କାକିନାଡ଼ା : ଆନ୍ଧ୍ର ପ୍ରଦେଶର କାକିନାଡା ଜିଲ୍ଲାରେ ଶନିବାର ଦିନ ଏକ ଆତଶବାଜି କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୨୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଏହି ବିସ୍ଫୋରଣ ଦ୍ବିପହର ୨ଟା ସମୟରେ ସମରଲକୋଟା ମଣ୍ଡଳ ଅନ୍ତର୍ଗତ ୱେଟଲାପାଲେମରେ ଗୋଦାବରୀ କ୍ୟାନାଲ୍ ନିକଟରେ ଥିବା “ସୂର୍ୟ ଶ୍ରୀ ଫାୟାର୍ୱର୍କ୍ସ” କାରଖାନାରେ ଘଟିଥିଲା। ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିଶିଖା ଓ ଘନ ଧୂଆଁ ସମଗ୍ର ଅଞ୍ଚଳକୁ ଆବରଣ କରିଦେଇଥିଲା।ଯାହା ଫଳରେ ପାଖପାଖି ଗାଁରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଏହାର ଶବ୍ଦ ପ୍ରାୟ ୫ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା।
Related Posts
ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ୍ରେ ନ୍ୟୁଜିଲାଣ୍ଡ
- Mysanket News
- March 5, 2026
- 0
ନୂଆଦିଲ୍ଲୀ: ଟି୨୦ ବିଶ୍ୱକପର ସେ ମିଫାଇନାଲରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟ୍ରେ ପରାସ୍ତ କରି ଦ୍ୱିତୀୟଥର ପାଇଁ ଟି୨୦ ବିଶ୍ୱକପର ଫାଇନାଲରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୬୯ ରନ […]
ମନି ଲଣ୍ଡରିଂ ମାମଲାରେ ଅନୀଲ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ଘର ଜବତ କଲା ଇଡି
- Mysanket News
- February 26, 2026
- 0
ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ମୁମ୍ବାଇ ବଙ୍ଗଳା “ଆବୋଡ୍”କୁ ଜବତ କରିଛି ଇଡି । ପିଟିଆଇ ଅନୁଯାୟୀ, ଏହାର ମୂଲ୍ୟ ପ୍ରାୟ ₹୩,୭୧୬ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। […]
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ୍: ଟିଏମସିରେ ବିଦ୍ରୋହ
- Mysanket News
- June 3, 2026
- 0
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ଶାସକ ତୃଣମୂଳ କଂଗ୍ରେସ (TMC) ଭିତରେ ଏକ ବଡ଼ ବିଦ୍ରୋହର ସଙ୍କେତ ମିଳିଛି । ଦଳରୁ ବହିଷ୍କୃତ ବିଧାୟକ ରୀତବ୍ରତ ବାନାର୍ଜୀ ବଙ୍ଗ ବିଧାନସଭାରେ ୫୯ ଜଣ ଟିଏମସି ବିଧାୟକଙ୍କ […]
