NEET ପେପର ଲିକ୍ ନେଇ କାର୍ଯ୍ୟାନୁଷ୍ଠାନ: ୪୭ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କଲା NTA

ନୂଆଦିଲ୍ଲୀ : NEET ପେପର ଲିକ୍ ଘଟଣାରେ NTA ଶୁକ୍ରବାର ଦିନ ୪୭ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଦେଇଛି। ଏହି ଅଧିକାରୀମାନଙ୍କ ମଧ୍ୟରୁ କେତେଜଣଙ୍କ ବିରୋଧରେ ଆଇନଗତ ଏବଂ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ମଧ୍ୟ […]

ପେପର୍ ଲିକ୍ ଅଭିଯୁକ୍ତଙ୍କ ପାଇଁ କଠୋର ଶାସ୍ତି: ୧୦ ବର୍ଷ ଜେଲ୍ ଓ ୧୦ କୋଟି ଜୋରିମାନା

ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ୍ ବିବାଦ ଏବଂ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି ଓ କ୍ୟାବିନେଟ୍ କମିଟି ଅନ୍ ଇକୋନମିକ୍ ଆଫେୟର୍ସର ବୈଠକ […]

ନିଯୁକ୍ତି ମେଳାରେ ୧୧୦୧ ନବନିଯୁକ୍ତଙ୍କୁ ମିଳିବ ନିଯୁକ୍ତିପତ୍ର

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧ତାରିଖରେ ରାଜ୍ୟ ସରକାର ଏକ ନିଯୁକ୍ତି ମେଳା ଆୟୋଜନ କରିବାକୁ ଯାଉଛନ୍ତି । ଏନେଇ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ସମ୍ପୃକ୍ତ ବିଭାଗ ଗୁଡ଼ିକୁ ଚିଠି […]

ଡିଜିପି ୱାଇ. ବି. ଖୁରାନିଆଙ୍କୁ ଅବସର ଅନୁମତି

ଭୁବନେଶ୍ୱର: ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ. ବି. ଖୁରାନିଆ ଆସନ୍ତା ଅଗଷ୍ଟ ୧୬ ତାରିଖରେ ପଦବୀରୁ ଅବସର ଗ୍ରହଣ କରିବେ। ତାଙ୍କ ଅବସର ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି […]

ସିଜେପି ପ୍ରଦର୍ଶନ ମାମଲା: ଭ୍ରାନ୍ତ ଖବରକୁ ସିଜେଆଇଙ୍କ କଡ଼ା ନିନ୍ଦା

ନୂଆଦିଲ୍ଲୀ: କକରୋଚ୍ ଜନତା ପାର୍ଟିର ପ୍ରଦର୍ଶନକାରୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ମନା କରିଦେଇଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ତୀବ୍ର […]

ହଟିଲେ କେନ୍ଦ୍ର ଶିକ୍ଷା ସଚିବ ବିନୀତ ଯୋଶୀ, ନରେଶ ପାଲ୍‌ଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍‌କୁ ନେଇ କକ୍ରୋଚ୍ ଜନତା ପାର୍ଟି ର ଆନ୍ଦୋଳନ ଜାରି ରହିଥିବା ବେଳେ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଫିସରଙ୍କୁ ବଦଳି କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ସଚିବ […]

ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ପୋଲିସର ଏନ୍‌କାଉଣ୍ଟର

ବ୍ରହ୍ମପୁର: ପୁରୁଷୋତ୍ତମପୁର ନଦୀତଟ ସାହିର କୁକ୍ଷାତ ଅପରାଧି କାଳିଆ ଓରଫ ଘନଶ୍ଯାମ ବେହେରାଙ୍କୁ ପୋଲିସ ଏନକାଉଣ୍ଟର କରିଛି । ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀ ଓ ତାଙ୍କ ଟିମ ସହ କୋଦଳା -ସିଂହାସିନି […]

ବାହୁଡା଼ ଯାତ୍ରା ପାଇଁ ଭକ୍ତମୟ ଶ୍ରୀକ୍ଷେତ୍ର:ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ

ପୁରୀ: ଆଜି ହେଉଛି ଆଷାଢ଼ ଶୁକ୍ଳପକ୍ଷ ଦଶମୀ(ବାହୁଡ଼ା ଦଶମୀ)। ଆଜି ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ l ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ଅନୁସାରେ ଆଜି ସକାଳ ୪ଟାରେ ମଙ୍ଗଳ ଆଳତୀ, ୪ଟା ୧୫ରେ ମଇଲମ, […]

ହେଲିକପ୍ଟର ଗସ୍ତ ମାମଲାରେ ଜବାବ ଦାଖଲ କଲେ ନବୀନ-ପାଣ୍ଡିଆନ

ଭୁବନେଶ୍ୱର: ହେଲିକପ୍ଟର ଗସ୍ତ ମାମଲା ରେ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଉଭୟ ପାଣ୍ଡିଆନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଓକିଲଙ୍କ ମାଧ୍ୟମରେ ଜବାବ ଦାଖଲ କରିଛନ୍ତି। ଜୁଲାଇ ୧୫ତାରିଖ […]

ଶୁକ୍ରବାର ସାରା ଦେଶରେ ଆନ୍ଦୋଳନ କରିବ କକ୍ରୋଚ ଜନତା ପାର୍ଟି

ନୂଆଦିଲ୍ଲୀ: ଆସନ୍ତାକାଲି ସମଗ୍ର ଦେଶରେ ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଓ ସୋମବାର ସିଜେପି ସମର୍ଥକଙ୍କ ଉପରେ ପୋଲିସ ନେଇଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ଏପରି ଆନ୍ଦୋଳନ […]