ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଆୟୋଜିତ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀକୁ ଉଦ୍ଘାଟନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ବିଶ୍ୱରେ ଶିକ୍ଷା କ୍ଷେତ୍ର ସାମ୍ନା କରୁଥିବା ବିଭିନ୍ନ ଆହ୍ୱାନର ମୁକାବିଲା କୌଣସି […]
Author: Mysanket News
ମହିଳା ଥାନାରୁ ଖସି ପଳାଇଥିବା ରୁଦ୍ର ଗିରଫ
ଭୁବନେଶ୍ୱର: ଭୁବନେଶ୍ୱର ମହିଳା ଥାନାରୁ ଫେରାର ହୋଇଯାଇଥିବା ଅଭିଯୁକ୍ତ ରୁଦ୍ର ପ୍ରସାଦ ସୂତାରକୁ କ୍ୟାପିଟାଲ ଥାନା ପୋଲିସ ଟିମ୍ ବେଙ୍ଗାଳୁରୁରୁ ଗିରଫ କରିଛି । ସେଠାକାର ସ୍ଥାନୀୟ କୋର୍ଟରେ ରୁଦ୍ରକୁ ହାଜର କରିଥିଲା ପୋଲିସ […]
ମାନବିକତା ପାଇଁ ପୁଣି ଚର୍ଚ୍ଚାରେ ସଲମାନ ଖାନ, ୫୦୦ ଘର ନିର୍ମାଣ ଅଭିଯାନରେ ହେଲେ ସାମିଲ
ମୁମ୍ବାଇ: ଆସାମରେ ଭୟଙ୍କର ବନ୍ୟାରେ ସବୁକିଛି ହରାଇଥିବା ପରିବାରମାନଙ୍କ ପାଇଁ ସଲମାନ ଖାନ ସହାୟତାର ହାତ ବଢ଼ାଇଛନ୍ତି। ‘ଆଶିୟାନା ହୋପ୍ ବିଗିନ୍ସ ୱିଥ୍ ଏ ସେଫ୍ ଶେଲ୍ଟର’ ଅଭିଯାନ ସହ ଯୋଡ଼ି ହୋଇ ସଲମାନ […]
ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ୬ ସପ୍ତାହର ଇଣ୍ଟର୍ନସିପ୍ ବାଧ୍ୟତାମୂଳକ
ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି (NEP)-୨୦୨୦ ଅନୁଯାୟୀ ଏଣିକି ସ୍ନାତକ ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୬ ସପ୍ତାହ ବା ୩୫ କାର୍ଯ୍ୟଦିବସର ବାଧ୍ୟତାମୂଳକ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ଏନ୍ଗେଜମେଣ୍ଟ କାର୍ଯ୍ୟକ୍ରମ ଆରମ୍ଭ ହେବ। […]
ବିଜେପି ନେତାଙ୍କ ହତ୍ୟା ଘଟଣା, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
କଳାହାଣ୍ଡି: ବିଜେପି ନେତା ଫକୀର ରଣା ହତ୍ୟାକାଣ୍ଡ ଘଟଣାରେ ୩ ଗିରଫ । କଳାହାଣ୍ଡି ପୋଲିସ ୨୪ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର […]
ଆଇଟି ନିୟମରେ ହେବ ପରିବର୍ତ୍ତନ :୩ ଘଣ୍ଟାରେ ହଟାଇବାକୁ ପଡ଼ିବ ବେଆଇନ ଏଆଇ କଣ୍ଟେଣ୍ଟ
ନୂଆଦିଲ୍ଲୀ: ଦେଶର ଆଇଟି ନିୟମକୁ ଅଧିକ କଡ଼ାକଡ଼ି କରିବା ସହିତ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଦେଇଛି ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ। ବେଆଇନ ବିଷୟବସ୍ତୁର ପ୍ରଚାର ରୋକିବାକୁ ସରକାର […]
ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚର ସୂଚନା ପ୍ରଦାନ କଲେ ସରକାର
ନୂଆଦିଲ୍ଲୀ: ସରକାର ୨୦୨୧ରୁ ୨୦୨୬ ମଧ୍ୟରେ ମୋଦିଙ୍କ ବିଦେଶ ଗସ୍ତରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତା’ର ବିସ୍ତୃତ ତଥ୍ୟ ଦେଇଛନ୍ତି। ସରକାର ପ୍ରକାଶ କରିଛନ୍ତି ଯେ ୨୦୨୧ ପରଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ […]
୨ ବିଜେପି ନେତାଙ୍କୁ ହତ୍ୟା ଅଭିଯୋଗ: ହାଇୱା ଡ୍ରାଇଭର ଅଟକ
ଭୁବନେଶ୍ୱର: ରେଙ୍ଗାଳି ନିର୍ବାଚନ ମଣ୍ଡଳୀ ଅଧୀନ ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଏବଂ କର୍ଡୋଲା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ବିଜେପି ନେତା ମୁରଲୀ ଛୁରିଆଙ୍କ ଉପରେ ଏକ ହାଇୱା […]
ବୀର ସହିଦ ଚନ୍ଦନ ପଟ୍ଟନାୟକଙ୍କ ପରିବାର ପାଇଁ ୧.୨୦ କୋଟି ଆର୍ଥିକ ସହାୟତା ଘୋଷଣା
ଭୁବନେଶ୍ୱର: ତାଳଚେରର ବୀର ଅଗ୍ନିଶମ କର୍ମଚାରୀ ସ୍ୱର୍ଗତ ଚନ୍ଦନ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ତାଙ୍କ ବଳିଦାନକୁ ସମ୍ମାନ ଜଣାଇ ସରକାର ତାଙ୍କ ପରିବାରକୁ ୧ କୋଟି ୨୦ ଲକ୍ଷ […]
ଫାଇଲ ଗାୟବ ଘଟଣାରେ CMO, ଗୃହ ବିଭାଗ ଓ ମୁଖ୍ୟ ସଚିବଙ୍କୁ କ୍ରାଇମବ୍ରାଞ୍ଚର ଚିଠି
ଭୁବନେଶ୍ୱର: କନ୍ଧମାଳ ଦଙ୍ଗା ତଦନ୍ତ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ଫାଇଲ ଗାୟବ ଘଟଣାରେ କ୍ରାଇମବ୍ରାଞ୍ଚକୁ ଏପର୍ଯ୍ୟନ୍ତ କୌଣସି ଆବଶ୍ୟକୀୟ ତଥ୍ୟ ମିଳିନାହିଁ। ଘଟଣାର ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO), […]
