ଭୂକମ୍ପରେ ଥରିଲା କଲମ୍ବିଆ, ୧୩୨ ମୃତ

କଲମ୍ବିଆ: କଲମ୍ବିଆରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି ଯାହାର ତୀବ୍ରତା ୭.୪ ଥିବା ଜଣାପଡିଛି । ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି ପାଇଛି । ଏଥିରେ ୫୦୦ରୁ ଅଧିକ ଆହତ ହୋଇଛନ୍ତି । ବହୁ […]

ଆସାମ-ଅରୁଣାଚଳ ପ୍ରଦେଶ ସୀମାରେ ଗୁଳି କାଣ୍ଡ

ନୂଆଦିଲ୍ଲୀ: ଆସାମ ଓ ଅରୁଣାଚଳ ସୀମାରେ କେହି ଜଣେ ଅଜଣା ବ୍ୟକ୍ତି ଗୁଳି ଚାଳନା କରିଛି । ଫଳରେ ଆସାମ ସୀମାରେ ୮ ଜଣ ଗ୍ରାମୀଣ ବାସିନ୍ଦା ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୭ […]

ଆର୍‌ଜି କର ଦୁଷ୍କର୍ମ ଓ ହତ୍ୟା ମାମଲାର ପୁନର୍ବାର ହେବ ତଦନ୍ତ : ଶୁଭେନ୍ଦୁ ଅଧିକାରୀ

କୋଲକାତା: ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲର କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାର ପୁନର୍ବାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ସୂଚନା ଅନୁଯାୟୀ ମୃତ […]

IIRF-୨୦୨୬ ରାଙ୍କିଂ ରେ ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟସନାଲ ରାଙ୍କିଂ ଫ୍ରେମୱାର୍କ (IIRF)-୨୦୨୬ରେ ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛନ୍ତି। ଏହି ରାଙ୍କିଂ ରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ୧୫ତମ […]

ଉମର ଖାଲିଦଙ୍କ ବହି ଉପରେ ଆଲୋଚନା ସଭା ବାତିଲ, ଜେଏନ୍‌ୟୁରେ ବଢ଼ିଲା ଅସନ୍ତୋଷ

ନୂଆଦିଲ୍ଲୀ: ଜେଏନ୍‌ୟୁ ପ୍ରଶାସନ ପକ୍ଷରୁ ପୂର୍ବତନ ଛାତ୍ର ତଥା ଜେଲରେ ଥିବା ଉମର ଖାଲିଦଙ୍କ ଏକ ପୁସ୍ତକ ଉପରେ ଆୟୋଜିତ ହେବାକୁ ଥିବା ଆଲୋଚନା ସଭାକୁ ହଠାତ୍ ରଦ୍ଦ କରାଯାଇଛି। ତାସହିତ ଏହି କାର୍ଯ୍ୟକ୍ରମ […]

କାରକେଡ୍‌ରେ ସାମିଲ ସ୍କର୍ପିଓ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରର ଗାଙ୍ଗ୍ୟାଲରେ ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀଙ୍କ କାରକେଡ଼ରେ ସାମିଲ ଥିବା ଏକ ସ୍କର୍ପିଓ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ସମୟରେ କାରକେଡ଼ରେ ଉପମୁଖ୍ୟମନ୍ତ୍ରୀ ନଥିଲ […]

ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ରାଘବ ଚଢା

ନୂଆଦିଲ୍ଲୀ: ଆଜି ସକାଳେ ରାଜ୍ୟସଭା ସାଂସଦ ରାଘବ ଚଢା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଶ୍ରୀ ଚଢା ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ଫଟୋ ସେୟାର କରି ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର […]

ପ୍ରତିରକ୍ଷା ତଥ୍ୟ ଲିକ୍ କରି ଗିରଫ ହେଲେ ବାୟୁସେନା ଅଧିକାରୀ

ନୂଆଦିଲ୍ଲୀ:ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ‘ହନିଟ୍ରାପ୍’ ରେ ଶିକାର ହୋଇ ଦେଶର ସମ୍ବେଦନଶୀଳ ପ୍ରତିରକ୍ଷା ତଥ୍ୟ ଲିକ୍ କରିବା ଅଭିଯୋଗରେ ଜଣେ ୪୪ ବର୍ଷୀୟ ଭାରତୀୟ ବାୟୁସେନା (IAF) ୱିଙ୍ଗ କମାଣ୍ଡରଙ୍କୁ ଦିଲ୍ଲୀ ପୋଲିସ ଦ୍ୱାରା […]

ମାନବିକତା ପାଇଁ ପୁଣି ଚର୍ଚ୍ଚାରେ ସଲମାନ ଖାନ, ୫୦୦ ଘର ନିର୍ମାଣ ଅଭିଯାନରେ ହେଲେ ସାମିଲ

ମୁମ୍ବାଇ: ଆସାମରେ ଭୟଙ୍କର ବନ୍ୟାରେ ସବୁକିଛି ହରାଇଥିବା ପରିବାରମାନଙ୍କ ପାଇଁ ସଲମାନ ଖାନ ସହାୟତାର ହାତ ବଢ଼ାଇଛନ୍ତି। ‘ଆଶିୟାନା ହୋପ୍ ବିଗିନ୍ସ ୱିଥ୍ ଏ ସେଫ୍ ଶେଲ୍ଟର’ ଅଭିଯାନ ସହ ଯୋଡ଼ି ହୋଇ ସଲମାନ […]

ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ୬ ସପ୍ତାହର ଇଣ୍ଟର୍ନସିପ୍ ବାଧ୍ୟତାମୂଳକ

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି (NEP)-୨୦୨୦ ଅନୁଯାୟୀ ଏଣିକି ସ୍ନାତକ ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୬ ସପ୍ତାହ ବା ୩୫ କାର୍ଯ୍ୟଦିବସର ବାଧ୍ୟତାମୂଳକ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ଏନ୍‌ଗେଜମେଣ୍ଟ କାର୍ଯ୍ୟକ୍ରମ ଆରମ୍ଭ ହେବ। […]