ରାଜଧାନୀ ରାଜରାସ୍ତାରେ କଂଗ୍ରେସ କର୍ମୀ ଏବଂ ପୋଲିସ ମୁହାଁମୁହିଁ

ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲାରେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଂଗ୍ରେସ ଆଣିଛି ଅଭିଯୋଗ । ଏନେଇ କମିଶନରେଟ୍ ପୋଲିସର କାର୍ଯ୍ୟାଳୟ ଘେରାଉ କରିଛି କଂଗ୍ରେସ । ଏପିରିକି ଆନ୍ଦୋଳନ ସମୟରେ […]

ରାଜଧାନୀରେ ‘ନାଇଟ୍ ଅପରେସନ’

ଭୁବନେଶ୍ୱର: ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣା ପରେ ସଜାଗ ହୋଇଛି କମିଶନରେଟ୍ ପୁଲିସ୍‌। ଡିଜିପିଙ୍କ ସହ ଆଲୋଚନା ପରେ ନାଇଟ୍ ପାଟ୍ରୋଲିଂ ଏବଂ ବ୍ଲକିଂ , ଚେକିଂ କୁ ଜୋରଦାର କରାଯାଇଛି । […]

ବଦଳିବ ରୂପରେଖ ବିଶ୍ୱସ୍ତରୀୟ ଟୁରିଷ୍ଟ ସ୍ପଟ୍ ହେବ ଖଣ୍ଡଗିରି-ଉଦୟଗିରି

ଭୁବନେଶ୍ୱର: ଖଣ୍ଡଗିରି ଓ ଉଦୟଗିରି ଏହି ଯୁଗ୍ମ ପାହାଡ଼କୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବାକୁ ହୋଇଛି ବଡ଼ ଯୋଜନା। ଏଥିପାଇଁ ପ୍ରାୟ ୧୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ପର୍ଯ୍ୟଟନ ବିଭାଗ ପ୍ରସ୍ତାବ […]

୪ ପୁଲିସ୍‌ ସସ୍‌ପେଣ୍ଡ୍‌ ,ବଦଳିଲେ ଆଇଆଇସି

ଭୁବନେଶ୍ବର: କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣାରେ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସରକାର ଏହି ଘଟଣାରେ ୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ବାଲିଅନ୍ତା ଥାନା ଆଇଆଇସିଙ୍କୁ ବଦଳି କରାଯାଇଛି। ବାଲିଅନ୍ତା ଆଇଆଇସି […]

ଯୁବକକୁ ଅପହରଣ ପରେ ଗୁଳି କରି ହତ୍ୟା; ଗ୍ରାମବାସୀଙ୍କ ରାସ୍ତାରୋକ

ରାୟଗଡା: ଇନ୍ଦିରା ନଗର ଅଞ୍ଚଳରୁ ବନ୍ଧୁକ ଦେଖାଇ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ବେଳେ, ଆଜି ତାଙ୍କର ଗୁଳିବିଦ୍ଧ ମୃତଦେହ ତୁମ୍ବିଗୁଡା ଅଞ୍ଚଳରୁ ଉଦ୍ଧାର ହୋଇଛି। ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ […]

ବାଲିଅନ୍ତାରେ କନେଷ୍ଟବଳଙ୍କୁ ହତ୍ୟା ଘଟଣାର ସଠିକ୍ ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶନିବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଭିଡ଼ ହତ୍ୟା(ମବ୍‌ ଲିଞ୍ଚିଙ୍ଗ୍) ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି […]

ରାଜଧାନୀରେ ଭୟଙ୍କର ଦୁର୍ଘଟଣା: ୩ ମୃତ,ଜଣେ ଗୁରୁତର

ଭୁବନେଶ୍ୱର: ଶନିବାର ସନ୍ଧ୍ୟାରେ ଫାୟାର୍‌ ଷ୍ଟେସନ୍‌ ଓଭର୍‌ ବ୍ରିଜ୍‌ ଉପରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି l ଭୁବନେଶ୍ବର ରସୁଲଗଡ଼ ପଟୁ ଗୋଟିଏ ସ୍କୁଟି ଏବଂ ଅନ୍ୟ ଏକ ବାଇକ୍‌ରେ ୪ଜଣ ଆସୁଥିଲେ। ଫାୟାର […]

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ଉଦ୍ଧାର କରି ମେଡିକାଲ ପଠାଇ,ମାନବିକତା ଦେଖାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ରାସ୍ତାରେ ସଡକ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ଦେବଦୁତ ସାଜିଛନ୍ତି ମାନ୍ୟବର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜି ଗୁର୍ଜିଭଟା ଛକ ଦେଇ ଭୁବନେଶ୍ୱର ଫେରୁଥିବା ସମୟରେ ରାସ୍ତାରେ ଜଣେ ବ୍ୟକ୍ତି […]

ୟୁନିସେଫ୍ ଓ ପୋଲିସ ବିଭାଗର ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମରେ କିଶୋର-କିଶୋରୀଙ୍କ ଯୋଗଦାନ

ଭୁବନେଶ୍ୱର: ପୋଲିସ ବିଭାଗ ପକ୍ଷରୁ ଏକ ଅନନ୍ୟ ପ୍ରୟାସ ‘ଜୁଭେଣ୍ଟିକା’ ନାମକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କିଶୋର-କିଶୋରୀମାନଙ୍କୁ ସଚେତନ କରିବା ସହ ଅପରାଧ ଓ ସାଇବର ଠକେଇରୁ ଦୂରେଇ ରଖିବା ଏହାର ଲକ୍ଷ୍ୟରେ […]

‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍; ତତ୍ପରତା ଦେଖାଇଲା ପୂର୍ତ୍ତ ବିଭାଗ

ଭୁବନେଶ୍ୱର: ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପରତା ଦେଖାଇଲା ପୂର୍ତ୍ତ ବିଭାଗ । ପୁରୁଣା ଏୟାରପୋର୍ଟ ରୋଡ୍‌ ରେ ଥିବା ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍। ସରକାରୀ ରାସ୍ତା ଉପରେ […]