ଭୁବନେଶ୍ୱର: ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ସୋମବାର ଦିନ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବଗଠିତ ୨୮ଟି NAC ରେ ବିଭିନ୍ନ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ […]
Category: ରାଜ୍ୟ
SC/ST ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ନୂଆ ନିୟମ:ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଆଡମିଶନ ବେଳେ ଦେବାକୁ ପଡ଼ିବନି ଫି
ଭୁବନେଶ୍ୱର: ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଲା ନୂଆ ନିୟମ । ଏବେ ଆଉ ସରକାରୀ ମେଡିକାଲ ଓ ଇଞ୍ଜିନିଅରିଂ କଲେଜରେ ଆଡମିଶନ ବେଳେ ଟିଉସନ୍ ଓ […]
ସିଲ୍ ହୋଇଥିବା ପ୍ଲଟ୍ରେ ପୁଣି କୋଇଲା ଡମ୍ପିଙ୍ଗ ଅଭିଯୋଗ
ଭୁବନେଶ୍ୱର: ଅନୁଗୋଳ ଜିଲ୍ଲାର ହଣ୍ଡପା ରେଳବାଇ ସାଇଡିଂ ନିକଟରେ ବେଆଇନ କୋଇଲା ଡମ୍ପିଙ୍ଗୟାର୍ଡକୁ ନେଇ କିଛି ଦିନ ହେଲା ଉତ୍ତେଜନା ଲାଗି ରହିଛି । ସରକାରଙ୍କ ଦ୍ବାରା ସିଲ୍ ହୋଇଥିବା ଏକ ସ୍ଥାନରେ ପୁଣି […]
ବାରବାଟୀରେ ଓଡ଼ିଶା ଟି୨୦ ଲିଗ୍ ସିଏମ୍ ଟ୍ରଫି; ୬ ଦଳ ମଧ୍ୟରେ ହେବ ଲଢ଼େଇ
କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓଡ଼ିଶା ଟି୨୦ ଲିଗ୍ ସିଏମ୍ ଟ୍ରଫି ଆୟୋଜନ କରୁଛି। ସେପ୍ଟେମ୍ବର ୨୦ରୁ ୨୯ ପର୍ଯ୍ୟନ୍ତ କଟକର ବାରବାଟୀ ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି | ଏଥିରେ ୬ଟି […]
ବ୍ରହ୍ମପୁର ପୀତବାସ ହତ୍ୟାକାଣ୍ଡ: ବିକ୍ରମ ପଣ୍ଡାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ଆଜି ହାଇକୋର୍ଟ ବିକ୍ରମ ପଣ୍ଡାକୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ଗତ ଜୁଲାଇ […]
ଶ୍ରୀମନ୍ଦିର ନାଟମଣ୍ଡପ ହେଲା ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ, ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ
ପୁରୀ: ପୁରୀ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଏବେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ କରିବେ। ଗତ ଏକମାସ ଧରି ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ […]
ଧାନ ପଞ୍ଜୀକରଣ ଅବଧି ଆଉ ୭ ଦିନ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟର ଚାଷୀଙ୍କ ପାଇଁ ଏକ ଖୁସି ଖବର। ଆଗାମୀ ଧାନ କ୍ରୟ ପାଇଁ ଚାଲିଥିବା ପଞ୍ଜୀକରଣ ଅବଧିକୁ ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅଗଷ୍ଟ […]
ଗୁଟ୍ଖା ବ୍ୟବସାୟ ନିଷେଧ ନେଇ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିକୁ କାଏମ ରଖିଲେ ହାଇକୋର୍ଟ
ଭୁବନେଶ୍ବର: ରାଜ୍ୟରେ ଗୁଟ୍ଖା ବ୍ୟବସାୟ ଉପରେ ଲାଗିବ ପ୍ରତିବନ୍ଧକ। ଗୁଟ୍ଖା ବ୍ୟବସାୟ ନିଷେଧ ନେଇ ରାଜ୍ୟ ସରକାର ଗତ ଜାନୁଆରୀ ୨୧ ତାରିଖରେ ଜାରି କରିଥିବା ବିଜ୍ଞପ୍ତିକୁ କାଏମ ରଖିଛନ୍ତି ହାଇକୋର୍ଟ। ସରକାରୀ ବିଜ୍ଞପ୍ତିକୁ […]
ମଙ୍ଗଳବାର ଶୁଭାରମ୍ଭ ହେବ ‘ସମ୍ବନ୍ଧ’ ମେଗା ସମବାୟ ଅଭିଯାନ
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧ ତାରିଖରେ (ମଙ୍ଗଳବାର) ରାଜ୍ୟର ସମବାୟ କ୍ଷେତ୍ରର ସମ୍ପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ମେଗା ସମବାୟ ସଦସ୍ୟତା ଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କରିବେ । ମେଗା […]
ମନ୍ କି ବାତ୍ରେ ଓଡ଼ିଶାର ମୈଥିଲିଙ୍କୁ ମୋଦୀଙ୍କ ପ୍ରଶଂସା
ଭୁବନେଶ୍ୱର: ଆଜି ୧୩୭ ତମ ମନ୍ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ମୈଥିଲି ଭୁଏଙ୍କୁ ପ୍ରଶଂସା କରିଛନ୍ତି । ମୈଥିଲି ଭୁଏ ଡେବ୍ରିଗଡ଼ରେ କେନ୍ଦୁପତ୍ର ଓ ମହୁ ସଂଗ୍ରହ ଜଙ୍ଗଲ […]
