ମୋଦୀଙ୍କ ସହ ୪୦ ମିନିଟ୍ ଫୋନ ରେ ଆଲୋଚନା କଲେ ଟ୍ରମ୍ପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଉଭୟଙ୍କ ମଧ୍ୟରେ ଦୀର୍ଘ ୪୦ ମିନିଟ୍ ଧରି ଆଲୋଚନା ହୋଇଛି । ଏହା ପରେ ମୋଦି […]

ବଢିବ ଲୋକସଭା ଆସନ ସଂଖ୍ୟା

ନୂଆଦିଲ୍ଲୀ: ଲୋକସଭା ଆସନ ସଂଖ୍ୟାକୁ ବର୍ତ୍ତମାନର ୫୪୩ ରୁ ୮୫୦କୁ ବୃଦ୍ଧି କରିବା ପାଇଁ ଏକ ପ୍ରସ୍ତାବିତ ବିଲ୍ ଆସିବାକୁ ଯାଉଛି।ସରକାର ସାଂସଦମାନଙ୍କ ସହ ଏହି ଡ୍ରାଫ୍ଟ ବିଲ୍ ସେୟାର କରିଛନ୍ତି। ଏହି ନୂତନ […]

ଛତିଶଗଡ଼ ବେଦାନ୍ତ ପାୱାର ପ୍ଲାଣ୍ଟରେ ବଡ଼ ଅଘଟଣ; ଫାଟିଲା ବଏଲର, 10 ଶ୍ରମିକ ମୃତ

ଛତିଶଗଡ଼:ଛତିଶଗଡ଼ ଶକ୍ତି ଜିଲ୍ଲାରେ ଥିବା ବେଦାନ୍ତ ପାୱାର ପ୍ଲାଣ୍ଟରେ ମଙ୍ଗଳବାର ଘଟିଛି ବଡ଼ ଅଘଟଣ । ବଏଲର ଫାଟି 10 ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି ।ସେମାନଙ୍କୁ ଉଦ୍ଧାର କରି […]

ବିଜେପି ଉପରେ ବର୍ଷିଲେ ବିଜେଡି ବିଧାୟକ

ଭୁବନେଶ୍ୱର: ୨୦୨୨ ସେପ୍ଟେମ୍ବର ୨୩ରେ ମହିଳା ସଂରକ୍ଷଣ ବିଲ୍ ସଂସଦରେ ପାସ୍ ହୋଇଥିଲା । କୁହାଯାଇଥିଲା ୨୦୨୯ରେ ମହିଳାଙ୍କୁ ଏକ ତୃତୀୟାଂଶ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ, ପୁଣି ଆଉଥରେ ବିଲ୍ ଆଣିବାର […]

୭ ବର୍ଷ ପରେ ଇରାନରୁ ଆସିଲା ତେଲ: ପାରାଦ୍ୱୀପ ବନ୍ଦରରେ ଲାଗିଲା ଜାହାଜ ‘ଜୟା’

ଭୁବନେଶ୍ବର: ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ପୁଣିଥରେ ଇରାନରୁ ଅଶୋଧିତ ତୈଳ ବୋଝେଇ କରି ଭାରତୀୟ ବନ୍ଦରରେ ପହଞ୍ଚିଛି ବୃହତ୍ ତୈଳ ଟ୍ୟାଙ୍କର। ଆମେରିକାର କଟକଣା କୋହଳ ପରେ ପାରାଦ୍ୱୀପ ବନ୍ଦରରେ ପ୍ରଥମ ସରକାରୀ […]

ଝାଡ଼ାବାନ୍ତିରେ ଚିକିତ୍ସିତ ହେଉଥିବା ଛାତ୍ରୀଙ୍କ ମୃତ୍ୟୁ: ପ୍ରଧାନଶିକ୍ଷକ ନିଲମ୍ବିତ

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳରେ ଘଟିଥିବା ସାମୂହିକ ଝାଡ଼ାବାନ୍ତି ଘଟଣାରେ ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା ପରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ କକାବନ୍ଧ […]

ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତିଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ

ଭୁବନେଶ୍ୱର: ଆଜି ପଣାସଂକ୍ରାନ୍ତି ତଥା ଓଡିଆ ନବବର୍ଷ । ଓଡିଆ ନବବର୍ଷ ଉପଲକ୍ଷେ ନୂତନ ପଞ୍ଜିକାର ଶୁଭାରମ୍ଭ ହୁଏ । ଓଡିଆ ପରମ୍ପରା ଅନୁଯାୟୀ ପଣାସଂକ୍ରାନ୍ତି ଅବସରରେ ଘରେ ଘରେ ପଣା ପ୍ରସ୍ତୁତ କରାଯାଏ, […]

ଓଡିଶା ଜନତା କଂଗ୍ରେସର ନେତୃତ୍ୱ ନେବେ ସୋଫିଆ :ମୋକିମ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆତ୍ମପ୍ରକାଶ କରିବ ନୂଆ ଆଂଚଳିକ ଦଳ ଓଡିଶା ଜନତା କଂଗ୍ରେସ । ତେବେ ଏହାର ଲିଡ୍ ନେବେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ । ଖାସ୍ କରି ଓଡିଶା […]

ଓଡ଼ିଆ ନବବର୍ଷରେ ମା ତାରିଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଘଟଗାଁ ପ୍ରସିଦ୍ଧ ମା’ ତାରିଣୀଙ୍କ ଚଇତି ପର୍ବର ଆଜି ଅନ୍ତିମ ଦିନ। ମନ୍ଦିର ପରିସରକୁ ଆଲୋକମାଳା ସହ ଫୁଲ ଦ୍ୱାରା ସୁସଜ୍ଜିତ କରାଯାଇଛି। ଆଜି ଭକ୍ତଙ୍କୁ ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ […]

ସମ୍ରାଟ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ

ବିହାର: ସବୁ କଳ୍ପନା ଜଳ୍ପନା ପରେ ସମ୍ରାଟ ଚୌଧୁରୀଙ୍କ ନାରେ ମୋହର ବାଜିଛି । ସେ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ । ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବା […]