ସ୍କ୍ରବ୍ ଟାଇଫସ୍ ଚିହ୍ନଟ ଅଞ୍ଚଳକୁ ଯିବ ଡାକ୍ତରୀ ଟିମ୍

ଭୁବନେଶ୍ୱର: ସ୍କ୍ରବ୍ ଟାଇଫସ୍ ଚିହ୍ନଟକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। ଯେଉଁ ସ୍ଥାନରେ ସ୍କ୍ରବ୍ ଟାଇଫସ୍ ଚିହ୍ନଟ ହେଉଛି, ସେଠାକୁ ଡାକ୍ତରୀ ଟିମ୍ ଯିବେ। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ […]

କୁଆଖାଇ ନଦୀରୁ ୨ ଦିନ ପରେ ମିଳିଲା ଅଟୋ ଚାଳକ ସଞ୍ଜୟଙ୍କ ଶବ

ଭୁବନେଶ୍ୱର: କୁଆଖାଇ ନଦୀକୁ ଡେଇଁ ନିଖୋଜ ଥିବା ଅଟୋ ଚାଳକ ସଞ୍ଜୟ ସ୍ୱାଇଁଙ୍କ ମୃତଦେହ ଉଦ୍ଧାର ହୋଇଛି। ଓଡ଼୍ରାଫ୍‌ ଏବଂ ଅଗ୍ନିଶମ ବାହିନୀର ମିଳିତ ଖୋଜାଖୋଜି ଅଭିଯାନ ସମୟରେ ବାଙ୍କୁଆଳ ନିକଟସ୍ଥ କୁଆଖାଇ ନଦୀରୁ […]

ଯୋଗ୍ୟତା ନଥିଲେ ସ୍କୁଲ-କଲେଜରେ ଶିକ୍ଷକ ନିଯୁକ୍ତି ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସ୍କୁଲ ଓ କଲେଜରେ ଶିକ୍ଷକ ନିଯୁକ୍ତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଯୋଗ୍ୟତା ନଥିଲେ ସ୍କୁଲ-କଲେଜରେ ଶିକ୍ଷକ ନିଯୁକ୍ତି ନାହିଁ । RTE, NCTE ଓ UGC […]

ଆଇନ ଉଲ୍ଲଂଘନ କରି ଅଡୁଆରେ ବଡ଼ଗଡ଼ ପୋଲିସ ବାବୁ; ହାଇକୋର୍ଟ ରୁ ନୋଟିସ୍‌

କଟକ: ଆଇନ ଉଲ୍ଲଂଘନ ଓ ବେଆଇନ ଗିରଫଦାରୀ ଅଭିଯୋଗରେ ବଡ଼ଗଡ଼ ଥାନା ଅଧିକାରୀଙ୍କୁ ହାଇକୋର୍ଟରୁ ନୋଟିସ୍ । ୭ ବର୍ଷରୁ କମ୍‌ ଜେଲଦଣ୍ଡ ବ୍ୟବସ୍ଥା ଥିବା ଦଫାରେ ରୁଜୁ ମାମଲାରେ ଭାରତୀୟ ନାଗରିକ ସୁରକ୍ଷା […]

ଇରାନର ୫ ତୈଳବାହୀ ଜାହାଜକୁ ଟାର୍ଗେଟ୍ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକୀୟ ସେନା ଓମାନ ଉପସାଗର ଓ ଇରାନର ଖର୍ଗ ଦ୍ବୀପ ନିକଟରେ ଇରାନର ୫ଟି ଅଶୋଧିତ ତୈଳ ବୋଝେଇ ଜାହାଜ ଉପରେ ମଙ୍ଗଳବାର ଆକ୍ରମଣ କରିଛି । ଆମେରିକା କହିଛି ଯେ ଇରାନ […]

କଟକର ଏକ ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ: କଟକର ସିଡିଏ ସେକ୍ଟର-୧୦ ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରୁ ଜଣେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ହେଲେ ଚିନ୍ମୟ ସାହୁ। ମିଳିଥିବା […]

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନାମରେ ଜାଲ୍ ବିଲ୍ ପ୍ରସ୍ତୁତ କରି ବନ୍ଧା ହେଲେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କନିଷ୍ଠ ସହାୟକ

ସମ୍ବଲପୁର: ଦୁର୍ନୀତି ଓ ଆର୍ଥିକ ଅନିୟମିତତା ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଓଡ଼ିଶା ଭିଜିଲାନ୍ସ । ମଙ୍ଗଳବାର ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଅଧୀନସ୍ଥ ଫାସିମାଲ୍ CHC ର କନିଷ୍ଠ ସହାୟକ […]

ପାର୍ବଣ ଋତୁ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି ପାଇଁ ଡିଜିପିଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟ ପୋଲିସ ମୁଖ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ […]

ଦାରା ସିଂ ମୁକ୍ତି ମାମଲା: ଶୁଣାଣି ୧୭ ତାରିଖକୁ ଘୁଞ୍ଚିଲା

ଭୁବନେଶ୍ୱର: ଦାରା ସିଂ ମୁକ୍ତି ମାମଲାର ଶୁଣାଣି ଆସନ୍ତା ୧୭ ତାରିଖକୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ । ରାଜ୍ୟ ସରକାରଙ୍କୁ ଶେଷ ସୁଯୋଗ ଦେଲେ ସୁପ୍ରିମକୋର୍ଟ । ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ରିପୋର୍ଟ ଦାଖଲ […]

ରାଜନୀତିକ ସମ୍ପୃକ୍ତି ଅଭିଯୋଗରେ ନିଲମ୍ବିତ ହେଲେ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ

ଭୁବନେଶ୍ୱର:ବିଜେଡି ର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଦୁର୍ଗା ଛୁରିଆଙ୍କୁ ନିଲମ୍ବନ କରାଯାଇଛି। ସେ କନ୍ଧମାଳ DRCSରେ SARCS ଭାବେ କାର୍ଯ୍ୟ କରୁଥିଲେ। ଏହା ସହିତ ସେ ଭୁବନେଶ୍ୱର ସମବାୟ ମୁଖ୍ୟାଳୟରେ SARCS […]