ଜଗତସିଂହପୁର: ମାଟି ମାଫିଆଙ୍କ ଉପରେ ଜିଲ୍ଲା ପ୍ରଶାସନର ଚଢ଼ାଉ। ଛଦ୍ମବେଶରେ ଅଭିଯୁକ୍ତଙ୍କୁ ଅନସ୍ପଟ ମାଡିବସିଲେ ତଦନ୍ତକାରୀ ଟିମ। ଜିଲ୍ଲାପାଳ ଏବଂ ଏସପିଙ୍କ ରାତି ଅଧିଆ ଅପରେସନ। ସୁଚନା ଥାଉ ଯେ, ଜଗତସିଂହପୁର ଜିଲ୍ଲା ଫତେପୁର […]
Month: May 2026
ପୁଣି ରାଜଧାନୀରେ ହାଇୱା-କାର୍ ମୁହାଁମୁହିଁ ଧକ୍କା, ୨ ମୃତ ଓ ୫ ଗୁରୁତର
ଭୁବନେଶ୍ୱର: ଆଜି ଖୋର୍ଦ୍ଧା – ଚନ୍ଦକା ରୋଡର ଭୋଳା ଛକ ନିକଟରେ କାର-ହାଇୱା ମୁହାଁମୁହିଁ ଧକ୍କା ହୋଇଛି। କାରରେ ୭ ଜଣ ଥିବା ସୂଚନା ମିଳିଥିବାବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୫ […]
ଆସନ୍ତା ବର୍ଷରୁ ଅନଲାଇନରେ ହେବ ନିଟ୍ ପରୀକ୍ଷା: ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆସନ୍ତା ବର୍ଷ ଠାରୁ ନିଟ୍ ପରୀକ୍ଷାରେ ହେବ ବଡ଼ […]
ଓମାନ ଉପକୁଳରେ ଡ୍ରୋନ୍ ମାଡ଼ ଯୋଗୁଁ ସମୁଦ୍ରରେ ବୁଡ଼ିଲା ଭାରତୀୟ ଜାହାଜ
ନୂଆଦିଲ୍ଲୀ: ଭାରତୀୟ ମାଲବାହୀ ଜାହାଜ ‘ହାଜି ଅଲ୍ଲୀ’ ଉପରେ ସନ୍ଦିଗ୍ଧ ଡ୍ରୋନ୍ ମାଡ଼ ହେବା ଫଳରେ ଓମାନ ଉପକୁଳ ରେ ଏହା ସମୁଦ୍ରରେ ବୁଡ଼ିଯାଇଛି। ଏହି ଭୟଙ୍କର ଆକ୍ରମଣରୁ ଜାହାଜରେ ଥିବା ସମସ୍ତ ୧୪ […]
ଜୁଲାଇ ୧ରୁ ଓଡ଼ିଶାରେ ହେବ SIR
ଭୁବନେଶ୍ୱର: ଆସନ୍ତା ଜୁଲାଇ ୧ରୁ ରାଜ୍ୟରେ (SIR) ବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେବ। ନିର୍ବାଚନ ଆୟୋଗ ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଂଚଳରେ ଭୋଟର ତାଲିକାର […]
ନିରାଡମ୍ବର ପାଳନ ହେବ ସରକାରଙ୍କ ୨ ବର୍ଷ ପୂର୍ତ୍ତି
ଭୁବନେଶ୍ୱର: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେହେତୁ ବର୍ତ୍ତମାନ ପଶ୍ଚିମ-ଏସିଆ ପରିସ୍ଥିତି ଯୋଗୁ […]
ଗାନ୍ଧୀ ମାର୍ଗରେ ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ: ଭୁବନେଶ୍ୱର
ଭୁବନେଶ୍ୱର: ଢିଙ୍କିଆ ବିସ୍ଥାପିତଙ୍କ ସମସ୍ୟାକୁ ନେଇ ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ମହାତ୍ମା ଗାନ୍ଧୀ ମାର୍ଗରେ କଂଗ୍ରେସ ପକ୍ଷରୁ ଆୟୋଜିତ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ […]
ଲାଲକିଲ୍ଲା ବିସ୍ଫୋରଣ ମାମଲାରେ NIA ଦାଖଲ କଲା ୭,୫୦୦ ପୃଷ୍ଠାର ଚାର୍ଜସିଟ୍
ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ଭୟଙ୍କର କାର୍ ବିସ୍ଫୋରଣ ମାମଲାରେ ଏନ୍ଆଇଏ ଚାର୍ଜସିଟ୍ ଦାଖଲ କରିଛି । ମୋଟ ୭,୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଏନ୍ଆଇଏ । ଶନିବାର NIA ପକ୍ଷରୁ ୧୦ ଜଣ […]
ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ରଞ୍ଜିତ୍ ଗିରଫ
ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ପକ୍ଷରୁ ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାର ତଦନ୍ତ ଜାରି ରହିଛି। ଘଟଣାର ମୁଖ୍ୟ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ସେ ହେଲା କଟକ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ଵରଗଡର […]
ଭି.ଡି ସତୀଶନ କେରଳମର ନୂଆ ମୁଖ୍ୟମନ୍ତ୍ରୀ
କେରଳ: କେରଳମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭି.ଡି ସତୀଶନଙ୍କ ନାମ ଘୋଷଣା କରିଛି କଂଗ୍ରେସ । କେରଳ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ୧୦ ଦିନ ପରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିଛି […]
