ଆବେଦନକାରୀଙ୍କ ଅଶୋଭନୀୟ ଆଚରଣ: ସୁପ୍ରିମକୋର୍ଟରେ CJIଙ୍କ ଉପରକୁ ଫିଙ୍ଗିଲେ କାଗଜ ପତ୍ର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶୁକ୍ରବାର ଦିନ ଜଣେ ଆବେଦନକାରୀ ଅଶୋଭନୀୟ ଆଚରଣ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛିl ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ଆଦେଶକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନର ଶୁଣାଣି ସମୟରେ […]

ଜୁଲାଇ ୨୫ ସୁଦ୍ଧା ସୁଭଦ୍ରା ଯୋଜନାର ଫିଲ୍ଡ ଇନକ୍ୱାରୀ ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୫ ତାରିଖ ମଧ୍ୟରେ ସୁଭଦ୍ରା ଯୋଜନାର ଫିଲ୍ଡ ଇନକ୍ୱାରୀ ପରିଦର୍ଶନ କରି ଯାଞ୍ଚ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି […]

ଏପ୍ରିଲ–ମେ’ରେ ପଞ୍ଚାୟତ ନିର୍ବାଚନ, ପ୍ରସ୍ତୁତି ଜୋରଦାର

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଏପ୍ରିଲ କିମ୍ବା ମେ’ ମାସରେ ଏହି ନିର୍ବାଚନ ଅନୁଷ୍ଠିତ ହେବା ନେଇ ରାଜ୍ୟ ନିର୍ବାଚନ ଆୟୋଗ ସଚିବ ସୂଚନା ଦେଇଛନ୍ତି। ଏଥର ସାମାନ୍ୟ ବିଳମ୍ବରେ ହେବ ପଞ୍ଚାୟତ ନିର୍ବାଚନ। ଏସଆଇଆର […]

ଭାରତୀୟ ହକି ଦଳରେ ଓଡ଼ିଶାର ଦୁଇ ଝିଅଙ୍କୁ ସୁଯୋଗ

ଭୁବନେଶ୍ୱର: ଜାପାନରେ ଅନୁଷ୍ଠିତ ହେବାକୁ ଥିବା ୨୦ତମ ଏସିଆନ ଗେମ୍ସ-୨୦୨୬ ପାଇଁ ଭାରତୀୟ ମହିଳା ହକି ଦଳ ଘୋଷଣା ହୋଇଛି। ଏହା ଆସନ୍ତା ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ | ହକି […]

ଇଭି ବିକ୍ରିରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ସହ ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ଉପରେ ଚାପ ବଢ଼ିଛି। ଏହାର ସିଧାସଳଖ ପ୍ରଭାବ ଗାଡ଼ି କିଣୁଥିବା […]

୧୦ଟି ରାଜ୍ୟର ୩୦୦ ଫାଇଭ୍ ଷ୍ଟାର୍ ହୋଟେଲକୁ ଚୂନ ଲଗାଇଲା ୭୦ ବର୍ଷର ବୃଦ୍ଧ

ଭୁବନେଶ୍ୱର: ଭିଆଇପିଙ୍କ ଭଳି ମାସ ମାସ ଧରି ରହୁଥିବା ଠକ ଜଣକ ହେଲେ ୬୯ ବର୍ଷୀୟ ବିଙ୍ଗସନ୍ ଜନ୍ । ଘର ତାମିଲନାଡୁରେ। କିଛି ଦିନ ତଳେ ସେ ଭୁବନେଶ୍ଵର ମୈତ୍ରୀବିହାର ଥାନା ଅଞ୍ଚଳର […]

ବଲାଙ୍ଗିରରେ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୪ ଅଭିଯୁକ୍ତ ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ତୁଷୁରା ଅବକାରୀ ବିଭାଗ ଚଢ଼ାଉ କରି ପ୍ରାୟ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ […]

୨୦୨୭ ପଞ୍ଚାୟତ-ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ୨୦୨୭ରେ ହେବାକୁ ଥିବା ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁ ଓ ସ୍ୱଚ୍ଛ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆସନ୍ତା […]

କାଠଯୋଡ଼ି ନଦୀ ପଠାରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

କଟକ: ପୁରୀଘାଟ ଗଡ଼ା ନିକଟସ୍ଥ କାଠଯୋଡ଼ି ନଦୀ ପଠାରୁ ଜଣେ ଅଜ୍ଞାତ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଠାବ ହୋଇଛି । ମହିଳାଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୁଣ୍ଡ କାଟି […]

ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୬ଟି ଗେଟ୍‌, ଜାରି ହେଲା କଟକଣା

ସମ୍ବଲପୁର: ପ୍ରଥମ ପର୍ଯ୍ୟାୟରେ ଆଜି ସକାଳେ ୪ଟି ଗେଟ୍‌ ଖୋଲା ଯାଇଥିଲା। ନିର୍ଦ୍ଦେଶ ଆସିବା ପରେ ଆଉ ୬ଟି ଗେଟ୍‌ ଖୋଲିବା ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ୧୦ଟି ଗେଟ୍‌ ଦେଇ ହେଉଛି ବନ୍ୟା […]