ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ନେତାଙ୍କୁ ଛୁରୀଭୁସି ହତ୍ୟା

କଳାହାଣ୍ଡି: ମଦନପୁର ରାମପୁର ବ୍ଲକ୍ ଅନ୍ତର୍ଗତ ଡମକରଲା ଖୁଣ୍ଟା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ନେତା ଫକୀର ରଣାଙ୍କୁ ଛୁରୀ ଭୁସି ହତ୍ୟା କରଯାଇଛି lଆକ୍ରମଣ ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା […]

ରେଭେନ୍ସା ବିଶ୍ଵବିଦ୍ୟାଳୟ ଅଧ୍ୟାପକ ସଙ୍ଘର ଅଭିଯୋଗ-ରାଜନେତାଙ୍କ ହସ୍ତକ୍ଷେପ ମାତ୍ରାଧିକ ହେଉଛି

କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟରେ ରାଜନେତାଙ୍କ ମାତ୍ରାଧିକ ହସ୍ତକ୍ଷେପ ଅଭିଯୋଗ । ପ୍ରତ୍ୟେକ କ୍ଷେତ୍ରରେ ରାଜନେତା ଚାପ ପକାଉଛନ୍ତି ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଶ୍ଵବିଦ୍ୟାଳୟ ଅଧ୍ୟାପକ ସଙ୍ଘର ଅଧକ୍ଷା ଡ଼ଃ ଉର୍ମିସ ବେଦମତା । […]

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭଦ୍ରକରେ ବନ୍ୟାସ୍ଥିତି ସମୀକ୍ଷା କଲେ

ଭଦ୍ରକ: ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭଦ୍ରକରେ ପ୍ରଶାସନିକ ଅଧିକାରୀଙ୍କ ସହ ତିହିଡି ଏବଂ ଚାନ୍ଦବାଲି ବନ୍ୟା ଅଞ୍ଚଳ ପରିଦର୍ଶନ କରି ପୀଡ଼ିତଙ୍କ ସହିତ ଆଲୋଚନା କରିଛନ୍ତି । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା […]

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ମନୋଜ ପାଢୀଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର: କଟକ କୋର୍ଟ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଅଭିଯୁକ୍ତ ମନୋଜ ପାଢୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ | ସୂଚନାଥାଉକି, ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କୁ ପ୍ରଥମରୁ ଅଷ୍ଟମ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ […]

ଏମ୍‌କେସିଜିରେ PG ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ପାଇଁ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ରାଜ୍ୟ ସରକାର ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ […]

ଓଡ଼ିଶାରେ କୋଟି କୋଟି ଟଙ୍କାର ଚିଟଫଣ୍ଡ ଠକେଇ, ପୂର୍ବତନ ବିଧାୟକ ମାଲା ବିଜୟ ପ୍ରସାଦଙ୍କୁ ନେଇ ତଦନ୍ତ ଜୋରଦାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚିଟଫଣ୍ଡ ଠକେଇ ମାମଲାକୁ ନେଇ ତଦନ୍ତ ଜୋରଦାର ହୋଇଛି। ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ମାଲା ବିଜୟ ପ୍ରସାଦଙ୍କ ସମ୍ପୃକ୍ତିକୁ ନେଇ ଏହି ତଦନ୍ତ ଚାଲିଥିଲା। […]

ଓଡ୍ରାଫ୍‌ ହେବ ଏସଡିଆରଏଫ୍:ସୁରେଶ ପୂଜାରୀ

ଭୁବନେଶ୍ୱର: ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଏବଂ ଭିତ୍ତିଭୂମି ସମ୍ପର୍କରେ ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । […]

ଓୟୁଏଟି ପିଜି-ପିଏଚ୍‌ଡି ଛାତ୍ରଛାତ୍ରୀଙ୍କୁ ମିଳିବ ମାସିକ ଭତ୍ତା

ଭୁବନେଶ୍ୱର: ରାଜ୍ୟ ସରକାରକୃଷି ଉଚ୍ଚଶିକ୍ଷା ଓ ଗବେଷଣାକୁ ଅଧିକ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ OUATରେ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ପିଜି ଓ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। କୃଷି ଓ […]

ରାଷ୍ଟ୍ରପତି ଭବନରେ ଶୋଭା ପାଇବ ଶ୍ରୀଜିଉଙ୍କ ରଥ ଚକ

ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଓଡ଼ିଶାର ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଐତିହ୍ୟର ସ୍ୱରୂପ ଶ୍ରୀଜୀଉଙ୍କ ରଥଯାତ୍ରାରେ ବ୍ୟବହୃତ ତିନି ରଥର ଗୋଟିଏ ଲେଖାଏଁ ପବିତ୍ର ଚକ ସ୍ଥାପନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ […]

ଦଶମ ଶ୍ରେଣୀ ଛାତ୍ର ନବମ ଶ୍ରେଣୀର ଛାତ୍ରଙ୍କୁ ପିଟିଲେ, ଭିଡିଓ ଭାଇରାଲ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ରିଭଲକୋଣା ସରକାରୀ ଆବାସିକ ବିଦ୍ୟାଳୟରେ ରାଗିଂ ଏବଂ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ହଷ୍ଟେଲରେ ସିନିଅର ଛାତ୍ରମାନେ ଜୁନିଅର ଛାତ୍ରମାନଙ୍କୁ ନିର୍ଦ୍ଦୟ ଭାବରେ ପିଟୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ […]