ଟ୍ରମ୍ପଙ୍କ ‘The Moon is ours’ ପୋଷ୍ଟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଚର୍ଚ୍ଚାରେ । ଟ୍ରମ୍ପ ତାଙ୍କ Truth Social ଆକାଉଣ୍ଟରେ ଚନ୍ଦ୍ରର ଏକ ଛବି ସହ ଆମେରିକାର ପତାକା ଥିବା ଚିତ୍ର […]

୨୦ ବର୍ଷ ପରେ AFC U20 ଏସୀୟ କପ୍‌କୁ ଫେରିଲା ଭାରତ

ନୂଆଦିଲ୍ଲୀ: ୨୦ବର୍ଷ ପରେ ପୁଣିଥରେ ଭାରତ AFC U20 ଏସୀୟ କପ୍‌କୁ ଫେରିଛି। ରବିବାର ତାସକେଣ୍ଟର ‘ଡୋଷ୍ଟଲିକ୍ ଷ୍ଟାଡିୟମ୍’ ଠାରେ ଅନୁଷ୍ଠିତ ଗ୍ରୁପ୍-ବି ର ନିର୍ଣ୍ଣାୟକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ବାଂଲାଦେଶକୁ ୩-୦ ଗୋଲ୍‌ରେ […]

ଗୁଆହାଟୀରେ ବୀଭତ୍ସ ହତ୍ୟା; ଫ୍ରିଜ୍‌ରୁ ମିଳିଲା ମୃତ ମହିଳାଙ୍କ କଟାମୁଣ୍ଡ

ଆସାମ: ଆସାମର ଗୁଆହାଟୀଠାରେ ଜଣେ ନିଷ୍ଠୁର ସ୍ୱାମୀ ନିଜ ପତ୍ନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ, ତାଙ୍କ ମୁଣ୍ଡ କାଟି ଏକ ପଲିଥିନ୍ ବ୍ୟାଗ୍‌ରେ ପୂରାଇ ଫ୍ରିଜ୍‌ରେ ଲୁଚାଇ ରଖିଥିବା ପୋଲିସ […]

ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା; ୫ ଏମସିଡି ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ: ସତ୍ୟ ନିକେତନ ଆବାସିକ କୋଠା ଭୁଶୁଡ଼ିବା ମାମଲାରେ ଦିଲ୍ଲୀ ମହାନଗର ନିଗମର ପାଞ୍ଚ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏମସିଡି ଦକ୍ଷିଣ ଜୋନର ଉପାୟୁକ୍ତ ରାକେଶ କୁମାର, ଅଧିକ୍ଷକ ଯନ୍ତ୍ରୀ […]

ବିଲ୍‌ ପାସ ପାଇଁ ଟଙ୍କା ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

କଟକ: ଲାଞ୍ଚ ନେଇ ଧରାପଡିବା ପରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ। ଅଫିସ ଗାଡ଼ିରେ ବିଲ ପାସ୍‌ ଟଙ୍କା ନେଇ ଘରକୁ […]

୭ଦିନ ଭିତରେ ସରକାରୀ କାର୍ଯ୍ୟାଳୟର ସାଇନବୋର୍ଡରେ ସଂଶୋଧିତ ବନାନ ଲେଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟର ଯେଉଁ ସରକାରୀ କାର୍ଯ୍ୟାଳୟ କିମ୍ବା ପ୍ରତିଷ୍ଠାନଗୁଡ଼ିକର ସାଇନ୍‌ବୋର୍ଡରେ ଏପର୍ଯ୍ୟନ୍ତ ଓଡ଼ିଆ ଉଚ୍ଚାରଣ ସହ ସମନ୍ୱୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂରାଜୀ ବନାନ ପରିବର୍ତ୍ତନ ହୋଇନାହିଁ, ସେଗୁଡ଼ିକୁ ଆସନ୍ତା […]

ଦିଲ୍ଲୀର ସତ୍ୟ ନିକେତନରେ ୪ ମହଲା କୋଠା ଭୁଶୁଡ଼ିଲା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଦକ୍ଷିଣ-ପଶ୍ଚିମ ଅଞ୍ଚଳ ଅନ୍ତର୍ଗତ ସତ୍ୟ ନିକେତନରେ ଆଜି ଅପରାହ୍ନ ପ୍ରାୟ ୧ଟା ୩୦ରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଧ୍ୱସ୍ତ କୋଠାରେ ବହୁ ଲୋକ ଫସି ରହିଥିବା […]

ମହାନନ୍ଦ ଏକ୍ସପ୍ରେସ ଲାଇନଚ୍ୟୁତ, ଟଳିଲା ବଡ଼ ଟ୍ରେନ୍ ଦୁର୍ଘଟଣା

ନୂଆଦିଲ୍ଲୀ: ଆଜି ଭୋର ସମୟରେ ବିହାରର ଆରା ରେଳ ଷ୍ଟେସନ ନିକଟରେ ମହାନନ୍ଦା ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବାରୁ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଅଳ୍ପକେ ଟଳିଛି। ପୂର୍ବ କେନ୍ଦ୍ରୀୟ ରେଳବାଇର ଦାନାପୁର ଡିଭିଜନ ଅନ୍ତର୍ଗତ […]

ମିସ୍ ୱାର୍ଲ୍ଡ- ୨୦୨୬ ମୁକୁଟ ବିଜୟିନୀ ହେଲେ ଜୋହେରୀ ମୋଲା

ନୂଆଦିଲ୍ଲୀ: ଭିଏତନାମ୍‌ରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ ରିପବ୍ଲିକର ସୁନ୍ଦରୀ ଜୋହେରୀ ମୋଲା ଚଳିତ ବର୍ଷର ‘ମିସ୍ ୱାର୍ଲ୍ଡ ୨୦୨୬’ ମୁକୁଟ ନିଜ ନାମରେ କରିଛନ୍ତି […]

ରାଜ୍ୟ ନିର୍ବାଚନ କମିସନଙ୍କ ବଡ଼ ସୂଚନା:ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ହୋଇପାରେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ ଆଡ଼କୁ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହ ମଧ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏ ନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଗଣମାଧ୍ୟମକୁ ଏକ […]