ଚୌଦ୍ଵାର ଜେଲରେ ଜଣେ ବିଚାରଧୀନ କଏଦୀଙ୍କ ଆତ୍ମହତ୍ୟା

କଟକ: ଚୌଦ୍ଵାର ଜେଲରେ ଜଣେ ବିଚାରଧୀନ କଏଦୀ ୱାର୍ଡରେ ଥିବାବେଳେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଖବର ମିଳିଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ଜେଲ ୱାର୍ଡରୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ […]

ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ

ଭୁବନେଶ୍ୱର: ଉତ୍କଳ ଦିବସରୁ ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ, ନୂଆ ୟୁନିଫର୍ମ ଏବଂ ନୂଆ ଆଇ କାର୍ଡ । ଏହାକୁ ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମିଶନ […]

ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: ସରକାରୀ ଚାକିରିରେ ବଦଳି ଏକ ନିୟମିତ ପ୍ରକ୍ରିୟା। ଯଦି କୌଣସି କର୍ମଚାରୀ ବା ଅଧିକାରୀ ଏହାକୁ ନ ମାନନ୍ତି ତେବେ ତାଙ୍କ ବିରୋଧରେ ଚାକିରି ସର୍ତ୍ତାବଳୀ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। […]

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଆଜିଠୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬ ଦିନିଆ ଓଡ଼ିଶା ଗସ୍ତ । ଭୁବନେଶ୍ବରରୁ ବିରଜା କ୍ଷେତ୍ର, ପରେ ଶ୍ରୀକ୍ଷେତ୍ର ଆସିବେ ମହାମହିମ । ଶେଷରେ ଜନ୍ମଭୂମି ମୟୂରଭଞ୍ଜ ଯାତ୍ରା କରି ଓଡ଼ିଶା ଗସ୍ତ […]

ଫେବୃଆରୀ ୧୫ ଭାରତ ବିପକ୍ଷ ମ୍ୟାଚ୍ ଖେଳିବନି ପାକିସ୍ତାନ

ଈସିଲାମାବାଦ: T 20 ବିଶ୍ବକପ୍ ୨୦୨୬ ରେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବ ନାହିଁ ପାକିସ୍ତାନ । ଏହି ମ୍ୟାଚ୍ ଆସନ୍ତା ୧୫ ତାରିଖରେ ନ୍ୟୁଟ୍ରାଲ ଭେନ୍ୟୁ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ଥିଲା । […]

ବିଜେଡିରୁ ନିଲମ୍ବିତ ହେଲେ ଶଶୀ ସାହୁ

ଭୁବନେଶ୍ବର: ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁଙ୍କୁ ନିଲମ୍ବିତ କରିଛି ବିଜେଡି। ବିଶୃଙ୍ଖଳିତ କାର୍ଯ୍ୟକଳାପ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ ଶଶୀ ସାହୁ ବିଜୁ ଜନତା ଦଳରେ ସାମିଲ […]

ଏପ୍ରିଲ ୧ରୁ ନୂଆ ଆୟକର ନିୟମ; ବଜେଟ ୨୦୨୬

ନୂଆଦିଲ୍ଲୀ: ସଂସଦରେ ବଜେଟ୍ ୨୦୨୬-୨୭ ଆଗତ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ। ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି କହିଲେ […]

ନିର୍ମାଣ ହେବ ହାଇସ୍ପିଡ ରେଲ୍ କରିଡର, ନିର୍ମଳାଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶରେ ୭ ନୂଆ ହାଇସ୍ପିଡ ରେଲ୍ କରିଡର ନିର୍ମାଣ କରିବାର ବଡ ଘୋଷଣା କରିଛନ୍ତି । ଏହି କରିଡର ଭାରତରେ ପ୍ରମୁଖ ସହରଗୁଡିକୁ ଦ୍ରୁତ ଏବଂ ଉନ୍ନତ […]

ବିଏମ୍‌ସି ପକ୍ଷରୁ ପକ୍କା ଘର ଆବଣ୍ଟନ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ବୁଦ୍ଧବିହାର ହାଉସିଂ ପ୍ରକଳ୍ପରେ ସାଲିଆସାହି, ସୁଭାଷ ବୋଷ ନଗର ବସ୍ତି, ମହାବୀର ବସ୍ତି, ମାଛ ମାର୍କେଟ ବସ୍ତି, ଜଗନ୍ନାଥବିହାର ଗୋପାଳ ବସ୍ତି, ସହିଦ ଲକ୍ଷ୍ମଣ ବସ୍ତି, ପଳାଶୁଣୀର ମୁଣ୍ଡାସାହି, ମା’ ଭଗବତୀ […]

ବଡ଼ବିଲ ପୁଲିସର ଏନକାଉଣ୍ଟର, ମୋଷ୍ଟ ୱାଣ୍ଟେଡ୍ ସିପୁ ଗିରଫ

କେନ୍ଦୁଝର: ବଡ଼ବିଲ ଥାନା ଅଞ୍ଚଳରେ ଗତ କିଛି ଦିନ ତଳେ ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ବଡ଼ ଧରଣର ଡକାୟତି ହୋଇଥିଲା । ଯାହା କେସ ନମ୍ବର ୨୯/୨୬ ଥିଲା । ଏହି ଘଟଣାରେ ପୁଲିସ […]