ନୂଆଦିଲ୍ଲୀ: ବଦ୍ରୀନାଥ ମନ୍ଦିରରେ ଦାନ ଚୋରି ଅଭିଯୋଗ ପରେ ବଦ୍ରୀନାଥ-କେଦାରନାଥ ମନ୍ଦିର ସମିତି (ବିକେଟିସି) ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ ପ୍ରମୋଦ ନୌଟିୟାଲଙ୍କୁ ନିଲମ୍ବିତ କରାଯାଇଛି। ଏହା ସହିତ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ […]
Author: Mysanket News
ଓଡ଼ିଶାରେ ୧୮୦ କୋଟିର ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା ଭବନ
ଭୁବନେଶ୍ୱର: ପ୍ରାୟ ୧୮୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା ଭବନ ନିର୍ମାଣ କରାଯିବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ପ୍ରକଳ୍ପକୁ […]
AIADMKକୁ ବଡ଼ ଝଟକା: ବରିଷ୍ଠ ନେତା କେ.ବି.ଏସ. ରାଜାଙ୍କ ଇସ୍ତଫା
ନୂଆଦିଲ୍ଲୀ: ତାମିଲନାଡୁରେ AIADMK ଦଳର ବରିଷ୍ଠ ନେତା କେ.ବି.ଏସ. ରାଜା ଦଳରୁ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି। ସାଧାରଣ ସମ୍ପାଦକ କେ. ପଲାନିସ୍ୱାମୀଙ୍କ ସମ୍ପର୍କୀୟ ଭାଇ କେ.ବି.ଏସ. ରାଜା ଦୀର୍ଘଦିନ ଧରି ଦଳୀୟ […]
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସାଧାରଣ ସମ୍ମାନ
ନୂଆଦିଲ୍ଲୀ: ଇଣ୍ଡୋନେସିଆର ସର୍ବୋଚ୍ଚ ସାଧାରଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସଫଳତା ପାଇଁ ସେ ଇଣ୍ଡୋନେସିଆର ରାଷ୍ଟ୍ରପତି, ସରକାର ଏବଂ ସେଠାକାର ଜନସାଧାରଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଏହି […]
ଅଦିନିଆ ରଥଯାତ୍ରା ପ୍ରସଙ୍ଗ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି ମହାରାଜା
ପୁରୀ: ଶ୍ରୀମନ୍ଦିର ପ୍ରଶାସନର ବାରମ୍ବାର ନିବେଦନ ସତ୍ତ୍ୱେ ବିଦେଶରେ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ବନ୍ଦ କରୁନି ଇସ୍କନ। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ମହାରାଜା। ବିଦେଶରେ ଅଦିନିଆ ରଥଯାତ୍ରା […]
ଅନ୍ବ୍ଲକ ହେବ ‘କକ୍ରୋଚ୍ ଜନତା ପାର୍ଟି’ର X ଆକାଉଣ୍ଟ, କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟର ଆଦେଶ
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମା କେନ୍ଦ୍ର ସରକାରଙ୍କୁ ‘କକ୍ରୋଚ୍ ଜନତା ପାର୍ଟି’ ନାମକ ଆକାଉଣ୍ଟକୁ ତୁରନ୍ତ ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ସୋସିଆଲ […]
ଭୂକମ୍ପ ବିଧ୍ୱସ୍ତ ଭେନେଜୁଏଲାରେ ଭି.କେ. ପାଣ୍ଡିଆନ
ଭୁବନେଶ୍ୱର: ପୂର୍ବତନ IAS ଭି.କେ. ପାଣ୍ଡିଆନ୍ ଭେନେଜୁଏଲା ଗସ୍ତ କରି ସେଠାକାର ଭୂକମ୍ପ ପ୍ରଭାବିତ ଲୋକ ଓ ଉଦ୍ଧାରକାରୀ ଦଳଙ୍କ ସହ ଆଲୋଚନା କରିଛନ୍ତି । ଗତ ଶତାବ୍ଦୀ ମଧ୍ୟରେ ଦେଶର ଏହି ସବୁଠାରୁ […]
ହୀରାକୁଦ ଡ୍ୟାମରୁ ହେବ ପ୍ରଥମ ମୌସୁମୀ ବନ୍ୟାଜଳ ନିଷ୍କାସନ:ସତର୍କ କଲେ ଡ୍ୟାମ୍ କର୍ତ୍ତୃପକ୍ଷ
ସମ୍ବଲପୁର: ହୀରାକୁଦ ଡ୍ୟାମରୁ ହେବ ପ୍ରଥମ ମୌସୁମୀ ବନ୍ୟାଜଳ ନିଷ୍କାସନ l ହୀରାକୁଦ ଡ୍ୟାମର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆସନ୍ତା ଜୁଲାଇ ୯ ତାରିଖରେ ହୀରାକୁଦରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ। […]
ଦିଲ୍ଲୀ ପୋଲିସର ବଡ଼ ସଫଳତା, ୬ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ପଞ୍ଜାବରୁ ୬ ଜଣ ସନ୍ଦିଗ୍ଧ ଆତଙ୍କବାଦୀକୁ ଦିଲ୍ଲୀ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ସନ୍ଦିଗ୍ଧମାନେ ପାକିସ୍ତାନ ଗ୍ୟାଙ୍ଗଷ୍ଟାର ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ର ଏଜେଣ୍ଟ […]
ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା
ଭୁବନେଶ୍ୱର: ୨୦୧୩ ବ୍ୟାଚର ଆଇପିଏଏସ୍ ଜଗମୋହନ ମୀନା ବ୍ୟକ୍ତିଗତ କାରଣ ପାଇଁ ଚାକିରୀରୁ ଇସ୍ତାଫା ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟ ଗୃହ ବିଭାଗକୁ ୨୫ ଦିନ ପୂର୍ବରୁ ସେ ଇସ୍ତଫା ପତ୍ର […]
