାରଙ୍କ ବଡ ଧରଣର ଚଢ଼ାଉ ଅଭିଯାନରେ ମୋଟ ୫,୩୦୮ଟି ଏଲପିଜି ସିଲିଣ୍ଡର ଜବତ ହୋଇଥିବାବେଳେ ୫ ଜଣଙ୍କୁ […]
ଭୁବନେଶ୍ୱରରୁ ଶିରିଡ଼ି ଓ ତିରୁପତିକୁ ଉଡ଼ିବ ବିମାନ
ଭୁବନେଶ୍ୱର: ରାଜ୍ୟର ବିମାନ ଯୋଗାଯୋଗ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ପୁଣିଥରେ ନୂଆ ରୁଟ୍ରେ ବିମାନ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ତିରୁପତି, ଶିରିଡ଼ି, ସୁରତ ଏବଂ ଭୋପାଳ […]
ବଙ୍ଗଳା ନିର୍ବାଚନ ଉପରେ ECIଙ୍କ କଡ଼ା ପଦକ୍ଷେପ: ଆକାଶ ମାର୍ଗରୁ ସର୍ଭେ
ନୂଆଦିଲ୍ଲୀ: ନିର୍ବାଚନ କମିଶନ (ECI) ପଶ୍ଚିମବଙ୍ଗ ନିର୍ବାଚନ ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିର୍ବାଚନ କମିଶନ ସୂତ୍ର ଅନୁଯାୟୀ, ସମସ୍ତ ବୁଥରେ ପ୍ରିଜାଇଡିଂ ଅଧିକାରୀମାନେ ସମସ୍ତ ପ୍ରାର୍ଥୀଙ୍କ ବଟନ୍ EVMରେ ସ୍ପଷ୍ଟ ଭାବରେ […]
ଜନଗଣନା କର୍ମୀଙ୍କ ଉପରେ ଆକ୍ରମଣ ଘଟଣାକୁ ରାଜସ୍ଵ ମନ୍ତ୍ରୀଙ୍କ ନିନ୍ଦା
ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇ ସ୍ପଷ୍ଟ କରିଦେଇଛନ୍ତି ଯେ, ଜନଗଣନା କାମରେ ବାଧା ସୃଷ୍ଟି କରୁଥିବା ଓ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ଦୋଷୀମାନଙ୍କୁ ଛଡ଼ାଯିବନାହିଁ। ପାତାଳରେ ଲୁଚିଲେ ବି […]
ବିଜେପି ଯୁବମୋର୍ଚ୍ଚା ନେତାଙ୍କ ପିତାଙ୍କୁ ହତ୍ୟା
ଉତ୍ତରପ୍ରଦେଶ: ବିଜେପି ଯୁବମୋର୍ଚ୍ଚା ନେତାଙ୍କ ପିତାଙ୍କୁ ଏକ ନିର୍ମାଣାଧୀନ ଘରେ ଗଳା କାଟି ହତ୍ୟା କରିଛି। ତାଙ୍କର ଆଖି ମଧ୍ୟ ବାହାର କରି ଦିଆଯାଇଛି। ଅଭିଯୁକ୍ତ ମୃତଦେହକୁ ଘର ଭିତରେ ବନ୍ଦ କରି ଫେରାର […]
