ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) CUET PG ୨୦୨୬ର ଫଳାଫଳ ପ୍ରକାଶ କରିଛି। ଫଳାଫଳ ସହିତ, NTA ପ୍ରାର୍ଥୀମାନଙ୍କର ବ୍ୟକ୍ତିଗତ ସ୍କୋର ମଧ୍ୟ ପ୍ରକାଶ କରିଛି। CUET PG ୨୦୨୬ ଫଳାଫଳ NTA […]
Category: ଦେଶ
ଆପ୍ ଛାଡ଼ି ଭାଜପାରେ ମିଶିଲେ ରାଘବ ଚଢାଙ୍କ ସମେତ ୭ ସାଂସଦ
ନୂଆଦିଲ୍ଲୀ: ଦେଶର ରାଜନୈତିକ ମହଲରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆମ୍ ଆଦମୀ ପାର୍ଟି (ଏଏପି)ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା ଦଳରୁ ଇସ୍ତଫା ଦେବା ସହ […]
ପଶ୍ଚିମବଙ୍ଗରେ ବିଜେପି ବିଶାଳ ବିଜୟ ହାସଲ କରିବ: ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ବଡ଼ ଦାବି କରିଛନ୍ତି । ମୋଦୀ କହିଛନ୍ତି, ଏଭଳି ଭୋଟିଂ ଦେଖିବା ପରେ ମୋତେ ଲାଗୁଛି ବିଜେପି ବିଶାଳ ବିଜୟ ହାସଲ କରିବ । […]
ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗରେ ୮୯.୯୩ % ଓ ତାମିଲନାଡୁରେ ୮୨.୨୪% ମତଦାନ
ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗର ୧୬ଟି ଜିଲ୍ଲାର ୧୫୨ଟି ଆସନରେ ଆଜି ଭୋଟଗ୍ରହଣ ଜୋରଦାର ଭାବରେ ଚାଲିଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରାୟ ୯୦ ପ୍ରତିଶତ ଭୋଟ ପଡ଼ିଥିବା ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି […]
ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚରେ ହାତାହାତି ହେଲେ ଦର୍ଶକ
ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଚାଲିଥିବା ସମୟରେ ଦର୍ଶକ ପରସ୍ପରକୁ ମାଡ ମାରିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ମ୍ୟାଚ […]
ମୁର୍ଶିଦାବାଦରେ ମତଦାନ ବେଳେ ଭୟଙ୍କର ଗଣ୍ଡଗୋଳ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ମୁର୍ଶିଦାବାଦରେ ଭୟଙ୍କର ଗଣ୍ଡଗୋଳ ଦେଖାଦେଇଛି। ଆଜି ୧୫୨ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଥିବା ଖବର […]
ହର୍ମୁଜ ରେ ଭାରତୀୟ ଜାହାଜକୁ ଗୁଳିମାଡ଼ କରି ଜବତ କଲା ଇରାନର ରିଭୋଲ୍ୟୁସନାରୀ ଗାର୍ଡ
ନୂଆଦିଲ୍ଲୀ:ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାର କିଛି ଘଣ୍ଟା ପରେ, ଇରାନର ରିଭୋଲ୍ୟୁସନାରୀ ଗାର୍ଡ (IRGC) ବୁଧବାର ଦୁଇଟି ଜାହାଜ ଉପରେ ଆକ୍ରମଣ କରି ଜବତ କରିଛି। ଏଥିରୁ ଗୋଟିଏ ଜାହାଜ ଭାରତକୁ […]
ନିର୍ବାଚନ ପୂର୍ବରୁ ମମତାଙ୍କୁ ସୁପ୍ରିମକୋର୍ଟ ର ଭର୍ତ୍ସନା
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତି ପି.କେ ମିଶ୍ର ଏବଂ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ପଶ୍ଚିମବଙ୍ଗର ଆଇ-ପ୍ୟାକ୍ ମାମଲାର ଶୁଣାଣି କରିଛନ୍ତି । ଖଣ୍ଡପୀଠ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ […]
ବଙ୍ଗଳା ନିର୍ବାଚନ ଉପରେ ECIଙ୍କ କଡ଼ା ପଦକ୍ଷେପ: ଆକାଶ ମାର୍ଗରୁ ସର୍ଭେ
ନୂଆଦିଲ୍ଲୀ: ନିର୍ବାଚନ କମିଶନ (ECI) ପଶ୍ଚିମବଙ୍ଗ ନିର୍ବାଚନ ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିର୍ବାଚନ କମିଶନ ସୂତ୍ର ଅନୁଯାୟୀ, ସମସ୍ତ ବୁଥରେ ପ୍ରିଜାଇଡିଂ ଅଧିକାରୀମାନେ ସମସ୍ତ ପ୍ରାର୍ଥୀଙ୍କ ବଟନ୍ EVMରେ ସ୍ପଷ୍ଟ ଭାବରେ […]
ବିଜେପି ଯୁବମୋର୍ଚ୍ଚା ନେତାଙ୍କ ପିତାଙ୍କୁ ହତ୍ୟା
ଉତ୍ତରପ୍ରଦେଶ: ବିଜେପି ଯୁବମୋର୍ଚ୍ଚା ନେତାଙ୍କ ପିତାଙ୍କୁ ଏକ ନିର୍ମାଣାଧୀନ ଘରେ ଗଳା କାଟି ହତ୍ୟା କରିଛି। ତାଙ୍କର ଆଖି ମଧ୍ୟ ବାହାର କରି ଦିଆଯାଇଛି। ଅଭିଯୁକ୍ତ ମୃତଦେହକୁ ଘର ଭିତରେ ବନ୍ଦ କରି ଫେରାର […]
