ବିଶାଖାପାଟନମ୍: ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଷ୍ଟିଲ୍ ପ୍ଲାଣ୍ଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ପ୍ଲାଣ୍ଟର ଏସଏମଏସ୍-୨ ଓ ଏସ୍ଟିସି-୩ ହିଟ୍ ୟୁନିଟରେ ଗରମ ତରଳ ଲୁହା ମାଡି ଯିବାରୁ ଅନେକ ଶ୍ରମିକ ଗୁରୁତର ଆହତ […]
Month: June 2026
ଟିମ୍ ଇଣ୍ଡିଆ ଟେଷ୍ଟ ଇତିହାସରେ ହାସଲ କଲା ସବୁଠାରୁ ବଡ଼ ବିଜୟ
ନୂଆଦିଲ୍ଲୀ: ମୁଲ୍ଲାନପୁରରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ଆଫଗାନିସ୍ତାନକୁ ଇନିଂସ ଏବଂ ୩୦୦ ରନର ବିଶାଳ ବ୍ୟବଧାନରେ ହରାଇଛି। ଏହା ସହିତ ଭାରତ ନିଜର ୯୨ ବର୍ଷର […]
ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ୧୦ ଦିନ ‘ସ୍କୁଲ ବ୍ୟାଗ୍’ ମନା
ଭୁବନେଶ୍ୱର: ବର୍ଷକୁ ୧୦ ଦିନ ବିନା ବ୍ୟାଗରେ ସ୍କୁଲ ଆସିବେ ଛାତ୍ରଛାତ୍ରୀ। ଜାତୀୟ ଶିକ୍ଷା ନୀତି (NEP-2020)କୁ ସ୍କୁଲ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନୂତନ ଶିକ୍ଷା […]
କଂଗ୍ରେସକୁ ରାଜ୍ୟସଭା ଆସନ ଦେଲା ଟିଭିକେ; ରାହୁଲଙ୍କୁ ଥାଲାପତି ବିଜୟଙ୍କ ଉପହାର
ନୂଆଦିଲ୍ଲୀ: ସୁପରଷ୍ଟାର ତଥା ଟିଭିକେ (TVK) ମୁଖ୍ୟ ଥାଲାପତି ବିଜୟ ନିଜ ଦଳର ପ୍ରଥମ ରାଜ୍ୟସଭା ଆସନଟିକୁ କଂଗ୍ରେସକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିଜୟଙ୍କ ଏହି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ପରେ ଡିଏମକେ (DMK) ଆନୁଷ୍ଠାନିକ […]
ଆସନ୍ତା ୧୦ ତାରିଖରେ ବିଜେଡି ଡାକିଛି ବଡ଼ ବୈଠକ
ଭୁବନେଶ୍ୱର: ଆସନ୍ତା ୧୦ରେ ବିଜୁ ଜନତା ଦଳ ଡାକିଛି ବଡ଼ ବୈଠକ । ଏହି ବୈଠକରେ ସମସ୍ତ ନେତାଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି । ଏନେଇ ବିଜେଡି ପକ୍ଷରୁ […]
IIT ପ୍ରଫେସର ଦେବେ ମିଶନ ଶକ୍ତି ମହିଳାମାନଙ୍କୁ ଟେକ୍ନୋଲୋଜିର ଟ୍ରେନିଂ
ଭୁବନେଶ୍ୱର: ଓଡ଼ିଶା ଜୀବିକା ମିଶନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଯେଉଁଥିରେ ମିଶନ ଶକ୍ତି ମହିଳାମାନଙ୍କୁ ଟେକ୍ନୋଲୋଜି ଉପରେ ଟ୍ରେନିଂ ଦିଆଯିବ । ସେମାନଙ୍କୁ ଟ୍ରେନିଂ ଦେବେ […]
OPSC ପରୀକ୍ଷାରେ କପି କରି ଧରାପଡ଼ିଲେ ପରୀକ୍ଷାର୍ଥୀ
କଟକ: OPSC ପରୀକ୍ଷାରେ କପି କରିବା ଅଭିଯୋଗରେ କଟକ ମର୍କତନଗର ପୋଲିସ ଜଣେ ପରୀକ୍ଷାର୍ଥୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ମର୍କତନଗର ଅଞ୍ଚଳରେ ଓପିଏସସି ପରୀକ୍ଷା ଚାଲୁଥିବାବେଳେ ଜଣେ ପରୀକ୍ଷାର୍ଥୀ ଫିଲ୍ମ […]
ବିହାର ଶ୍ରମ ସମ୍ବଳ ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ
ବିହାର: ବିହାର ସରକାରଙ୍କ ଶ୍ରମ ସମ୍ବଳ ଓ ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ମନ୍ତ୍ରୀଙ୍କ କାରକେଡରେ ଥିବା ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ସୂଚନା […]
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ହଜିବା ଘଟଣା: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା ବିଜେଡି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି ଫାଇଲ ହଜିଯାଇଥିବା କଥା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିବା ପରେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛି ବିଜେଡି l ନୟାଗଡ଼ର ବିଜେଡି କାର୍ଯ୍ୟାଳୟରେ ଏକ ପ୍ରେସ ବିବୃତ୍ତିରେ ବିଜେଡି […]
ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ହୀରା କାରଖାନା: ରାଜ୍ୟ ସରକାରଙ୍କ ମଞ୍ଜୁରୀ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ । ଖୋର୍ଦ୍ଧା ଜିଲ୍ଲାରେ ଏକ କୃତ୍ରିମ ହୀରା ପ୍ରସ୍ତୁତି ୟୁନିଟ୍ ପ୍ରତିଷ୍ଠା ନେଇ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ […]
