ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା :ଜୟଦେବ ବିହାର-ନନ୍ଦନକାନନ କରିଡର ପାଇଁ ୫୭୯ କୋଟି

ଭୁବନେଶ୍ୱର: ଲୋକସେବା ଭବନରେ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୮ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି […]

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ […]

ପାଠ୍ୟପୁସ୍ତକ ତ୍ରୁଟି ବିବାଦରେ ଗଣଶିକ୍ଷା ସଚିବଙ୍କ ବଡ଼ ଘୋଷଣା: ପିଲାଙ୍କୁ ମିଳିବ ସଂଶୋଧିତ ନୂଆ ବହି

ଭୁବନେଶ୍ୱର: ରାଜ୍ୟରେ ପାଠ୍ୟପୁସ୍ତକରେ ଥିବା ବିଭିନ୍ନ ତ୍ରୁଟିକୁ ନେଇ ଚାଲିଥିବା ବିବାଦକୁ ନେଇ ବିଭାଗୀୟ ସଚିବ ଏନ୍. ତିରୁମାଲା ନାଏକ ସୂଚନା ଦେଇଛନ୍ତି ଯେ, ସରକାର ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ ସଂଶୋଧିତ ଏବଂ ତ୍ରୁଟିଶୂନ୍ୟ ନୂଆ […]

ଅକ୍ଟୋବର ସୁଦ୍ଧା ଶେଷ ହେବ ସବ୍-ଇନ୍ସପେକ୍ଟର ପରୀକ୍ଷା

ଭୁବନେଶ୍ୱର: ଚଳିତ ୨୦୨୬ ବର୍ଷର ଅକ୍ଟୋବର ମାସ ସୁଦ୍ଧା ସମସ୍ତ SI ପରୀକ୍ଷା ପ୍ରକ୍ରିୟା ଶେଷ କରାଯିବ ବୋଲି OUSSSC (ଓଡ଼ିଶା ଉପପୁଲିସ ସେବା ଚୟନ ଆୟୋଗ) ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ ସୂଚନା […]

SCBରେ ଜୁନିଅର ଡାକ୍ତରଙ୍କ ବିକ୍ଷୋଭ: OMSA ର ସମର୍ଥନ

କଟକ: ଜାତୀୟ ଡାକ୍ତର ଦିବସରେ କଳା ବ୍ୟାଜ୍ ପିନ୍ଧି ଡାକ୍ତରମାନେ ପ୍ରତିବାଦ କରିଛନ୍ତି । କଟକ SCB ମେଡିକାଲ କଲେଜ ଏବଂ ହସ୍ପିଟାଲ (SCBMCH)ର ଜୁନିଅର ଡାକ୍ତର ସଂଘ (JDA) ଓଡ଼ିଶା ମେଡିକାଲ ସର୍ଭିସେସ୍ […]

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ବିକ୍ରମ ପଣ୍ଡାଙ୍କ ସମେତ ୧୪ ଅଭିଯୁକ୍ତଙ୍କ ଉପରୁ ଉଠିଲା ହତ୍ୟା ଦଫା

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ବିରୋଧରେ ଥିବା ହତ୍ୟା ଦଫା (ବିଏନ୍‌ଏସ୍‌୧୦୩)କୁ ବାଦ୍‌ ଦେଇଛି ପୋଲିସ । […]

ମନରେଗା ଟଙ୍କା ଆତ୍ମସାତ କରି ୨ ଯନ୍ତ୍ରୀ ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର AE, JE, ADO, PEO ମିଳିମିଶି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ। କୋଟଗଡ଼ ବ୍ଲକ ଧରାକୋଟ ପଞ୍ଚାୟତରେ MGNREGA ରେ ମିଥ୍ୟା ବିଲ କରି ୩୮ […]

ପ୍ରଶାସନିକସ୍ତରରେ ଅଦଳବଦଳ :୩ ବିଭାଗ ଦାୟିତ୍ୱରେ ରହିବେ ଆଇଏଏସ୍ ସୁରେଶ ବଶିଷ୍ଠ

ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ଦିନ ପ୍ରଶାସନିକସ୍ତରରେ ଅଦଳବଦଳ କରିଛନ୍ତି। ବରିଷ୍ଠ ଆଇଏଏସ୍ ସୁରେଶ ବଶିଷ୍ଟଙ୍କୁ ୩ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରମୁଖ ସଚିବ ଭାବରେ ଦାୟିତ୍ୱ ଦିଆଯାଇଛି l ଏହାସହିତ ବିଭିନ୍ନ ବିଭାଗରେ କାର୍ଯ୍ୟରତ […]

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା ପରେ ଜଳିଗଲା ବସ୍:୭ ଯାତ୍ରୀ ମୃତ

ରାଜସ୍ଥାନ: ଆଜି ପ୍ରତ୍ୟୁଷରେ ରାଜସ୍ଥାନର ଦୌସା ଜିଲ୍ଲାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା ଘଟିଛି । ବସ୍ ଏବଂ ଏକ ଟ୍ରକ୍ ମଧ୍ୟରେ ଧକ୍କା ହେବା ପରେ ବସ୍‌ଟି ଜଳିଯାଇଛିl ଯାହାଫଳରେ ୭ଣ ଯାତ୍ରୀଙ୍କ […]