ରାଉରକେଲା : ରାଉରକେଲା ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ । ଅଏଲ ପ୍ରେସର କମ୍ ଯୋଗୁଁ ଦୁର୍ଘଟଣା ହୋଇଥିବା କହିଲା AAIB । ଗତ ଜାନୁଆରୀ ୧୦ ତାରିଖରେ ରାଉରକେଲାରେ ପ୍ଳେନ କ୍ରାସ୍ […]
Author: Mysanket News
ଗ୍ୟାସ୍ ସଙ୍କଟ ମଧ୍ୟରେ କଳାବଜାରୀ; ଚଢ଼ାଉ ବେଳେ କାଠ ଗୋଲା ଭିତରୁ ମିଳିଲା ବିପୁଳ ଟାଙ୍କି
ଭୁବନେଶ୍ୱର: ସାମନ୍ତରାପୁର ଛକ ନିକଟରେ ଥିବା ଏକ କାଠଗୋଲା ଭିତରୁ ବିପୁଳ ପରିମାଣର ଗ୍ୟାସ୍ ସିଲିଣ୍ଡର ଜବତ କରିଛି ଜିଲ୍ଲା ଯୋଗାଣ ବିଭାଗ। ବେଆଇନ ଭାବେ ଗ୍ୟାସ୍ ମହଜୁଦ ଓ କଳାବଜାରୀ ଚାଲିଥିବା ଖବର […]
ଭୁବନେଶ୍ବରରେ ବୀଭତ୍ସ ହତ୍ୟା; ସ୍ତ୍ରୀର ତଣ୍ଟି କାଟିଲା ସ୍ବାମୀ
ଭୁବନେଶ୍ୱର: ସ୍ତ୍ରୀଙ୍କ ତଣ୍ଟିକାଟି ହତ୍ୟାକଲେ ଅବସରପ୍ରାପ୍ତ ସରକାରୀ ଅଧିକାରୀ । ଅବସାଦ କାରଣରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତ ସ୍ବାମୀ ଏବେ ପୋଲିସ ହେପାଜତରେ । ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି […]
ସୋସିଆଲ୍ ମିଡିଆରେ ଅଶ୍ଳୀଳ ଭାଷା ପ୍ରୟୋଗରେ ଲାଗିବ କଟକଣା
ଭୁବନେଶ୍ୱର: ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ଓ ଅପଶବ୍ଦ ବ୍ୟବହାରକୁ ନେଇ ଏବେ ସରକାର କଠୋର ମନୋଭାବ ନେଇଛନ୍ତି। ଆଗାମୀ ଦିନରେ ଏପରି କାର୍ଯ୍ୟ କରିଲେ କେବଳ ସତର୍କତା ନୁହେଁ, ସିଧାସଳଖ ଆଇନଗତ କାର୍ଯ୍ୟାନୁଷ୍ଠାନ […]
ରାଜ୍ୟରେ ୧୩୬୩ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀରେ ହେବ ନିଯୁକ୍ତି
ଭୁବନେଶ୍ୱର: ଓଡ଼ିଶା ସରକାର ୧୩୬୩ଟି ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ (JRA) ପଦବୀରେ ନିଯୁକ୍ତି ପାଇଁ ମଞ୍ଜୁରୀ ଦେଇଛନ୍ତି। ଏହି ନିଯୁକ୍ତି ରାଜ୍ୟର ୩୦ଟି ଜିଲ୍ଲାରେ କରାଯିବ, ଯାହା ଯୁବମାନଙ୍କ ପାଇଁ ବଡ଼ ସୁଯୋଗ ଆଣିଛି। […]
ମାଆ କୋଳରୁ ଶିଶୁପୁତ୍ର ଚୋରି ଘଟଣା
ଭୁବନେଶ୍ୱର: ଖୋର୍ଦ୍ଧା ରେଳ ଡିଭିଜନ ନିରାକାରପୁର ରେଳ ଷ୍ଟେସନ ପରିସରରୁ ୪ମାସର ଶିଶୁପୁତ୍ର ଚୋରି ଅଭିଯୋଗ । ରେଳ ଷ୍ଟେସନରେ ବାପା-ମା’ ଓ ଶିଶୁ ପୁତ୍ର ଶୋଇଥିବା ବେଳେ କେହି ଶିଶୁ ପୁତ୍ରକୁ ଚୋରି […]
ଆଜିଠୁ ବାହାର ରତ୍ନଭଣ୍ଡାର ଗଣତିମଣତି
ପୁରୀ: ଆଜିଠୁ ବାହାର ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହେବ । ଯାହା ତିନି ଦିନ ଧରି ଚାଲିବ । ରବିବାର ୧୨ ତାରିଖ ଗଣତି ପ୍ରକ୍ରିୟା ବନ୍ଦ ରହିବା ପରେ ପୁଣି ଆସନ୍ତା ୧୩ […]
୨ ସପ୍ତାହର ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ
ୱାସିଂଟନ: ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ଉଭୟ ଆମେରିକା ଓ ଇରାନ୍ । ସୋସିଆଲ ମିଡିଆ ‘ଏକ୍ସ’ରେ ଏନେଇ ପୋଷ୍ଟ କରିଛନ୍ତି ଡୋନାଲଡ ଟ୍ରମ୍ପ । ୨ ସପ୍ତାହ ପାଇଁ ଇରାନକୁ ସମୟ ଦେବାକୁ […]
RSS ମୁଖ୍ୟାଳୟ ନିକଟରୁ ବିପୁଳ ବିସ୍ଫୋରକ ଜବତ;ସମଗ୍ର ଅଞ୍ଚଳକୁ ସିଲ୍ କଲା ପୋଲିସ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଗପୁର ସହରର ବ୍ୟସ୍ତମୟ ଅଞ୍ଚଳ ମଧ୍ୟରୁ ଗୋଟିଏ ସିଏ୍ ରୋଡ୍ ସ୍ଥିତ ଦୋସର ଭବନ ଛକ ନିକଟରୁ ପ୍ରଚୁର ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଉଜ୍ଜଳ […]
ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍,ଝଲସିବ ଶ୍ରୀମନ୍ଦିର
ପୁରୀ: ଦିନରେ ଯେପରି ଭବ୍ୟ ଓ ଦୃଶ୍ୟମାନ ହୁଏ, ସେହିଭଳି ରାତିରେ ମଧ୍ୟ ମନ୍ଦିରକୁ ଆଲୋକରେ ଝଲମଲ କରାଇବା ପାଇଁ ଆରମ୍ଭ ହେଉଛି ବୃହତ୍ ଆଲୋକୀକରଣ ପ୍ରକଳ୍ପ। ଏଥିପାଇଁ ପ୍ରାୟ ୧୭ ରୁ ୧୮ […]
